ଶୁଣନ୍ତୁ Audio Call : ଏମିତି ଚାଲିଛି ଡିଲ… ମ୍ୟାଡମ୍ ରେଡି ହେଲେଣି, ତମେ ଟଙ୍କା ଡିପୋଜିଟ୍ କରି ଶୀଘ୍ର ଭିତରେ ପଶିଯାଅ…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ନୂଆ ନୂଆ ଭିଡିଓ ମାନ ଭାଇରାଲ ହେଉଥିବାର ର ଆପଣ ମାନେ ସବୁବେଳେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଟେ ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ଦେଖା ଯାଉଛି କି ସେକ୍ସ କରିବା ପାଇଁ ଗ୍ରାହକ ଓ ଦଲାଲ ଙ୍କ ମଧ୍ୟରେ ହେଉଛି ଡିଲ | ଆଉ ସେହି ସମୟରେ କରୁଥିବା କଥା ବାର୍ତ୍ତା ର ଅଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରାଉଛି ଏହି ଭଳି ଗୋଟିଏ ଅଡିଓ ଶୁଣିକି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ସେକ୍ସ କରିବା ପାଇଁ ଯୁବକ ଜଣଙ୍କ ଝିଅ ଙ୍କ ସହିତ ଟଙ୍କା ଡିଲ କରୁଛନ୍ତି | ଆଉ ଯେଉଁ ଡିଲ କୁ କରୁଛନ୍ତି ଯୁବକ ଆଉ ମିଡିଏଟର | ଆଉ ଯେଉଁଠି ଦଲାଲ ଜଣଙ୍କ ଗ୍ରହକଙ୍କୁ 15000 ଟଙ୍କା ଦେଇକି ରୁମ କୁ ଏଣ୍ଟ୍ରି ମାରିବା କଥା କହିଛନ୍ତି | ଆଉ ସେହି ଡିଲ ପରେ ଯାହା ହବ ଦେଖା ଯିବ ବୋଲି କହିଛନ୍ତି | ତାହା ପରେ ସିକୁରିଟି ମଧ୍ୟ କିଛି ଆଉ କହିବ ନାହିଁ ଯଦି 15 ହଜାର ରେ ଡିଲ ହୁଏ | ତାହା ପରେ ଦିନ 4 ରୁ 9 ଯାଏ ରିଲେସନ ରଖି ପାରିବେ ବୋଲି ମଧ୍ୟ କହିଛନ୍ତି ଦଲାଲ ଜଣଙ୍କ |

ଆଉ ସେପଟେ ଦେଖିବାକୁ ମିଳୁଛି କି ଏଭଳି ଘଟଣା ରେ ଗ୍ରାହକ ଜଣଙ୍କ କହିଛନ୍ତି କି ତାଙ୍କ ପାଖରେ ଏବେ ଟଙ୍କା ନାହିଁ 10 ହଜାର ଅଛି | ତେଣୁ ସେ ପଳେଇ ଯିବା ପାଇଁ କହୁଛନ୍ତି, ଆଉ ପରେ କେତେବେଳେ ଆସିବେ ବୋଲି କହୁଛନ୍ତି | କିନ୍ତୁ ଦଲାଲ ଜଣଙ୍କ ତାଙ୍କ କଥା କୁ ଶୁଣୁ ନାହାନ୍ତି ଆଉ କହୁଛନ୍ତି କି ସେ ଟଙ୍କା ଜମା କରିକି ରୁମ ଭିତରକୁ ଯିବା ପାଇଁ | ଆଉ ଯାହା ଚାହୁଁଛନ୍ତି ତାହା କରି ପାରିବେ ବୋଲି | ଆଉ ଯାହାର ଅଡିଓ ବର୍ତ୍ତମାନ ଶୁଣିବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଛି କି ସତରେ କଣ ଏମିତି ବି ଦେହ ବ୍ୟବସାୟ ଚାଲିଛି ଆମ ଓଡ଼ିଶାରେ |

ତେବେ ଏହି ଭଳି ଏକ ଘଟଣା ଟି ଅତ୍ୟନ୍ତ ଲଜ୍ୟା କର କଥା ଅଟେ | ଆଉ ଏହିଭଳି କଥା କୁ ଯିଏ ବି ଶୁଣିବ ସେ ଜାଣି ପାରିବ ଆଜି ର ଯୁବ ପିଢ଼ି ମାନଙ୍କର ଅବସ୍ଥା କଣ ହେବାକୁ ଯାଉଛି ଦିନକୁ ଦିନ | ଆଉ ଟଙ୍କା କୁ ସେମାନେ କେଉଁଥିରେ ଖର୍ଚ୍ଚ କରୁଛନ୍ତି | ତେବେ ଏହି ଅଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment