ସିମ୍ପାଞ୍ଜି ସହ ଗେଲ ପଡିଲା ମହଙ୍ଗା… ଭିଡ଼ିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ… ଦେଖନ୍ତୁ Video

ବନ୍ଧୁଗଣ ନିଶ୍ଚିତ ଭାବରେ ବନ୍ୟ ଜନ୍ତୁ ମାନଙ୍କ ପ୍ରତି ସାଧାରଣରେ ଲୋକଙ୍କ ମନରେ ଏକ ଭୟ ରହିଥାଏ। କାରଣ ଯଦି କୌଣସି କାରଣରୁ ଆପଣ ତାଙ୍କର ଆକ୍ରମଣର ଶିକାର ହେବେ ତେବେ ଜୀବନ ଗଲା ବୋଲି ଜାଣି ନିଅନ୍ତୁ। ତେବେ ସେସବୁ ଘଟଣାର ଦୃଶ୍ୟ ବହୁତ୍ ଭୟାନକ ହୋଇଥାଏ। ଅନେକ ସମୟରେ ଆମେ ଚିଡ଼ିଆଖାନା ମାନଙ୍କରେ କିମ୍ୱା ସଫାରି ବସ୍ ରେ ଆପଣ ଯିବା ସମୟରେ ଅତି ପାଖରୁ ବନ୍ୟ ଜନ୍ତୁ ମାନଙ୍କୁ ଦେଖିବାକୁ ପାଉଥିବେ। ଅତି ପାଖରୁ ସେମାନଙ୍କୁ ଦେଖି ବହୁତ୍ ଖୁସି ହୋଇଥାନ୍ତି ଲୋକେ। ଆପଣଙ୍କୁ ବି ଯଦି ସୁଯୋଗ ମିଳିଥିବ ତେବେ ଆପଣ ନିଶ୍ଚିତ ଭାବରେ ଅତି ନିକଟରୁ ବନ୍ୟ ଜନ୍ତୁ ମାନଙ୍କୁ ଦେଖିବା ପାଇଁ ପାଇଥିବେ।

କିନ୍ତୁ ଆପଣ ଏମିତି କେବେ କରି ନଥିବେ ଯାହା ଆମେ ଆପଣଙ୍କୁ କହିବାକୁ ଏବଂ ଦେଖାଇବାକୁ ଯାଉଛୁ। କାରଣ ଏହା ଏତେ ଭୟଙ୍କର ହୋଇପାରେ ତାହା ଆପଣ ଏହି ଭିଡିଓ ଦେଖିଲେ ହିଁ ଜାଣି ପାରିବେ।ତେବେ ଆମେ ଆପଣଙ୍କୁ ସେହିପରି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଜଣେ ବ୍ୟକ୍ତି କିପରି ଏକ ସିମ୍ପାଜି ର ଆକ୍ରମଣର ଶିକାର ହେଉଛି ତାହା ଆପଣ ଦେଖି ପାରିବେ।ନିଶ୍ଚିତ ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏହିପରି ଭାଇରାଲ ଘଟଣା ସବୁ ଦେଖୁଥିବେ ଏବଂ ସେୟାର ମଧ୍ୟ କରୁଥିବେ।ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ହୋଇଥାଏ।

ତେବେ ସେହିପରି କିଛି ଏମିତି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଥାଏ, ଯାହା ସାଧାରଣରେ ସମସ୍ତଙ୍କୁ ଭୟଭୀତ କରାଇଥାଏ। ଆଉ ଏହିଭଳି ଭିଡିଓ ଯାହା ବେଶ୍ ଭାଇରାଲ ହୋଇଥାଏ। ଲୋକେ ଏହାକୁ ଦେଖି ଚକିତ ହୋଇ ଯାଇଥାନ୍ତି। ତେବେ ଏହିପରି ଅନେକ ଭିଡିଓ ଯାହା ମାତ୍ର ଅଳ୍ପ ସମୟ ମଧ୍ୟରେ ଆମ ସମ୍ମୁଖରେ ଆସି ପହଞ୍ଚି ଯାଇଥାଏ ଏଵଂ ଆମେ ସେ ବିଷୟରେ ଜାଣିବାର ସୁଯୋଗ ପାଇଥାଉ।ଏହି ଭିଡିଓ ରେ ସେମିତି କଣ ଘଟିଛି ତାହା ଦେଖନ୍ତୁ। ଯାହାକୁ ଦେଖିଲେ ଆପଣ ବି ଭୟରେ ଥରି ଉଠିବେ।ଏହି ଘଟଣାରେ ସିମ୍ପାଞ୍ଜି ସହିତ ଗେଲ କରିବା ଏହି ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡ଼ିଛି।

ସିମ୍ପାଜୀ ଟି ବ୍ୟକ୍ତିଙ୍କର ଏପରି ଅବସ୍ଥା କଲା ତାହା ଆପଣ ଭିଡିଓ ରେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।ଏହି ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ଏକ ବନ୍ଦ ପିଞ୍ଜରା ଭିତରେ ଶିମ୍ପାଞ୍ଜି ଟି ଥିବା ବେଳେ ବ୍ୟକ୍ତି ଜଣଙ୍କ ତାଙ୍କୁ ହାତ ଦେଖାଉଛନ୍ତି। ଆଉ ଶିମ୍ପାଜି ଟି ପରେ ବ୍ୟକ୍ତି ଜଣଙ୍କ ର ସାର୍ଟ ଧରି ଟାଣି ନେଉଛି। ଆଉ ପରେ ଗୋଡ଼ ଜାବୁଡ଼ି ଧରୁଛି। ଆଉ ଜଣେ ବ୍ୟକ୍ତି ସେହି ସମୟରେ ଆସି ଏହି ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ବିଫଳ ହେଉଛନ୍ତି। ଏହାପରେ ଅନ୍ୟମାନେ ଆସି ମଧ୍ୟ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରି ପାରୁ ନାହାଁନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment