winter skin care tips – ଶୀତ ଦିନେ ହାତ ଓ ଗୋଡ ଫାଟୁଥିଲେ ତୁରନ୍ତ କରନ୍ତୁ ଏହି କାମ , ନା ମୁହଁ ଫାଟିବ ନା ଗୋଡ଼ ହାତ ଟିକେଭି ଫାଟିବନି, ଜାଣନ୍ତୁ ଏହି ସୁନ୍ଦର ଟିପ୍ସ ସମ୍ପର୍କରେ…

ଦର୍ଶକ ବନ୍ଧୁ ଶୀତ ଦିନ ଆସିଗଲେ ଅଧିକାଂଶ ଲୋକଙ୍କ ଚିନ୍ତାରେ ଥିବା ଦେଖା ଯାଏ | କାରଣ ଏହି ଶୀତ ଦିନ ମାନଙ୍କରେ ଆମର ଶରୀରରେ ଅଧିକାଂଶ ଫାଟିବାର ଦେଖାଯାଏ | ତେବେ ଏହି ଶୀତ ଦିନ ମାନଙ୍କରେ ନିଜର ହାତ ଓ ଗୋଡ଼ ଫାଟିବାରେ ମଧ୍ୟ ଦେଖାଯାଏ | ତେବେ ଶରୀର ଏହି ସବୁ ସ୍ଥାନ ରେ ଫାଟିବାକୁ ରକ୍ଷା କରିବା ପାଇଁ ଆପଣ ମାର୍କେଟ ମିଳୁଥିବା ବିଭିନ୍ନ ପ୍ରକାର ସାମଗ୍ରୀ ବ୍ୟବହାର କରିଥାନ୍ତି | ଏବଂ ଏହା ବ୍ୟବହାର କରିବା ଦ୍ୱାରା ତାହାଭଲ ମଧ୍ୟ ହେଇଥାଏ | ହେଲେ ପୁଣି ଥରେ ସେହି ସ୍ଥାନରେ ଫାଟିବାରେ ଦେଖା ଯାଇଥାଏ | ତାହାଲେ ଦର୍ଶକ ବନ୍ଧୁ ଆପଣ ମାନେ ଯଦି ଚାହୁଁଛନ୍ତି ଆପଣଙ୍କ ଏହି ସମସ୍ୟା ସବୁଦିନ ପାଇଁ ଦୂର ହେଇଯାଉ ତାହାଲେ ଏହି ଘରେ ରହି ଏହି ଉପଚାର ଟି ପ୍ରସ୍ତୁତ କରୁନ୍ତୁ |

ତାହେଲେ ଏହି ଘରେଇ ଉପଚାରଟି ପ୍ରସ୍ତୁତ କରିବା ପାଇଁ କିଛି ସାମଗ୍ରୀ ର ଆବଶ୍ୟକ ପଡିବ ଯାହାକୁ ଆମେ ଘରେ ଅତି ସହଜରେ ପାଇପାରିବା ଆଉ ତାହାକୁ ବ୍ୟବହାର କରିକି ଶୀତ ଦିନେ ସମସ୍ତଙ୍କ ପାଖରେ ଦେଖାଯାଉଥିବା ଗୋଡ଼ ଆଉ ହାତ ମୁହଁ ଫାଟିବା ଭଳି ସମସ୍ୟା ରୁ ସବୁଦିନ ପାଇଁ ମୁକ୍ତି ପାଇପାରିବା ଓ କିଛି ପରିମାଣରେ ଏହି ସମସ୍ୟା ରୁ ମୁକ୍ତି ପାଇପାରିବା | ଆସନ୍ତୁ ତାହେଲେ ସେହି ଉପଚାର ର ପ୍ରସ୍ତୁତି ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-ଭାସଲିନ, ବୋରାଲିନ, ତା ସାଙ୍ଗକୁ ନଡ଼ିଆ ତେଲ, ଅଲିଭ ତେଲ, ଓ ସବୁଠାରୁ ଗୁରୁତୁ ପୂର୍ଣ୍ଣ ସାମଗ୍ରୀ ହେଉଛି ଗ୍ଲୋସାରିନ |
ପ୍ରସ୍ତୁତି ପ୍ରଣାଳୀ :-ଦର୍ଶକ ବନ୍ଧୁ ଏହି ଘରେଇ ଉପଚାରଟି ପ୍ରସ୍ତୁତି କରିବା ପାଇଁ ଆପଣ ପ୍ରଥମେ ଗୋଟିଏ ଛୋଟ ପାତ୍ର ନିୟନ୍ତୁ ଓ ସେଥିରେ ଏକ ଚାମଚ ଭାସଲିନ, ଏକ ଚାମଚ ବୋରାଲିନ, ଏକ ଚାମଚ ଜେଲି କ୍ରିମ, ନଡ଼ିଆ ତେଲ, ଅଲିଭ ତେଲ, ଓ ଏହା ସାଙ୍ଗକୁ ଏକ ଚାମଚ ଗ୍ଲୋସୋରିନ ନେଇ ଏହି ସମସ୍ତ ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରନ୍ତୁ | ଏହା ଭଲ ଭାବରେ ମିକ୍ସ ହେବ ପରେ ଏହାକୁ କିଛି ସମୟ ସେମିତି ରଖିଦିୟନ୍ତୁ ଓ ତାପରେ ଏହାକୁ ବ୍ୟବହାର କରନ୍ତୁ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏବେ ଏହାର ବ୍ୟବହାର ବିଷୟରେ ଜାଣିବା |

ବ୍ୟବହାର :-

ଏବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟିକୁ ଆପଣଙ୍କ ହାତରେ ଗୋଡ ରେ ଭଲ ଭାବରେ ମାଲିସ କରି ଲଗାନ୍ତୁ | ଦେଖିବେ ଏହାକୁ ଲଗାଇବାର କିଛି ଦିନ ପରେ ଆପଣଙ୍କ ହାତ ଓ ଗୋଡ କମଳ ଦେଖା ଯିବା ସହିତ ଏହା ଫାଟିବା ରୁ ମଧ୍ୟ ରକ୍ଷା କରିଥାଏ | ଆପଣ ଏହାକୁ ଆପଣଙ୍କ ବୋଡି ରେ ମଧ୍ୟ ଲଗାଇ ପାରିବେ | ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ଆଜିର ସେହି ଘରେଇ ଉପଚାର ଯାହାକୁ ବହୁତ ଲୋକ ବ୍ୟବହାର ମଧ୍ୟ କରିସାରିଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment