pregnancy tips – ଜଲଦି ଗର୍ଭବତୀ ( Pregnant ) ହେବା ପାଇଁ କେବେ ପାଖରୁ ମୁଣ୍ଡ ଧୋଇବା ବନ୍ଦ କରିବେ ଜାଣନ୍ତୁ ?

ଆପଣ ଯଦି ଜଲଦି ପ୍ରେଗ୍ନେଟ ହେବା ପାଇଁ ଚାହୁଁଛନ୍ତି କିନ୍ତୁ ବହୁ ଚେଷ୍ଟା ପରେ ମଧ୍ୟ ଆପଣ କନ୍ସିଭ କରି ପାରୁ ନାହାଁନ୍ତି ଯାହାକୁ ନେଇ ଆପଣ ବହୁତ୍ ଟେନ୍ସନ ରେ ରହୁଛନ୍ତି। ତେବେ ଏଥି ପାଇଁ ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ ଆଜି ଆମେ ଆପଣଙ୍କ ପାଇଁ ଏଭଳି ଏକ ଟିପ୍ସ ନେଇ ଆସିଛୁ ଯାହାକୁ ମାଧ୍ୟମ କରି ଆପଣ ମାତ୍ର ତିନି ମାସ ଭିତରେ ଗର୍ଭ ଧାରଣ କରି ପାରିବେ।ତେବେ ଆଜି ଆମେ ଆପଣଙ୍କୁ କହିବୁ କି ପ୍ରେଗ୍ନେଟ ହେବା ପାଇଁ ଆପଣ କେବେ ପାଖରୁ ମୁଣ୍ଡ ଧୋଇବା ବନ୍ଦ କରିବେ?

ତେବେ ଆମେ ପ୍ରଥମେ କହି ରଖୁଛୁ ଏହା ସମସ୍ତଂକ ପାଇଁ ନୁହେଁ କେନାଲ ଯେଉଁ ମାନଙ୍କର କନ୍ସିଭ୍ କରିବାରେ ଜଟିଳତା ଦେଖା ଯାଉଛି ସେଇ ମାନେ ଏହି ହେୟାର ୱାସ ଟ୍ରିକ୍ ଆପଣାଇ ପାରିବେ। ଯଦି ଆପଣ ଏହି ହେୟାର ୱାସ ଟ୍ରିକ୍ ଆପଣାଇ ନେଉଛନ୍ତି ତେବେ ଗୋଟିଏ ମାସ୍ ଭିତରେ ଆପଣ କନ୍ସିଭ୍ କରି ପାରିବେ।

ତେବେ ଆପଣ ମାନେ ଜାଣି ଥିବେ କି ପ୍ରତ୍ୟେକ ମହିଳା ମାନଙ୍କୁ ମାସ କୁ ଥରେ ପିରିୟଡ଼ ଆସିଥାଏ। ତେବେ ସମସ୍ତଂକ ଙ୍କ ଏହି ସମସ୍ୟା ସମାନ ହୋଇ ନଥାଏ। କାହାର ନିୟମିତ ଭାବେ ପିରିୟଡ଼ ହୋଇ ଥାଏ ତ ଆଉ କାହାର ଅନିୟମିତ ପିରିୟଡ଼ ସମସ୍ୟା ଦେଖା ଯାଇଥାଏ। ତେବେ ଆପଣଙ୍କ ଯଦି ପିରିୟଡ଼ ୨୮-୩୦ ଦିନ ମଧ୍ୟରେ ହେଉଛି ତେବେ ପିରିୟଡ଼ ଆପଣଙ୍କ ନିୟମିତ ହେଉଛି। ଆଉ ପିରିୟଡ଼ ଯଦି ନିୟମିତ ହୋଇଥାଏ ତେବେ କନ୍ସିଭ୍ କରିବାରେ ବିଶେଷ ସମସ୍ୟା ସୃଷ୍ଟି ହୋଇ ନଥାଏ।

ତେବେ ପିରିୟଡ଼ ହେବାର ଏକ ନିର୍ଦ୍ଦିଷ୍ଟ ସମୟରେ ଓଭୂଲେଶନ ହୋଇଥାଏ ଅର୍ଥାତ୍ ଅଣ୍ଡାର ତିଆରି ହୁଏ। ତେବେ ଆପଣଙ୍କ ଯଦି ଅଣ୍ଡାର ସାଇଜ ଠିକ୍ ରହିଛି ତେବେ ଯାଇ ଆପଣ ଗର୍ଭ ଧାରଣ କରି ପାରିବେ। ଓଭାରିରୁ ଯେତେବେଳେ ଏକ ବଡ ଅଣ୍ଡା ଯାଇ ହେଲଦି ସ୍ପର୍ମ ରେ ମିଶୁଛି ତାହା ଫଟିଲାଇଜ୍ ହେବା ପରେ ମହିଳା ଟି ଗର୍ଭ ଧାରଣ କରିଥାଏ।

ଆଉ ଏହି ସମୟରେ ଆପଣ ଯଦି ହେୟାର ୱାସ୍ କରୁଛନ୍ତି ତେବେ ଆମର ଯେଉଁ ହୋର୍ମୋନ ବାହାରୁ ଥିଲା ପିଲାର ଗ୍ରୋଥ ପାଇଁ ସେ ସବୁ ବନ୍ଦ ହୋଇ ଯାଇଥାଏ। ପିଲା ବଢିବା ପାଇଁ ସେ ମା ପାଖରୁ କିଛି ପୋଷଣ ପାଇ ପାରି ନଥାଏ ଆଉ ସେତେବେଳେ ଗର୍ଭ ଟି ନଷ୍ଟ ହୋଇ ପିରିୟଡ଼ ଆକାରରେ ବାହାରି ଆସିଥାଏ। ତେବେ ଯେଉଁ ମାନଙ୍କର ପିରିୟଡ଼ ୩୦ ଦିନରେ ହେଉଥିବ ସେମାନେ ସାତ ଦିନ ପୁର୍ବରୁ ଏବଂ ସାତ ଦିନ ପରେ ହେୟାର ୱାସ୍ କରନ୍ତୁ ନାହିଁ। ଅର୍ଥାତ୍ ଆପଣ ୧୫ ଦିନ ଆଦୌ ମୁଣ୍ଡ ଧୁଅନ୍ତୁ ନାହିଁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment