Odisha News Portal

ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଝିଅର ଅନ୍ତରଙ୍ଗ ଫଟୋ ସମସ୍ତଙ୍କ ମୋବାଇଲରୁ ସେୟାର ହେବାରେ ଲାଗିଲା ଏହି ଫୋଟୋ ଆଉ ତା’ପରେ

ଆଜିକାଲି ର ଲୋକମାନେ ଏତେ ନିର୍ଲଜ ହୋଇଗଲେଣି ଯେ କିଛି ବି ଘଟଣା କୁ ରେକର୍ଡ କରି ସୋସିଆଲ ମିଡ଼ିଆରେ ସେୟାର କରିଦେଉଛନ୍ତି । ସେମାନେ ଭୁଲି ଯାଉଛନ୍ତି ଯେ ତାଙ୍କର ଏହି ପରି ଭିଡ଼ିଓ ସବୁ ସୋସିଆଲ ମିଡ଼ିଆରେ ଭାଇରଲ ହେବା ଦ୍ବାରା ଆମ ସମାଜ ଉପରେ ତଥା ଆମର ଆଗାମୀ ପୀଡ଼ ଉପରେ ଏହାର ବହୁତ ଖରାପ ପ୍ରଭାବ ପକେଇପାରେ ବୋଲି ।ପ୍ରେମ ଭଳି ଏକ ପବିତ୍ର ଏବଂ ସୁନ୍ଦର୍ ସମ୍ପର୍କ କୁ ଆଜିକାଲିର ଯୁବପୀଢ଼ି ମାନେ ଅଧିକାଂଶ କ୍ଷେତ୍ରରେ କେବଳ କାମନା ଓ ବାସନା କୁ ପରିପୂର୍ଣ୍ଣ କରିବା ଅର୍ଥାତ୍ ଦୈହିକ ସମ୍ପର୍କ ଭାବେ ହିଁ ବିବେଚନା କରୁଛନ୍ତି ।

ନିଜସ୍ଵ ସ୍ବାର୍ଥ ହାସଲ ପରେ ପ୍ରେମିକ ପ୍ରେମିକା ପରସ୍ପରକୁ ଧୋକା ଦେଉଛନ୍ତି।ଯାହା ଦ୍ୱାରା ଅନେକ ଜୀବନ ଅସମୟରେ ହାନି ହେଉଛି । ବର୍ତ୍ତମାନ ବିଶ୍ବର ସମସ୍ତ ଦେଶ ନିଜକୁ ବିକଶିତ କରିବା ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି କିନ୍ତୁ କଣ ଏହି ଅତ୍ୟାଧୁନିକ ଟେକ୍ନୋଲଜିର ଦେଶରେ ନାରୀ କେଉଁଠାରେ ବି ସୁରକ୍ଷିତ ନୁହେଁ ।

ତେବେ ସେହି ନାରୀ ଜଣଙ୍କ ଯେଉଁ ସ୍ତରରେ ରହିଥିଲେ ମଧ୍ୟ ସେ ସୁରକ୍ଷିତ ନୁହେଁ । ପ୍ରତିଦିନ୍ ନାରୀ ମାନଙ୍କ ସହ ଅନେକ ଅପଘଟଣ ଘଟିବା ରେ ଦେଖିବାକୁ ମିଳୁଛି । ଯୁବକ ମାନେ ମହିଳା ମାନଂକର ସରଳତାର ଫାଇଦା ଉଠାଇ ତାଙ୍କ ସହ ଏହିଭଳି କାର୍ଯ୍ୟ କରୁଛନ୍ତି ଯାହା ଶବ୍ଦରେ କହିବା ମଧ୍ୟ ସମ୍ଭବନୁହେଁ ।

ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନାର ଲଳିତଗିରି ପଂଚାୟତରେ । ଏହି ପଂଚାୟତର ଜଣେ ଯୁବକ ଦୀପକ ପୁରୁଷତମପୁର୍ ଗାଁର ଜଣେ ନାବାଳିକା ଝିଅର ଉଲଗ୍ନ ଫୋଟ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ।

ଯୁବକ ଜଣକ ପ୍ରେମ କରିବାର ଅଭିନୟ କରି ଅନେକ ବଡ଼ ବଡ଼ ସ୍ବପ୍ନ ଦେଖାଇ , ବିବାହର ପ୍ରତି ସୃତି ଦେଇ ସେହି ଝିଅର ଉଲଗ୍ନ୍ ଫୋଟ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । କହିବାକୁ ଖରାପ ଲାଗୁଛି କି ଆଜିର ଏହି ଯୁବପିଢି ଏମିତି କାର୍ଯ୍ୟ କରିବା ଆଗରୁ ଥରେ ମଧ୍ୟ ଭାବୁ ନାହାନ୍ତି, କି ସେ ଝିଅ ତାଙ୍କ ଘରର ସମ୍ମାନ ଗର୍ବ ।

ମଣିଷ ଆଜି ଏତେ ତଳକୁ ଖସି ଯାଇଛି ତାହା ଭାଷାରେ କହିବା ମଧ୍ୟ ସମ୍ଭବପର ନୁହେଁ । ଏଭଳି ଅସାମାଜିକ୍ କାର୍ଯ୍ୟ କରୁଥିବା ଦୀପକ ପାଇଁ ଏହି ସମାଜରେ ଜାଗା ନାହିଁ । ତାର ଥରେ ଭାବିବା ଉଚିତ୍ ଥିଲା ସେ ଯାହା ଠାରୁ ଜନ୍ମ ହୋଇଛି ସେ ବି ଜଣେ ନାରୀ ।

ତେଣୁ ଦୀପକଙ୍କୁ ଉପଯୁକ୍ତ ଶାସ୍ତି ମିଳିବା ଦରକାର । ଏହାଜଣା ପଡିବା ପରେ ମହିଳା ଜଣକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ସେହି ଝିଅଟି ତା ମାଁକୁ ସମସ୍ତ କଥା କହିଥିଲା,ଆଉ ତାଙ୍କ ମାଁ ଏହା ଶୁଣି ସାରିବା ପରେ ଥାନାରେ ଅଭିଯୋଗ କରିଥିଲେ ।