ସୋରିଷ ତେଲରେ ମିଶେଇ ଦିଅନ୍ତୁ ଏହି 2 ଟି ଜିନିଷ , ମାତ୍ର 15 ମିନିଟ ରେ ମୋଟାପା ହେବ ଦୂର ୧୦୦% ଗ୍ୟାରେଣ୍ଟି – Priyanka’s Tips

ଆଜିକାଲି ଦିନରେ ସମସ୍ତ ର ମେନ୍ ପ୍ରବ୍ଲେମ ହେଉଛି ମୋଟା ପେଟ ସମସ୍ୟା , ତେଣୁ ସମସ୍ତେ ନିଜର ମୋଟା ପେଟକୁ କମ କରି ସ୍ଲିମ ରହିବା ପାଇଁ ଚାହିଁଥାନ୍ତି । ସମସ୍ତେ ନିଜର ମୋଟା ପେଟକୁ କମାଇବା ପାଇଁ ଏକ୍ସାସାଇଜ କରିଥାନ୍ତି ଡାଏଟ୍ କରିଥାନ୍ତି ଓ ଏମିତି ବହୁତ ସାରା ହୋମ ରେମିଡି ମଧ୍ୟ ଟ୍ରାଏ କରିଥାନ୍ତି । କିନ୍ତୁ କିଛି ବ୍ୟକ୍ତିଙ୍କର ଏହା କରିବା ପରେ ମଧ୍ୟ ପେଟର ଚର୍ବି କମି ନଥାଏ , ସେଥିପାଇଁ ଆଜି ଆମେ ଆପଣ ମାନଙ୍କୁ ଏମତି ଏକ ହୋମ ରେମିଡି ଜଣେଇବୁ , ଯାହାର ସେବନ କରି ମୋଟା ପେଟର ସମସ୍ୟାରୁ ମୁକ୍ତି ପାଇଁ ପାରିବେ ।

ଆବଶ୍ୟକ ସାମଗ୍ରୀ :-

1.ଭେସଲିନ
2. ଭିକ୍ସ ଭ୍ୟାବରେବ
3. ସୋରିଷ ତେଲ

ପ୍ରସ୍ତୁତ ପ୍ରଣାଳୀ :-

ପ୍ରଥମେ ଗୋଟେ ବାଉଲ ନିଅନ୍ତୁ , ସେଥିରେ ଅଧା ଚାମଚ ଭେସଲିନ ତାପରେ ସେଥିରେ ଏଡ୍ କରନ୍ତୁ ଅଧା ଚାମଚ ଭିକ୍ସ ଭ୍ୟାପରବ । ଏହାପରେ ସେଥିରେ ଏଡ୍ କରନ୍ତୁ ଗୋଟିଏ ଚାମଚ ସୋରିଷ ତେଲ । ଏବେ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ , ଏହାକୁ ୟୁଜ କରିବାରେ ଆପଣଙ୍କୁ ସୁବିଧା ହେବ । ଯେବେ ଭେସଲିନ ଓ ଭିକ୍ସ ଭେବରେବ୍ ଆମ ବ଼ଡିରେ ଲାଗିଥାଏ ତ ଏହା ଆମର ଏକ୍ସଷ୍ଟ୍ରା ପେଟକୁ କମିବାରେ ବହୁତ ଅଧିକ ହେଲ୍ପ କରିଥାଏ । କାରଣ ଏହାକୁ ଲଗାଇବା ପରେ ଆମ ବଡିରୁ ଝାଳ ବାହାରିବା ଷ୍ଟାଟ ହୋଇଥାଏ , ଆଉ ଝାଳର ମାଧ୍ୟମରେ ଆମର ଫେଟ କମିବାରେ ଲାଗିଥାଏ । ସୋରିଷ ତେଲ ଆମ ସ୍କିନକୁ ପ୍ରଟେକ୍ଟ କରିଥାଏ ଓ ଆମ ସ୍କିନକୁ ସ୍ମଖ ବନିଥାଏ ଓ ସ୍କିନକୁ ସବୁ ସାଇଡ୍ ଇଫେକ୍ଟରୁ ବଞ୍ଚିଥାଏ ।

ବ୍ୟବହାର ପ୍ରଣାଳୀ :-

ଆପଣ ମାନେ ଏହାକୁ ଆଙ୍ଗୁଳି ସାହାର୍ଯ୍ୟରେ ନେଇ ଯେଉଁଠି ବି ମୋଟାପା ଅଛି ପେଟ ହେଉ ବା ଜଙ୍ଘ ହେଉ । ଯେଉଁଠି ବି ଏକ୍ସଷ୍ଟ୍ରା ଫେଟ ଅଛି ସେହି ଜାଗାରେ ଏହି ପ୍ରକାରରେ ଆପ୍ଲାଏ କରନ୍ତୁ । ଏହାକୁ ମସାଜ ବା ମାଲିସ କରିବେ ନାହିଁ ଯଷ୍ଟ ଏହାକୁ ଲଗେଇ ଛାଡିଦେବେ , ଏହାକୁ ଲଗେଇ ସାରିବା ପରେ ଯେଉଁ ଜାଗାରେ ଲଗେଇଛନ୍ତି ସେହି ଜାଗାକୁ ପଲିଥିନ ଦ୍ୱାରା କଭର କରି ଦିଅନ୍ତୁ । ଯାହାଫଳରେ ଏଥିଦ୍ୱାରା ସେହି ଜାଗାରେ ଅଧିକ ଝାଳ ବାହାରିବ , ଆଉ ଆପଣଙ୍କ ଏକ୍ସଷ୍ଟ୍ରା ଫେଟ କମିବାରେ ଲାଗିବ ।

ଏହାକୁ ଆପଣ ରାତିରେ ଶୋଇବା ପୂର୍ବରୁ ଲଗେଇ ଶୋଇଯାନ୍ତୁ , ତାପରେ ସକାଳଉ ଉଠିବା ପରେ ଉଷମ ପାଣିରେ ଏହାକୁ ଧୋଇ ନେବେ । ଯଦି ଆପଣ ମନିଙ୍ଗୱାର୍କ ବା ଏକ୍ସାସାଇଜ ମଧ୍ୟ କରୁଛନ୍ତି ସେହି ଟାଇମ ରେ ଏହାକୁ ମଧ୍ୟ ୟୁଜ କରି ପାରିବେ । ଏଥିଦ୍ୱାରା ଆପଣଙ୍କର ଏକ୍ସଷ୍ଟ୍ରା ଫେଟ କମିବାରେ ଲାଗିବ , ଏହାର ବ୍ୟବାହାର ଦ୍ୱାରା ବହୁତ ଶୀଘ୍ର ଆପଣଙ୍କ ଶରୀରରୁ ମୋଟାପା କମିବାରେ ଲାଗିବ । ଏହାକୁ ଉଭୟ ପୁଅ ଝିଅ ମାନେ ବ୍ୟବାହର କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment