ଆଜି ଆମେ ଆପଣଙ୍କୁ ଏମିତି ଏକ ଚମତ୍କାରୀ କ୍ରିମ ବାବଦରେ କହିବୁ ଯାହା ଆପଣଙ୍କ ତ୍ଵଚାର ସମସ୍ତ ବ୍ରଣ,କଳା ଦାଗ ଚର୍ମକୁଞ୍ଚନ ଇତ୍ୟାଦିକୁ ଦୂର କରି ତ୍ଵଚାରେ ଉଜ୍ଜଳତା ଆଣିବା। ତେବେ ଆସନ୍ତୁ ଜାଣିବା ଏହି ରେମେଡି ପାଇଁ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀ ଓ ଏହାର ସେବନ ବାବଦରେ।
ଆବଶ୍ୟକ ସାମଗ୍ରୀ:-ଅରୁଆ ଚାଉଳ, କ୍ଷୀର, ଅଲିଭ ଅଏଲ ଏବଂ ନଡିଆ ତେଲ
ପ୍ରସ୍ତୁତି ପ୍ରଣାଳୀ:-ପ୍ରଥମେ ଗ୍ୟାସ୍ ରେ ଏକ ପାତ୍ର ବସାଇ ସେଥିରେ ଦୁଇ ଚାମଚ୍ ଅରୁଆ ଚାଉଳ ଦିଅନ୍ତୁ। ଏବେ ଏଥିରେ ଏକ କପ୍ ପାଣି ଦେଇ ଲୋ ଫ୍ଲେମ୍ ରେ ଭଲ ଭାବରେ ବଏଲ୍ କରି ନିଅନ୍ତୁ। ଯେତେବେଳେ ଏଥିରେ ଅଳ୍ପ ପାଣି ଥିବ ସେହି ସମୟରେ ଗ୍ୟାସ୍ କୁ ଅଫ କରି ଦିଅନ୍ତୁ। ଏହାପରେ ଏହି ଭାତକୁ ଭଲ କରି ଗ୍ରାଇଣ୍ଡିଂ କରି ଏକ ପ୍ଲେନ୍ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ପେଷ୍ଟକୁ ଏକ ପାତ୍ରକୁ ବାହାର କରି ଏଥିରେ ଦୁଇ ଚାମଚ୍ କ୍ଷୀର ଏଡ୍ କରନ୍ତୁ।
ଏବେ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏବେ ଏଥିରେ ଏକ ଚାମଚ ଅଲିଭ୍ ଅଏଲ ଏଡ୍ କରି ଭଲ ଭାବରେ ମିଶାଇ ଦିଅନ୍ତୁ। ଏବେ ଏଥିରେ ଦିଅନ୍ତୁ ଏକ ଚାମଚ ନଡ଼ିଆ ତେଲ। ଆପଣ ଚାହିଁଲେ ନଡ଼ିଆ ତେଲ ବଦଳରେ ଅନ୍ୟ ତେଲ ମଧ୍ୟ ନେଇ ପାରିବେ। ଏବେ ଏହି ସବୁ ସାମଗ୍ରୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏବେ ଏହି ସବୁ ସାମଗ୍ରୀରୁ ଆପଣଙ୍କର ତ୍ବଚା ପାଇଁ କ୍ରିମ ବନି ପ୍ରସ୍ତୁତ।ଏବେ ଏହି କ୍ରିମକୁ ଏକ ଛୋଟ ବକ୍ସରେ ଭର୍ତ୍ତି କରି ଫ୍ରିଜରେ ରଖି ଦିଅନ୍ତୁ। ଆପଣ ଏହି କ୍ରିମକୁ ୭ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖି ପାରିବେ।
ବ୍ୟବହାର:-ଏବେ ଏହି କ୍ରିମକୁ ଆପଣ ଆପଣଙ୍କ ସ୍କିନରେ ପ୍ରୟୋଗ କରନ୍ତୁ। ଏହାକୁ ପ୍ରୟୋଗ କରିବାର ମାତ୍ର ୧୫ ମିନିଟ୍ ପରେ ଥଣ୍ଡା ପାଣି କିମ୍ବା ହାଲକା ଉଷୁମ ପାଣିରେ ଧୋଇ ପରିଷ୍କାର କରନ୍ତୁ। ସପ୍ତାହକୁ ଦୁଇ ଥର ଆପଣଙ୍କୁ ଏହା କରିବା ପାଇଁ ପଡିବ। ଆପଣ ଏହାକୁ ପୁରା ବଡ଼ିରେ ପ୍ରୟୋଗ କରି ପାରିବେ। ଏହାର ରେଜଲ୍ଟ ଆପଣଙ୍କ ସ୍କିନ ରେ ତୁରନ୍ତ ଦେଖା ଯିବ।
ଏହାକୁ ବ୍ୟବହାର କରିବାର ପ୍ରଥମ ଦିନରୁ ହିଁ ଆପଣ ଆପଣଙ୍କ ସ୍କିନରେ ପରିବର୍ତ୍ତନ ଦେଖିବାକୁ ପାଇବେ। ଆପଣଙ୍କ ତ୍ୱଚାର କଳାଦାଗ ସହିତ ସ୍କିନରେ ଥିବା ଯେକୌଣସି ସମସ୍ୟା ରହିଛି ତାହା ଦୂର ହେବ ଆଉ ଏହା ସହିତ ଆପଣଙ୍କ ସ୍କିନରେ ହ୍ୱାଇଟନେସ ଆସିବା ସହିତ ଚମକି ଉଠିବ। ଆପଣଙ୍କ ସ୍କିନ ପୁରା ଛୋଟ ପିଲାଙ୍କ ହାତ ପରି ସ୍ମୁଥ ହେବାକୁ ଲାଗିବ। ତେବେ ଆପଣ ଏହି ରେମେଡିକୁ ନିଶ୍ଚିତ ଟ୍ରାଇ କରନ୍ତୁ ଏହାର ରେଜଲ୍ଟ ଆପଣ ନିଜେ ପାଇ ପାରିବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।