Odisha News Portal

ଦେଖନ୍ତୁ ଭିଡିଓ , ପ୍ରଥମ ଥର ପାଇଁ ସିରିଏଲରେ ଅଭିନୟ କରିବେ ମେଗା ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ ! ଏହି ସୁପର ଯୋଡି ପାଇଁ ଗୋଟିଏ ଲାଇକ୍ ନିଶ୍ଚିତ କରନ୍ତୁ….

ଆପଣ ମାନେ ତ ଓଲିଉଡ ଜଗତର ସମସ୍ତ ହିରୋ ଏବଂ ହିରୋଇନ ମାନଙ୍କୁ ବହୁତ ହିଁ ଭଲ ପାଆନ୍ତି , ଏହା ସହିତ ତାଙ୍କର ଆସୁଥିବା ସମସ୍ତ ନୂଆ ନୂଆ ପିଲ୍ମକୁ ମଧ୍ୟ ଆପମ ମାନେ ଦେଖିଥାନ୍ତି । ଏବେକା ସମୟରେ ଅନେକ ନୂଆ ନୂଆ ହିରୋ ହିରୋ ମାନେ ଓଲିଉଡ ଜଗତକୁ ଆସୁଛନ୍ତି ମାତ୍ର ଏହା ପୂର୍ବରୁ ଓଲିଉଡର ବାସ୍ଥା ଥିଲେ ସିଦ୍ଧାନ୍ତ ମହାପାତ୍ର ଏବଂ ସହି ସମୟରେ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀଙ୍କର ଯୋଡିଙ୍କୁ ସମସ୍ତେ ବହୁତ ହିଁ ଭଲ ପାଉୱଥିଲେ ।

ତେବେ ଏବେକା ସମୟରେ ମଧ୍ୟ ସିଦ୍ଦାନ୍ତ ମହାପାତ୍ର ଓଲିଉଡର ବାସ୍ଥା ରହିଛନ୍ତି ମାତ୍ର ଆଉ ରଚନା ବାନାର୍ଜୀ ଓଲିଉଡ ଜଗତରେ ଦୀର୍ଘ ଦିନ ଘରି ନଜର ଆସୁ ନାହାନ୍ତି । ମାତ୍ର ଏବେ ଏକ କଥା ଶୁଣିବାକୁ ମିଳୁଚି କି ଏବେ ପୁଣି ଥରେ ସିଦ୍ଧାନ୍ତ ଏବଂ ରଚନା ଏକାଠି ଗୋଟିଏ କାମ କରିବା ପାଇଁ ଯାଉଛନ୍ତି ।

ଯାହା ଶୁଣି କରି ସମସ୍ତେ ଆସ୍ଚର୍ଯ୍ୟ ହୋଇଯାଉଥିବେ କାରଣ ଦୀର୍ଘ ଦିନ ପରେ ପୁଣି ଥରେ ଏକାଠି ହେବେ ରଚନା ଏବଂ ସିଦ୍ଧାନ୍ତ ମହାପାତ୍ର । ତେବେ ଏହି ଯୋଡିଙ୍କୁ ସମସ୍ତେ ହିଁ ବହୁତ ପସନ୍ଦ ମଧ୍ୟ କରିବେ । ମାତ୍ର ଏହି ୟୋଡି ଏବେ ଫିଲ୍ମରେ ନଜର ଆସିବେ ନାହିଁ ବରଂ ଏକ ଧାରାବାହିକରେ ନଜର ଆସିବା ପାଇଁ ଯାଉଛନ୍ତି । ତେବେ ସେ ଧାରାବାହିକଟି କଣ ଏବଂ କେବେ ହେବ , ଆସନ୍ତୁ ଜାଣିବା ତାହାର ସମସ୍ତ କଥା ବିଷୟରେ ।

ପ୍ରଥମ ଥର ପାଇଁ ସିରିଏଲରେ ଅଭିନୟ କରିବେ ମେଗା ଷ୍ଟାର ସୁଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ । ଏହି ଦୁଇଜଣ ସୁପହିଟ ଏଲିଉଡ ଷ୍ଟାର ନୂଆ ଧାରାବାହିକ କେମିତି କହିବି କହରେ ନଜର ଆସିବେ । ଜି ସାର୍ଥକ ଏବଂ ଅକ୍ଷୟ ପରିଜା ପ୍ରଡକସନ ଟିଲେବିଜନ ଜଗତରେ ଏକ ନୂଆ ଅଧ୍ୟାୟ ରଚନା କରିବାକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ଏକ ପୂର୍ଣ୍ଣଙ୍ଗ ଚଶଚିତ୍ରର ସମସ୍ତ ବୈଶିଷ୍ଟ୍ୟକୁ ନେଇ ଜି ସାର୍ଥକର ପ୍ରସାରିତ ହେବାକୁ ଯାଉଛି ନୂଆ ଓଡିଆ ଦାରାବାହିକ କେମିତି କହିବି କହରେ ।

 

ଏହି ନୂଆ ମେଗା ଧାରାବାହିକର ପ୍ରମୁଖ ଚରିତ୍ରରେ ଅଭିନୟ କରୁଛନ୍ତି ଓଡିଆ ଜଗତର ମେଗା ଷ୍ଟାର ସିଦ୍ଧାନ୍ତ ମହାପାତ୍ର । ଛୋଟ ପରଦାର ଦର୍ଶକ ପ୍ରଥମ ଥର ପାଇଁ ସିଦ୍ଧାନ୍ତ ମହାପାତ୍ରକୁ ଏକ ଧାରାବାହିକରେ ଦେଖିବାକୁ ପାଇବେ । ସିଦ୍ଧାନ୍ତ ମହାପାତ୍ରଙ୍କର ଅସଂଖ୍ୟ ପ୍ରସଂସକ ଏବଂ ଅଗଣିତ ଦର୍ଶକ ମାନଙ୍କ ପାିଇଁ ଏହା ହେବ ନୂଆ ବର୍ଷର ଭେଟି ।

ଓଡିଆ ଜଗତର ସୁପରିଚିତ ନିର୍ଦ୍ଦେଶକ ସୁସାନ୍ତ ମଣି ନୂଆ ମେଗା ଧାରାବାହିକ କେମିତି କହିବି କହରେ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଥିବା ସମୟରେ ଏତିରେ ସଂଙ୍ଗିତ ଦେଇଛନ୍ତି ଲୋକପ୍ରିୟ ସଂଙ୍ଗିତ ନିର୍ଦ୍ଦେଶକ ଗୁଡୁଲି ରଥ । କ୍ୟାମେରା ପରିଚାଳନା କରିଛନ୍ତି ଶିତାଂଶୁ ମହାପାତ୍ର । ଏହି ଧାରାବାହିକ ନିଶ୍ଚିତ ରୂପେ ଓଡିଆ ଦର୍ଶକଙ୍କୁ ଏକ ନୂତନ ସ୍ୱାଦ ପ୍ରଦାନ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।