Odisha News Portal

ଶୋଇବା ପୁର୍ବରୁ ହନୁମାନଙ୍କର ଏହି ୨ ମନ୍ତ୍ର ୩ ଥର ଜପି ଦିଅନ୍ତୁ, ଯାହାବି ଅସୁବିଧା ରହିଛି ସବୁକିଛି ତୁରନ୍ତ ସମାପ୍ତ ହେବ……

ଧାର୍ମିକ ଉଦ୍ଦେଶ୍ୟ ଏବଂ ଗନ୍ଥରେ ସେହି ଶକ୍ତି ରହିଛି ଏହି କଥାରେ କୌଣସି ବି ସନ୍ଦେହଃ ନାହିଁ । ଯେବେ ଆମେ ଚିନ୍ତାରେ ପଡୁଛେ ସେବ ଆମେ ସମସ୍ୟା ରେ ମୁକ୍ତି ପାଇବା ପାଇିଁ ଶାସ୍ତ୍ରୀୟ ଉପାୟ ଗୁଡିକର ଉପଯୋଗ କରିଥାଉ ଏହାକୁ ଆପଣ ଚମତ୍କାରୀ ବୋଲି କହିପାରିବେ । କିନ୍ତୁ ଶାସ୍ତ୍ରରେ ଆମ ସବୁ ସମସ୍ୟା ର ସମାଧାନ ରହିଛି ଯଦି ଆମେମାନେ କିଛି ଉଦ୍ଦେଶ୍ୟ ଅନୁସାରେ କରିଚାଲିବା ତେବେ ଆମେ ସଫଳ ନିଶ୍ଚିୟ ଭାବରେ ହେବା । ତେବେ ଆଜି ଆମେ ଆପଣ ମାନଙ୍କୁ ହନୁମାନ ଚାଲିଶା ମାଧ୍ୟମରେ ଉପାୟ କହିବୁ ଯାହା ଆପଣ ଙ୍କ ଜୀବନ ରେ ଖୁସି ଭରିଦେବ , ଏହା ସହିତ ଆପଣ ଙ୍କର ଜୀବନ ଶାନ୍ତିରେ କଟିବ ।

ଭଗବାନ ହନୁମାନ ଙ୍କୁ ସମର୍ପିତ ହନୁମାନ ଚାଳିଶା ବିଷୟ ରେ କିଏ ବା ନଜାଣେ .। କଣ ଆପଣ ମାନେ ଜାଣିଛନ୍ତି ଏହାର ରହସ୍ୟ କଣ ପୌରୌଣିକ ପ୍ରଥା ଦ୍ବାରା ଏହାର ରହସ୍ୟ ଆଜି ଆମେ କହିବୁ । ଆପଣ ମାନେ ସମସ୍ତେ ହନୁମାନ ଙ୍କର ପିଲାଦିନ ଅବତାର ବିଷୟ ରେ ଜାଣିଥିବେ , ଆପଣ ମାନେ ଏହି କାହାଣୀ ଆଗରୁ ଶୁଣିପାରନ୍ତି ଯେ ପିଲାଦିନେ ହନୁମାନ ଜୀ ଙ୍କୁ ଅତିରିକ୍ତ ଭୋକ ଲାଗିଥିଲା ସେତେବେଳେ ଆକାଶରେ ଚମକୁଥିବା ସୂର୍ୟ୍ୟ ଦେଖି ଗୋଟିଏ ଫଳ ଭାବିଥିଲେ । ହନୁମାନ ଙ୍କ ପାଖରେ ଏମିତି ଶକ୍ତି ରହିିଥିଲା ଯେ ସେ ସୂର୍ଯ୍ୟଙ୍କୁ ଖାଇବା ପାଇିଁ ଆଗକୁ ବଢିଥିଲେ । ସେହି ସମୟ ରେ ଦେବରାଜ ଇନ୍ଦ୍ର ତାାଙ୍କୁ ଆକ୍ରମଣ କରିଥିଲେ ଯାହା ଦ୍ବାରା ସେ ମୂର୍ଚ୍ଚିତ ହୋଇଗଲେ ।


ହନୁମାନଙ୍କର ମୂର୍ଛିିତ ହେବା ପରେ ବାୟୁଦେବ ମଧ୍ୟ ଅତ୍ୟଧିକ ରାଗି ଗଲେ ।ଯେତେବେଳେ ସମସ୍ତ ଦେବତା ମାନେ ବୁଝିପାରିଲେ ଯେ ହନୁମାନ ଜି ଭଗବାନ ଶିବଙ୍କର ଅବତାର ବୋଲି ସେହି ସମୟରେ ସମସ୍ତ ଦେବତା ମାନେ ହନୁମାନ ଙ୍କୁ ଶକ୍ତି ପ୍ରଦାନ କରିଥିଲେ । ହନୁମାନ ଚାଳିଶା ର ପାଠ ଶନିବାର ଏବଂ ମଙ୍ଗଳବାର ଦିନ କରିବା ଦ୍ବାରା ଶୁଭ ହୋଇଥାଏ ବୋଲି କୁହାଯାଏ । ହନୁମାନ ଚାଳିଶା ରେ ଏମିତି କିଛି ଉପାୟ ରହିଛି ଯାହାକୁ କରିବା ଦ୍ବାରା ଆପଣ ଙ୍କ ଜୀବନ ରେ ସବୁ ଦୁଃଖ ସବୁ କଷ୍ଟ ତୁରନ୍ତ ଦୂର ହୋଇ।ଯିବ ।

ପ୍ରଥମ ଉପାୟ -+- ଭୂତ ପିସାଚ ନିକଟ ନହିଂ ଆରୈ ।
ମହାବୀର ଜବ ନାମ ସୁନାରୈଃ ।


ଏହି ମନ୍ତ୍ର କୁ ନିରନ୍ତର ଜପ କରିବା ଦ୍ବାରା ଯଦି କାହାର ଭୟ ରହିଛି ମନରେ ତେବେ ଏହାର ନିତ୍ୟ କରିବା ଦ୍ବାରା ଆଫଣ ଙ୍କୁ ସବୁ ଦୁଃଖ କଷ୍ଟରୁ ମୁକ୍ତି ମିଳବ । ଆପଣ ଙ୍କର ସମସ୍ତ ଅଭାବ ଦୂର ହୋଇଯିବ ଆପଣ ଙ୍କ ଘରେ ସୁଖ ବାସ କରିବ ।

ଦ୍ବିତୀୟ ଉପାୟ —

ନାସୈ ରୋଗ ହରୈ ସବ ପୀରା
ଜପତ ନିରନ୍ତର ହନୁମତ ବାୀରା

ଯଦି କୈଣସି ବ୍ୟକ୍ତି ରୋଗରେ ସର୍ବଦା ପଡି ରହୁଛି ଏବଂ ଅନେକ ଚିକିତ୍ସା କରିବା ପରେ ମଧ୍ୟ ଭଲ ହେଉ ନାହିଂ । ତେବେ ଏହି ଉପାୟ ନିୟମିତ ଭାବରେ କରିବା ଦ୍ବାରା ଏହା ଦ୍ବାରା ସମସ୍ତ ରୋଗଠାରୁ ମୁକ୍ତି ମିଳିଥାଏ । ଏମିତି ବହୁତ ଖାସ୍ ଉପାୟ ରହିିଛି ଯାହାକୁ କରିବା ଦ୍ବାରା ହନୁମାନ ଜି ଙ୍କର ଆର୍ସିବାଦ ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।