Odisha News Portal

ବିବାହର ପ୍ରଥମ ରାତିରେ କନ୍ୟାର ରୂପ ଦେଖି ବର ହେଲା ବେହୋସ , ହୋସ ଆସିବା ପରେ ସେ ଯାହା କହିଲା ଜାଣିଲେ ଆପଣ ଙ୍କ ଛାତି ଥରି ଉଠିବ !

0 2

ବିବାହ ହେଉଛି ଗୋଟିଏ ପବିତ୍ର ବନ୍ଧନ । ଦୁଇ ମନ, ଦୁଇ ଆତ୍ମାର ମିଳନ ହୋଇଥାଏ ବାହାଘର । ଆମ ସମାଜରେ ଜଣେ ପୁଅ ଗୋଟେ ଝିଅକୁ ଯଦି ଠିକ ନୀତି ନିୟମ ଅନୁଯାୟୀ ବିବାହ କରିଥାଏ ତେବେ ତାକୁ ସମାଜ ପବିତ୍ର ବନ୍ଧନର ସ୍ବୀକୃତି ଦେଇଥାଏ । କାହିଁକି ନା ସେମାନେ ସେତେବେଳେ ପବିତ୍ର ବନ୍ଧନରେ ବାନ୍ଧି ହୋଇ ପତିପତ୍ନୀ ହୋଇଯାଇଥାନ୍ତି ଏବଂ ଦୁହେଁ ଦୁହହିଁଙ୍କର ଜୀବନ ପ୍ରତ୍ୟକ କ୍ଷେତ୍ରର ତଥା ସୁଖଦୁଃଖର ସାଥୀ ହୋଇ ଯାଇଥାନ୍ତି । ତେବେ ଏହି ବିବାହ ସ୍ବପ୍ନ ପ୍ରତ୍ୟେକ ପୁଅ ଝିଅଙ୍କ ଜୀବନରେ ଥରେ ଆସିଥାଏ ଏବଂ ଏହାକୁ ନେଇ ସେମାନେ ବହୁତ କିଛି ସ୍ବପ୍ନ ଦେଖିଥାନ୍ତି ।

ସେମାନେ ବିବାହ ପରେ ପରସ୍ପରକୁ ସବୁବେଳେ ସବୁ ପରିସ୍ଥିତିରେ ରକ୍ଷା କରିବେ । ଦୁହେଁ ଦୁହିଁଙ୍କୁ ପ୍ରତି କ୍ଷେତ୍ରରେ ସାହାଯ୍ୟ ତଥା ସହଯୋଗ କରୁଥିବେ ଓ ବହୁତ ଭଲ ମଧ୍ୟ ପାଉଥିବେ ।ଏପରିକି ସ୍ବାମୀ ଯେପରି କୌଣସି ବି ପରିସ୍ଥିତିରେ ତାର ସ୍ତ୍ରୀକୁ ଛାଡି ଦେବନି ଏହାସହିତ ପରସ୍ପରକୁ ବିଶ୍ବାସ କରିବା ମଧ୍ୟ ଆବଶ୍ୟକ ତେବେ ଯାଇ ସଂପର୍କରେ ନିବିଡତା ଆସିବ ।

ଏହାସହିତ ଉତ୍ତମ ଶାରିରୀକ ସଂପର୍କ ସଂପର୍କକୁ ଅଧିକ ନିବିଡ ତଥା ସୁଦୃଢ କରିଥାଏ । କିନ୍ତୁ ଏହି ସ୍ବପ୍ନ ସବୁବେଳେ ସତ ହୋଇନଥାଏ । ତେବେ ଉତ୍ତରପ୍ରଦେଶର ଉନାବରୁ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଖବର ଅନୁଯାୟୀ ଜଣେ ନବ ବିବାହିତା ଦମ୍ପତି ସୁହାଗ ରାତି ବନେଇବା ପାଇଁ ଉତ୍ସାହିତ ଥିଲା ।

ନିଜ ପତ୍ନୀକୁ ଦେଖିବା ପାଇଁ ପତି ନିଜକୁ ରୋକି ପାରୁନଥିଲା । କିନ୍ତୁ ଯେତେବଳେ ସୁହାଗ ରାତି ମନେଇବା ପାଇଁ ଆରମ୍ଭ କରିଥିଲା ସେତେବେଳେ ସେ ଆଚମ୍ବିତ ହୋଇଗଲା ଏବଂ ହଠାତ ତଳେ ପଡି ଯାଇଥିଲା । କାରଣ ସେ ଯାହା ସହିତ ନିଜର ସୁହାଗରାତି ମନେଇବା ପାଇଁ ଯାଉଥିଲା ସେ ଜଣେ ଝିଅ ନଥିଲା ବରଂ ଜଣେ କିନ୍ନର ଥିଲା ।


ତେବେ ହତଭାଗା ସ୍ବାମୀ ମନରେ ଖମ ସବୁ ଭାବି ନିଜର ସୁହାଗରାତି ମନେଇବା ପାଇଁ ତାର ସ୍ତ୍ରୀ ପାଖକୁ ଯାଇଥିଲା କିନ୍ତୁ ତାହ ସବୁ ସ୍ବପ୍ନରେ ହିଁ ରହି ଯାଇଥିଲା ଏବଂ ଏସୁବୁ ଦେଖିବା ପରେ ତାର ହୋସ ଉଡି ଯାଇଥିଲା ।ଯେତେବେଳେ ବର ସବୁକଥା ଜାଣି ପାରିଲା ସେ ବହୁତ ଜୋରରେ ଚିତ୍କାର କରିବା ଆରମ୍ଭ କରିଥିଲା ଏବଂ ତା ସହିତ କନ୍ୟା ମଧ୍ୟ ଚିତ୍କାର କରି ଉଠି ଥିଲା । ଏହାପରେ ନିଜର ପୁଅକୁ ଏମିତି ଅବସ୍ଥାରେ ଦେଖି ତାର ପରିବାରର ଲୋକେ ମାନେ ବହୁତ ଦୁଃଖରେ ଥିଲେ ଏବଂ ବହୁତ ଭାଙ୍ଗି ମଧ୍ୟ ପଡିଥିଲେ ।


ଏହାପରେ ବର ନିଜର ଶଶୁର ଘରକୁ ଫୋନ୍ କଲା ସେତେବେଳେ ତ ଆଗରୁ ତାଙ୍କୁ ସବୁ ସତ୍ୟ ଜଣାଥିଲା । ବର ନିଜର ଶଶୁର ଘରକୁ ଡକେଇଲା ସେମାନେ ଆସି ବହୁତ ଗଣ୍ଡଗୋଳ କରିଥିଲେ । ସେମାନେ ପରିବାର ଉପରେ ଦାବି କରିଲେ ବାହାଘର ହୋଇସାରିଛି ଏବଂ କନ୍ୟା କିନ୍ନର ହେଲେ କଣ ଅସୁବିଧା । ଏହାପରେ ବରକୁ ପୋଲିସର ସହାୟତା ନେବାକୁ ପଡିଲା । ବର୍ତ୍ତମାନ ପୋଲିସ ଉଭୟ ପକ୍ଷକୁ ବୁଝାଇବାକୁ ଲାଗି ପଡିଛି କିନ୍ତୁ ବରପକ୍ଷ କିନ୍ନର ବୋହୂକୁ ଆପଣେଇବା ପାଇଂ ରାଜି ନୁହଁନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।