Odisha News Portal

ଦେଖନ୍ତୁ Viral ଭିଡ଼ିଓ ଶୁନଶାନ ଘାଟି ରାସ୍ତାରେ…..

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି,ମାରପିଟ, ଦୁଷ୍କର୍ମ ଓ ଡକାୟତ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ମନୁଷ୍ୟ କାହାରିକୁ ଖାତିର କରୁ ନାହିଁ। ସେମାନେ ଦେଶର ଆଇନ କାନୁନକୁ ମଧ୍ୟ ଖାତିର କରୁ ନାହାନ୍ତି। ସମାଜର କିଛି ଲୋକ ମାନେ ସମୟ ସୁବିଧା ନିରୀହ ଲୋକ ମାନଙ୍କ ଠାରୁ ଡକାୟତ କାର୍ଯ୍ୟ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଧୀରେ ଧୀରେ ସମାଜରେ ଅନ୍ୟାୟ ଅନୀତି ଦେଖିବା ପାଇଁ ମିଳିଥାଏ। ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣାଟି ହେଉଛି ସ୍ୱାମୀ ଓ ସ୍ତ୍ରୀ ରାସ୍ତାରେ ଯାଉ ଥିବା ସମୟରେ କିଛି ଡକାୟତଙ୍କର ଶିକାର ହୋଇଛନ୍ତି, ବୋଲି ସୂଚନା ମିଳିଛି। ଯାହାକୁ ଦେଖିଲା ପରେ ଆପଣ ମାନେ ରାସ୍ତାରେ ଯିବା ପାଇଁ ଭୟଭୀତ ହୋଇଯିବେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ନୟାଗଡ ଜିଲ୍ଲା ରଣପୁର ଥାନା ନିକଟ ପୋଟଗଡ଼ ଘାଟିରେ ଡକାୟତ ହୋଇଛି ବୋଲି ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ନିକଟ ଚମ୍ପାଇଲ ସାନଗଡ଼ ଗ୍ରାମର ସୁରେଶ କୁମାର ଜେନା ଏବଂ ତାଙ୍କ ସ୍ତ୍ରୀ ମାମିନା ଜେନା, ସକାଳ ସମୟ ରାଜସୁନା ଖଳାରୁ ରଣପୁର ଅଭିମୁଖେ ବାଇକରେ ଯାଉଥିବା ସମୟରେ ୩ ଜଣ ଡକାୟତଙ୍କ ଶିକାର ହୋଇଛନ୍ତି। ତେବେ ରାସ୍ତା ଶୂନ ଶାନ ଥିବାର ଦେଖି ଡକାୟତ ମାନେ ତାଙ୍କ ପିଛା କରିଥିଲ। ଏବଂ ରାଜସୁନଖଳା ପାଣ୍ଠି ନିକଟ ନିଛାଟିଆ କୋଟଗଡ ଘାଟି ରାସ୍ତାରେ ଡକାୟତ ମାନେ ବନ୍ଧୁକ ଦେଖାଇ ଦମ୍ପତିଙ୍କୁ ଆକ୍ରମଣ କରିବା ସଙ୍ଗେ ସଙ୍ଗେ ତାଙ୍କ ଭ୍ୟାନିଟରେ ଥିବା ଦୁଇ ହଜାର ଟଙ୍କା, ଦେଢ଼ ଭରିର ଚେନ ଓ ଏକ ମୋବାଇଲ ନେଇ ଯାଇଥିଲେ।

ତେବେ ଡକାୟତ ମାନଙ୍କୁ ଅଟକାଇଲା ବେଳେ ସେମାନେ ବନ୍ଧୁକ ଦେଖାଇ ଯୁବକଙ୍କ ମୁଣ୍ଡକୁ ଆକ୍ରମଣ କରିବା ସହ ତାଙ୍କ ମୁଣ୍ଡକୁ ଜୋର ଆଘାତ ମଧ୍ୟ କରିଥିଲେ। ଆଘାତ ଲାଗି ଥିବାରୁ ବର୍ତ୍ତମାନ ସେ ରାଜସୁନାଖଳା ନିକଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁହେଁ ଚିକିଶ୍ଚିତ ହେଉଛନ୍ତ। ଡକାୟତମାନେ ତାଙ୍କୁ ଆକ୍ରମଣ କରିଥିବାରୁ ସେମାନେ ରାଜସୁନାଖଳା ପାଣ୍ଠିରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ପୋଲିସ ତଦନ୍ତ ଚଲାଇଛି। ତେବେ ଚୋରି ଘଟଣା ସମାଜରେ ସମାଜରେ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ପ୍ରତ୍ୟେକ ଦିନ ଡ଼କାୟତ ଦିନ ଦ୍ୱିପ୍ରହର ରେ ଦେଖିବା ପାଇଁ ମିଳିଛି। ତେବେ ଏସବୁ କର୍ମ କରୁଥିବା ଦୁର୍ଭୁତ ଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।