Singer Arpita ଙ୍କ ସହ ଠୁମକା ଲଗେଇଲେ ଭାଇରାଲ ବୟ ଶାନ୍ତନୁ… ମାତ୍ର 4 ଘଣ୍ଟାରେ 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି

ଏଠାରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି କୁନି ସିଙ୍ଗର ଶାନ୍ତନୁ। ଆଉ କିଛିଦିନ ତଳେ ନିଜର ପ୍ରତିଭା ଦେଖାଇ ସାରା ଓଡିଶାକୁ ଝୁମାଇ ଦେଇଥିଲେ ଯାହାର ଭିଡ଼ିଓ ବହୁଳ ମାତ୍ରାରେ ଭାଇରଲ ମଧ୍ୟ ହୋଇଥିଲା। ଆଉ ନିକଟରେ ହୋଲି ଉପଲକ୍ଷେ ସିଦ୍ଧାର୍ଥ FM ତରଫରୁ ଏକ କାର୍ଯ୍ୟକ୍ରମ କରା ଯାଇଥିଲା ଏବଂ ଏହାର ନାମ ରହିଥିଲା” ହୋଲି ମ୍ୟୁଜିକାଲ”। ଏହି କାର୍ଯ୍ୟକ୍ରମ ରେ ଅନେକ ଗାୟକ ଓ ଗାୟିକା ମଧ୍ୟ ହୋଇ ଦେଇଥିବାର ନଜରରେ ଆସିଥିଲେ। ଆଉ ଏହି କାର୍ଯ୍ୟକ୍ରମ କୁ ଉପସ୍ଥିତ ଥିବା ସମସ୍ତ ଲୋକ ଉପଭୋଗ କରିଥିଲେ।

ଏହି କାର୍ଯ୍ୟକ୍ରମ ସବୁଠାରୁ ରୋମାଞ୍ଚକର ହୋଇଥିଲା ଯେ ଦୁଇ ଜଣ ବେଶ ପରିଚିତ ଗାୟକଙ୍କ ପାଇଁ ସେ ହେଲେ ଅର୍ପିତା ଚୌଧୁରୀ ଏବଂ ପ୍ରଜ୍ଞା ହୋତା ଆଉ ସେ ଦୁହେଁ ବର୍ତ୍ତମାନ ସମୟରେ ଓଡ଼ିଶାର ନୂଆ ନୂଆ ରିଏଲିଟି ଶୋ ରେ ଦାୟିତ୍ୱ ମଧ୍ୟ ନିର୍ବାହ କରୁଛନ୍ତି। ସେମାନେ ଏଠାରେ କୁନି କୁନି ପିଲା ମାନଙ୍କ ଗୀତ ଶୁଣିବା ପରେ ବହୁତ ଉତ୍ସାହିତ କରି ଥାଆନ୍ତି ଯାହା ସୋସିଆଲ ମିଡ଼ିଆରେ ଅନେକ ସମୟରେ ଦେଖିବାକୁ ମିଳିଥାଏ। ଏଠାରେ ଗାୟିକ ବିଷୟରେ କହିବାକୁ ଗଲେ ସେ ବହୁତ ସୁନ୍ଦର ଗୀତ ବୋଲିବା ସହିତ ତାଙ୍କର ହୃଦୟ ମଧ୍ୟ ବହୁତ ସୁନ୍ଦର।

ଆଉ ଏଠାରେ ସେ ହୋଲି ଉପଲକ୍ଷେ କାର୍ଯ୍ୟକ୍ରମ ରେ ଯୋଗ ଦେଇ ତାଙ୍କର ବହୁତ ସୁନ୍ଦର ଗୀତ ଗାଇଥିଲେ ଯାହାକୁ ଆଗରୁ ସେ ନିଜେ ଗୀତ ଗାଇଛନ୍ତି। ସେହି ଗୀତ ମଧ୍ୟ କିଛି ଦିନ ତଳେ ବହୁଳ ମାତ୍ରାରେ ଭାଇରଲ ହୋଇ ଥିଲା ଯାହାକୁ ଶୁଣିବା ପରେ ଅନେକ ପ୍ରଶଂସା କରିଥିଲେ।ତାଙ୍କର ସେହି ସୁପରହିଟ ଗୀତ ଟି ସମସ୍ତଙ୍କ ହୃଦୟକୁ ଛୁଇଁ ଥିଲା ଏବଂ ସେ ଗୀତଟି ହେଲା” ମୋବାଇଲ ରୁ ନମ୍ବର ତୋର ଡିଲିଟ କରି ଦେଲି, ମୋ ହାର୍ଟ ରୁ ମେମୋରୀ ତୋର କାଢି ନେଲି”। ଯାହାକୁ ଶୁଣିବା ପରେ ସେଠାରେ ସମସ୍ତେ ଝୁମି ଥିଲେ।

ଏହି ଗୀତ ଷ୍ଟେଜ ରେ ଗାଇବା ସମୟରେ ତାଙ୍କ ସହ ନାଚିଥିଲେ ଭାଇରଲ ବୟ ଶାନ୍ତନୁ ଏବଂ ଅର୍ପିତା ଙ୍କର ଗୀତର ତାଳେ ତାଳେ ସେ ଠୁମକା ଲଗେଇଛି। ଏହି ପରି ନାଚିବା ପରେ ସେଠାରେ ଉପସ୍ଥିତ ଦର୍ଶକ ମାନେ ମଧ୍ୟ ବେଶ ମଜା ଏହାର ଉଠେଇଛନ୍ତି। ଆଉ ଏହାରି ଭିତରେ ଷ୍ଟେଜ ଉପରକୁ ଉଠି ଆସିଥିଲେ ଭାଇରଲ ଗାର୍ଲ ରିତିକା ଆଉ ସେ ସଙ୍ଗେ ସଂଗେ ଶାନ୍ତନୁ ର ହାତ ଧରି ମଧ୍ୟ ନାଚିଥିବାର ନଜରରେ ଆସିଥିଲେ। ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଗାୟକ ଓ ଗାୟିକା ମଧ୍ୟରେ କୁନି ବା ଛୋଟ ବାଳକ ହେଉଛନ୍ତି ଶାନ୍ତନୁ କୁମାର ମହାନ୍ତି। ଆଉ ତାଙ୍କର ଗୀତ ଓ ଅଭିନୟ ମାଧ୍ୟମରେ ସମସ୍ତେ ଙ୍କର ହୃଦୟ କୁ ଜିତିବା ସହିତ ଅନେକ ଖୁସି ମଧ୍ୟ ଦେଇଛନ୍ତି। ଏହି ଭିଡ଼ିଓ ଦେଖିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment