Odisha News Portal

ଦେଖନ୍ତୁ ଭିଡ଼ିଓ : ୬ ବର୍ଷ ର କୁନି ଝିଅଟି ଆଜି ନିଜର ସ୍ଵତନ୍ତ୍ର ଶୈଳୀର କବିତା ଆବୃତ୍ତିରେ ପାଇଁ ବିଶ୍ଵ ଦରବାରରେ ଆଜି ପରିଚିତ

ଆଜିକାଲିର ଲୋକମାନେ ନିଜର ପିଲାଙ୍କ ଭବିଷ୍ୟତ କୁ ନେଇ ସଚେତନ ହୋଇଥାନ୍ତି। ସେଥିପାଇଁ ପାଇଁ ପିଲାମାନ ନିଜର ଭବିଷ୍ୟତ କିପରି ଗଠନ ହୋଇ ପାରିବ ଶିକ୍ଷା ଦେବାରେ ଲାଗି ପଡିଛନ୍ତି। ସବୁ ପିତା ମାତା ଚାହାଁନ୍ତି ତାଙ୍କ ପିଲା କିପରି ଆଗକୁ ଯିବ ସେଥିପାଇଁ ସେମାନେ ଅନେକ ପରିଶ୍ରମ କରିଥାନ୍ତି। କିନ୍ତ ଆଜିକାଲିର ଛୋଟ ପିଲାମାନେ ଏତେ ସ୍ମାର୍ଟ ହେଲେଣି, ଯେଉଁ କାମ ବଡ ଲୋକ କରି ପାରୁନାହାନ୍ତି ତାହା ଛୋଟ ପିଲା କରି ଦେଖାଉଛନ୍ତି। ସେମାନଙ୍କର ଟେଲେଣ୍ଟ୍ ଦେଖି ବଡ଼ ବଡ଼ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ତୁଳସୀ ଦୁଇ ପତ୍ରରୁ ବାସିଲା ପରି, ଯେଉଁ ପିଲାଙ୍କ ମଧ୍ୟରେ ଟେଲେଣ୍ଟ୍ ଥାଏ ତାହା ଜଣା ପଡିଯାଇଥାଏ।

ବେଳେବେଳେ ଦେଖିବା ପାଇଁ ମିଳେ ଯେ ଯେଉଁ କାମ ବଡ ଲୋକମାନେ କରିପାରୁନାହାନ୍ତି କିନ୍ତୁ ତାହା ଛୋଟ ପିଲା କରିପାରନ୍ତି। ଦେଖା ଯାଏ ଯେ ଅନ୍ୟ ପିଲାମାନଙ୍କ ଠାରୁ ସେମାନେ ଭିନ୍ନ ହୋଇଥାନ୍ତି। ନିଜ ବୟସର ପିଲା ମାନଙ୍କ ଠାରୁ ବୁଦ୍ଧିରେ ପ୍ରଖର ହୋଇଥାନ୍ତି, ଏହା ମଧ୍ୟ କୁହାଯାଇପାରେ ଯେ, ନିଜ ନିଜ ଦକ୍ଷତାରେ ସେମାନଙ୍କ ନିକଟରେ ବ୍ୟକ୍ତିଗତ ପାର୍ଥକ୍ୟ ଦେଖା ଯାଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଛୋଟ ଝିଅର ଟାଲେଣ୍ଟ ବିଷୟରେ କହିବୁ, ସେହି ଛୋଟ ଝିଅଟି ନିଜର ବିଶ୍ୱ ସ୍ତରୀୟ କବି ସମ୍ମିଳନୀରେ ନିଜର ବକ୍ତବ୍ୟ ରଖି ଆଜି ସାରା ବିଶ୍ୱରେ ନାଁ କମେଇ ପାରିଛି। ତେବେ ଆସନ୍ତୁ ଏହି ଛୋଟ ଝିଅ ବିଷୟରେ ଜାଣିବା।

ତେବେ ଏହି ଅଭିଭାଷଣ ଦେଇଥିବା ଝିଅଟି କିସ ରେ ଷ୍ଟାଣ୍ଡର୍ଡ଼ ୩ ରେ ପାଠ ପଢୁଛନ୍ତି। କିସ ରେ ଗାନ୍ଧୀ ଜୟନ୍ତୀ ହିସାବରେ ଏକ ସଭା ହୋଇଥିଲା, ସେଠାରେ ଅନେକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କିନ୍ତୁ ହଠାତ ଜଣେ ୬ ବର୍ଷ ର ଛାତ୍ରୀ ଉଠି ଗାନ୍ଧୀଙ୍କ ସମ୍ପର୍କରେ ଭାଷଣ ଦେଇ ସମସ୍ତଙ୍କୁ ଚକିତ କରିଥିଲେ। ତାଙ୍କର ଏହିପରି ଚମତ୍କାର ଭାଷଣ ଦେଖି ସବୁ ଅତିଥି ହିସାବରେ ଯେଉଁ ନେତା ମନ୍ତ୍ରୀ ଆସିଥିଲେ, ସେମାନକୁ ବହୁତ ଭଲ ଲାଗିଥିଲା।

କିଛିଦିନ ପାରେ ବିଶ୍ୱସ୍ତରୀୟ କବି ସମିଳନୀ ଆୟୋଜନ କରାଯାଇଥିଲା। ଏବଂ ଏଠାରେ ସମସ୍ତ ବିଜ୍ଞ ଜ୍ଞାନୀ ଗୁଣି କବି ଆସିଥିଲେ। କିସ ରେ ଷ୍ଟାଣ୍ଡର୍ଡ଼ ୩ ରେ ପାଠ ପଢୁଥିବା ୬ ବର୍ଷର ସେହି ଛୋଟ ଝିଅଟି ଡକାଯାଇ ଥିଲା, ସେ ପ୍ରଥମେ କବିତା ଆବୃତ୍ତି ମାଧ୍ୟମରେ ନିଜର ଅଭିଭାଷଣ ଆରମ୍ବ କରିଥିଲା, ଏବଂ ପରେ ସେ ଗାନ୍ଧିଜୀଙ୍କ ବିଷୟରେ ଅନେକ ଭାଷଣ ଦେଇଥିଲା। ତାର ଭାଷଣ ଏତେ ଉଚକୋଟିର ଥିଲା ଯେ ସେଠାରେ ଥିବା ଅତିଥି ମାନେ ତାରିଫ କରୁଥିଲେ। ତାଙ୍କର ଭାଷଣ ସମସ୍ତଙ୍କୁ ପସନ୍ଦ ଆସିଥିଲା। ତାଙ୍କର ଏହି ଭାଷଣ ଭିଡ଼ିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ଏବଂ ଏହି ଭିଡ଼ିଓ ଟିକୁ ଅନେକ ପସନ୍ଦ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।