Odisha News Portal

ତେବେ ରାସନ କାର୍ଡକୁ ନେଇ ସରକାରଙ୍କର ବଡ ନିଷ୍ପତି !ଏବେ ରୋଗୀଣା ଲୋକ ମାନଙ୍କୁ ମାଗଣା ରାସନ. ଘରେ ଆସି ଦେଇଯିବେ , ହେଲେ ଏହି ଗୋଟିଏ କାମ ନିଶ୍ଚିତ କରନ୍ତୁ……

0 18

ବର୍ତ୍ତମାନର ସବୁଠୁ ବହୁତ ବଢ ଖବର । ଆଉ ଏହି ଖବରଟି ହେଉଛି ରାସନ କାର୍ଡକୁ ନେଇ । ତେବେ ରାସନ କାର୍ଡକୁ ନେଇ ସରକାରଙ୍କର ବଡ ନିଷ୍ପତି । ଏବେ ରୋଗୀଣା ଲୋକ ମାନଙ୍କୁ ମାଗଣା ରାସନ । ଘରେ ଆସି ରାସନ ଦେଇ ଯିବେ ଅଧିକାରୀ । ତେବେ ମହାମାରୀ କରୋନା କାଳରେ ରାସନ କାର୍ଡ କୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ନୂଆ ନିଷ୍ପତି ନିଆ ଯାଉ ଥିବା ବେଳେ ଏବେ ଗୁରୁତ୍ବର ରୋଗୀଙ୍କୁ ରାସନ କାର୍ଡ ଉପଲବ୍ଧ କରାଇବା ପାଇଁ ଘୋଷଣା କରାଇଛନ୍ତି କେନ୍ଦ୍ର ସରକାର ।

ତେବେ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦେଶର କିଛି ରାଜ୍ୟର ରାଜ୍ୟ ସରକାର ଗୁରୁତ୍ବର ରୋଗରେ ଶିକାର ହୋଇ ଥିବା ବ୍ୟକ୍ତିଙ୍କୁ ରାସନ କାର୍ଡ ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି । ଅର୍ଥାତ ଗରିବ ସୀମା ରେଖା ତଳେ ଥିବା କର୍କଟ ରୋଗ ବା କ୍ୟାନସର୍ , କୁଷ୍ଠ ଏବଂ ଏଡସ୍ ଭଳି ବହୁ ଦୁସାଧ୍ୟ ରୋଗ ରେ ଶିକାର ହୋଇ ଥିବା ବ୍ୟକ୍ତି ବିଷେଶଙ୍କୁ ବି ଏବେ ମାଗଣାରେ ରାସନ୍ ସାମଗ୍ରୀ ଯୋଗାଇ ଦେବେ ରାଜ୍ୟ ସରକାର । ତେବେ ଝାଡଖଣ୍ଡର ହେମନ୍ତ ସୁରେନ୍ ସରକାର ପ୍ରଥମ ରାଜ୍ୟ ଭାବେ ଏହାକୁ ଲାଗୁ କରିଛନ୍ତି ।

ତେବେ ଗମ୍ଭିର ତଥା ଗୁରୁତ୍ବର ରୋଗ ରେ ଆକ୍ରାନ୍ତ ହୋଇ ଦୁର୍ବିଶହ ଜୀବନ ଅତି ବାହିତ କରୁ ଥିବା ବ୍ୟକ୍ତି ଉଭୟ ଅନ୍ ଲାଇନ୍ ଏବଂ ଅଫ୍ ଲାଇନ୍ ରେ ମଧ୍ୟ ଏହି ରାସନ୍ କାର୍ଡ ପାଇଁ ଆବେଦନ କରି ପାରିବେ ।ତେବେ ଝାଡଖଣ୍ଡ ସରକାର ଙ୍କ ଆଧିକାରୀଙ୍କ ୱେବସାଇଟ୍ www.aahar.jharkhand.gov.in କୁ ଯାଇ ଆପଣ ଅନ୍ ଲାଇନ୍ ଆବେଦନ କରି ପାରିବେ । ଏଥି ସହିତ ହିଁ ଆପଣ ଝାଡଖଣ୍ଡର ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ କିମ୍ବା କୌଣସି ବି ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଇ ମଧ୍ୟ ଅଫ୍ ଲାଇନ୍ ଆବେଦନ କରି ପାରିବେ ।

ତେବେ ରାସନ କାର୍ଡ ଭାରତ ସରକାର ଙ୍କ ଦ୍କାରା ଏକ ସ୍ବିକୃତି ପ୍ରାପ୍ତ ସରକାରୀ ଡକୋମେଣ୍ଟ । ଆଉ ଏହି ରାସନ କାର୍ଡ ସହାୟତା ରେ ଗରିବ ଅସହାୟ ପରିବାର ପିଡିଏସ୍ ଆଧାର ରେ ଉଚିତ ଦାମ ରେ ଦୋକାନ ରୁ ବଜାର ମୂଲ୍ୟ ଠାରୁ ବହୁତ କମ୍ ଦରରେ କିଣି ପାରିବେ ।

ତେବେ ରାସନ କାର୍ଡ ପାଇଁ ଆଇଡି ପ୍ରୁଫ ଭାବରେ ଆଧାର କାର୍ଡ, ବ୍ୟାଙ୍କ ଖାତା, ଭୋଟର ଆଇଡି କାର୍ଡ , ପାର୍ସପୋର୍ଟ, ସରକାରଙ୍କ ଦ୍ବାରା ଜାରି ହୋଇ ଥିବା କୌଣସି ବି ପରିଚୟ ପତ୍ର ହେଲ୍ଥ କାର୍ଡ, ଡ୍ରାଇଭିଂ ଲାଇସେନସ୍ ଆଦି ମଧ୍ୟରୁ କୌଣସି ଗୋଟିଏ ପ୍ରମାଣ ପତ୍ର ଦେଖାଇ ରାସନ୍ କାର୍ଡ ତିଆରି କରି ପାରିବେ । ତେବେ ଆଉ ଡେରି ନ କରି ଏହି ସୁବିଧାର ଲାଭ ଆଜି ହିଁ ଉଠାନ୍ତୁ ଏବଂ ମାଗଣାରେ ରାସନ ପାଆନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।