ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଙ୍କର ମନ ଖୁସି ହୋଇଯିବ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଥିଲା କି ଅଲିଉଡ ର ସୁପୋରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଗାଇବାକୁ ଲାଗିଥିଲେ ମଞ୍ଚ ଉପରେ ଏକ ସୁନ୍ଦର ମନ ଛୁଆଁ ଗୀତ | ଆଉ ସିଦ୍ଧାନ୍ତ ଙ୍କ ମୁହଁ ରୁ ଏହି ଭଳି ଗୀତ କୁ ଶୁଣି ଦର୍ଶକ ମାନେ ବେଶ ମୋତୁଆଲା ହୋଇଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ସମସ୍ତେ ଅଲିଉଡ ର ବେଶ ଜଣା ଶୁଣା କଳାକାର ଯାହାଙ୍କର ଅଭିନୟ ର ଯାଦୁ ରେ ଦର୍ଶକ ମାନେ ବେଶ ମୋତୁଆଲା ହୋଇଥାନ୍ତି ଓ ତାଙ୍କର ଅଭିନୟ କୁ ଦେଖିବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରିଥାନ୍ତି ସେହି କଳାକାର ଜଣଙ୍କ ହେଉଛନ୍ତି ଅଲିଉଡ ର ସୁପୋରଷ୍ଟାର ସିଦ୍ଧାନ୍ତ ମହାପାତ୍ର |ଆଉ ସେ ବର୍ତ୍ତମାନ ଆସିଛନ୍ତି କେନ୍ଦ୍ରାପଡ଼ା କୁ ମକର ସଂକ୍ରାନ୍ତି ଅବସରରେ ଦର୍ଶକ ମାନଙ୍କ ପାଖକୁ, ଆଉ ଯାହା କୁହାଯାଉଛି କି ମଞ୍ଚ ଉପରେ ସିଦ୍ଧାନ୍ତ ମହାପାତ୍ର ଗାଇଛନ୍ତି ଗୀତ ତାହା ପୁଣି ଅଲିଉଡ ର ବେଶ ଜଣାଶୁଣା ସିଙ୍ଗର ଅନ୍ତରା ଚକ୍ରବର୍ତ୍ତୀ ଙ୍କ ସହିତ |
ଆଉ ଯାହା ଦେଖିବାକୁ ମିଳିଛି କି ସୁନେଲି ସିନେଲି ଖରା ଗୀତ ଟିକୁ ଗାଇବାକୁ ଲାଗିଥିଲେ ସିଦ୍ଧାନ୍ତ ମହାପାତ୍ର ଏହି ମଞ୍ଚ ଉପରେ | ଆଉ ସୁନ୍ଦର ଭାବରେ ନିଜର ଫ୍ଲିମ ଗୀତ କୁ ଗାଇକି ଦର୍ଶକ ମାନଙ୍କର ହୃଦୟରେ ଏକ ଜାଗା ବନେଇ ପାରିଛନ୍ତି ବୋଲି କୁହାଯାଉଛି |ଆଉ ତାହା ସହିତ ସିଦ୍ଧାନ୍ତ ଙ୍କର ଏହିଭଳି ଦର୍ଶକ ଙ୍କ ସହିତ ମିଶିବା କୁ ଦର୍ଶକ ମାନେ ମଧ୍ୟ ବେଶ ପସନ୍ଦ କରିଛନ୍ତି ବୋଲି ମଧ୍ୟ କୁହାଯାଉଛି | ତାହା ସହିତ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ସିଦ୍ଧାନ୍ତ କହିଛନ୍ତି କି କୋରାନା ର ମହାମାରୀ ପରେ ଦର୍ଶକ ମାନଙ୍କ ସହିତ ମିଶିବାର ସୁଯୋଗ ପାଇବା ପରେ ସିଦ୍ଧାନ୍ତ ମଧ୍ୟ ବେଶ ଖୁସି ଅଛନ୍ତି |
.ଆଉ ମଞ୍ଚ ଉପରେ ଦର୍ଶକ ମାନେ ମଧ୍ୟ ସିଦ୍ଧାନ୍ତ ଙ୍କୁ ପାଖରେ ପାଇଁକି ବେଶ ଖୁସି ହେବାରେ ଲାଗିଛନ୍ତି, ଆଉ ସିଦ୍ଧାନ୍ତ ଙ୍କ ମୁହଁରୁ ଏହି ଗୀତ କୁ ଶୁଣିବା ପରେ ଦର୍ଶକ ମାନେ ବେଶ ଖୁସି ଅଛନ୍ତି ବୋଲି କୁହାଯାଉଛି | କେନ୍ଦ୍ରାପଡ଼ା ରେ ଏହିଭଳି ଭାବରେ ମଞ୍ଚ ଉପରେ ସିଦ୍ଧାନ୍ତ ମହାପାତ୍ର ଙ୍କର ପୋରଫୋମେନ୍ସ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଓ ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।