Odisha News Portal

ସାମ୍ନାକୁ ଆସିଲା ଏକ ବଡ଼ ଖବର, ଆଉ ଏକ ନୂଆ ପ୍ରେମ କାହାଣୀ ତେଲୁଗୁ ଝିଅ ର ପ୍ରେମ ରେ ଓଡ଼ିଆ ହିରୋ ଜ୍ୟୋତି?

ପ୍ରେମ ହେଉଛି ଶାସତ୍ବ , ଚିରନ୍ତନ, ଅମର । ପ୍ରେମର କୌଣସି ସଂଜ୍ଞା ନାହିଁ କିନ୍ତୁ ଆଜିର ପ୍ରେମ ଏବଂ ପୂରାତନ ପ୍ରେମ ମଧ୍ୟରେ ରହିଛି ଅନେକ ପାର୍ଥକ୍ୟ , ଅନେକ ଫରକ୍ । ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିର ସମାଜରେ ତାର ସଂଜ୍ଞା ତାର ମହତ୍ବକୁ ହରାଇ ବସିଲାଣି । ଆମ ସମାଜରେ ପ୍ରତିଦିନ ପ୍ରେମକୁ ନେଇ ବହୁତ ନିନ୍ଦନୀୟ ଘଟଣା ତଥା ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସୁଛି । ତେବେ ସାଧାରଣତଃ ଭାବରେ କହିବାକୁ ଗଲେ ପ୍ରାୟ ସମସ୍ତ ଅଭିନେତା ଅଭିନେତ୍ରୀ ମାନେ ଲଭ ମ୍ୟାରେଜ୍ କରିବାକୁ ଚାହିଁଥାନ୍ତି ଏବଂ କରିଥାନ୍ତି ମଧ୍ୟ ।

ତେବେ ଆଗ କାଳରେ ଘର ଲୋକ କହୁଥିଲେ ଆମେ ଯେଉଁଠି ଠିକ୍ କରିବୁ ଝିଅ କି ପୁଅ ସେଇଠି ବାହାହେବେ। ଆଉ ତାହା ମଧ୍ୟ ହେଉଥିଲା । ଏବେ କିନ୍ତୁ ଘର ଲୋକମାନେ ମଧ୍ୟ ଲଭ୍ ମେରେଜ୍ କୁ ବହୁତ ସପୋଟ୍ କରିଲେଣି ଏବଂ ନିଜର ଝିଅ କି ପୁଅ ଯେଉଁଠି ଭଲ ପାଉଛନ୍ତି ସେମାନଙ୍କର ଖୁସି ପାଇଁ ବାପା ମାଆ ମାନେ ସେଠି ସେମାନଙ୍କର ବାହାଘର କରିଦେଉଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ସୁପଷ୍ଟାର ଜଣକ କିଏ ଏବଂ ତାଙ୍କର ପ୍ରେମ କଥା ରେ କେତେ ଦୂର ପର୍ଯ୍ୟନ୍ତ ସତ୍ୟତା ରହିଛି।

ତେବେ ସେହି ସୁପରଷ୍ଟାର ଜଣକ ହେଉଛନ୍ତି ଓଲିଉଡ୍ ବହୁତ ଚର୍ଚ୍ଚିତ ଚେହେରା ଆପଣ ମାନଙ୍କର ବହୁତ ପ୍ରିୟ ଜ୍ୟୋତି, ଯିଏ କି ଜଣେ ଇଞ୍ଜିନିୟରିଂ ଛାତ୍ର ଅଟନ୍ତି, ସେ ଇଞ୍ଜିନିୟରିଂ ରେ ନିଜର କୋର୍ସ୍ କମ୍ପ୍ଲିଟ୍ କରିଛନ୍ତି। ତାଙ୍କ ର ପାଠ ପଢା ପ୍ରତି ବିପୁଳ ଆଗ୍ରହ ଥିଲା କିନ୍ତୁ ପରବର୍ତ୍ତୀ ସମୟ ରେ ଯେହେତୁ ତାଙ୍କ ର ଏକ୍ଟିଙ୍ଗ୍ ପ୍ରତି ଆଗ୍ରହ ଥିଲା, ସେଥିପାଇଁ ସେ ଏକ ଅଡିସନ୍ ରେ ଭାଗ ନେଇଥିଲେ ଏବଂ ସେଠାରେ ସେ ସିଲେକ୍ଟ ମଧ୍ୟ ହୋଇଥିଲେ। ଏହାପରେ ସେ ଅନେକ ଫିଲ୍ମରେ ହିରୋ ଭାବରେ ଫିଲ୍ମ କରିବା ପାଇଁ ସୁଯୋଗ ମଧ୍ୟ ପାଇଥିଲେ

ଆଉ ସାରା ଓଡିଶାବାସୀ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରିବା ସହ ବହୁତ ଭଲ ମଧ୍ୟ ପାଆନ୍ତି । ସେଥିପାଇଁ ସେ ଆଜି ଓଲିଉଡ ସୁପରଷ୍ଟାର ମଧ୍ୟ ହୋଇପାରିଛନ୍ତି । ତାଙ୍କୁ ଏକ ଇଣ୍ଟର୍ଭ୍ୟୁ ରେ ତାଙ୍କର ସଫଳତା ପଛର ଶ୍ରେୟ କିଏ ବୋଲି ପଚାରିବାରୁ ସେ ନିଜ ପରିବାର କୁ ଏହାର ଶ୍ରେୟ ଦେଇଥିଲେ,ସେ କହିଥିଲେ ତାଙ୍କ ର ଏହି ସଫଳତା ପାଇଁ ତାଙ୍କ ଘର ଲୋକ ତାଙ୍କୁ ଅନେକ ସହଯୋଗ ଏବଂ ସପୋଟ୍ ମଧ୍ୟ କରିଛନ୍ତି।ଏହିଠାରେ ତାଙ୍କୁ ଆହୁରି ଅନେକ ପ୍ରଶ୍ନ ପଚରା ଯାଇଥିଲା ।

ତେବେ ଏଥିରେ ତାଙ୍କୁ ତାଙ୍କର ଗର୍ଲଫ୍ରେଣ୍ଡ ଏବଂ ତାଙ୍କର ର ବିବାହ କଥା ମଧ୍ୟ ପଚରା ଯାଇଥିଲା ଏବଂ ସେ ଏହାର ଉତ୍ତର ରେ କହିଥିଲେ, ସେ ଏବେ ବାହାଘର ପାଇଁ କିଛି ଚିନ୍ତା କରି ନାହାନ୍ତି। ସେ ଏବେ ନିଜର କ୍ୟାରିୟର ଉପରେ ଫୋକସ୍ ରଖିଛନ୍ତି । ତେବେ ଜ୍ୟୋତି ଙ୍କର ଏପରି ବୟାନ୍ ଥିବା ବେଳେ ଏବେ ସୋସିଆଲ୍ ମିଡିଆରେ ତାଙ୍କର ପ୍ରେମ କଥା ବହୁତ ଚର୍ଚ୍ଚାର ବିଷୟ ପାଲଟିଛି। ଖବର ମୁତାବକ ଜ୍ୟୋତି କୁଆଡେ ଜଣେ ତେଲୁଗୁ ହିରୋଇନ୍ ଙ୍କ ପ୍ରେମ ରେ ପଡିଯାଇଛନ୍ତି ଏବଂ ବିବାହ ମଧ୍ୟ କରିବାକୁ ଯାଉଛନ୍ତି । କିନ୍ତୁ ଏହି ଖବର ସଂମ୍ପୂର୍ଣ୍ଣ ଭାବରେ ମିଥ୍ୟା ଅଠେ , ଏଥିରେ ତିଳେ ମାତ୍ର ସତ୍ୟତା ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।