Odisha News Portal

ଶିବଙ୍କର ରହସ୍ୟ ସାରା ଦୁନିଆକୁ ଆଶ୍ଚର୍ଯ୍ୟ କରିଦେଇଛି,ତିରୁପତି ବାଲାଜି ହେଲେ ପ୍ରତେଖି ରୂପୀ ଦେବତା,ଆସନ୍ତୁ ଜାଣିବା ସେ ବିଷୟରେ

0 0

ଆମ ଦେଶ ଏକ ବହୁଧର୍ମାବଲମ୍ବୀ ଦେଶ। ଏଠାରେ ସବୁ ପ୍ରକାର ଧର୍ମ କୁ ସମ୍ମାନ ଦିଆଯାଇଥାଏ ଏବଂ ସମସ୍ତେ ନିଜ ନିଜର ଆରାଧ୍ୟ ଦେବତାଙ୍କୁ ପୂଜା କରି ଥାଆନ୍ତି। ଆଉ ଭଗବାନ ଙ୍କର କିଛି ନା କିଛି ରହସ୍ୟ ରହିଛି। ଭଗବାନଙ୍କର ଲୀଳା କୁ କେହି ଜାଣି ପାରନ୍ତି ନାହିଁ। ତାଙ୍କ ରହସ୍ୟ ସାରା ଦୁନିଆକୁ ଆଶ୍ଚର୍ଯ୍ୟ କରି ଦେଇଥାଏ। କିନ୍ତୁ ଏହି ରହସ୍ୟ ସବୁ ଜାଣିଲେ କିଛି ଲୋକ ବିଶ୍ୱାସ କରି ନଥିଲେ ମଧ୍ୟ ତାହା ନିରାଟ ସତ୍ୟ। ତେବେ ଆସନ୍ତୁ ଜାଣିବା ସେହିପରି ଏକ ରହସ୍ୟ ସମ୍ପର୍କରେ।

ଆପଣ ମାନେ ଜାଣିଥିବେ ତିରୁପତି ବାଲାଜି ମନ୍ଦିରର ରହସ୍ୟ ସମ୍ପର୍କରେ,ଯାହା ସମସ୍ତଙ୍କୁ ଚମକେଇ ଦେଇଥାଏ। ଏହି ମନ୍ଦିରରେ ଯେଉଁ ମୂର୍ତି ରହିଛି ତାହା ଭଗବାନ ଙ୍କର ଏବଂ ଏହାକୁ ସାଧାରଣ ମଣିଷ ତିଆରି କରି ନାହାନ୍ତି, କିନ୍ତୁ ସ୍ୱୟଂ ପ୍ରକଟ ହୋଇଥିଲେ। ଏହି ମନ୍ଦିରରେ ଭଗବାନ ଭେଂକେଟେଶ୍ୱର ପୂଜା ପାଇଥାନ୍ତି। ଏହି ମୂର୍ତି ରେ ଥିବା ଏକ ରହସ୍ୟ ସମ୍ପର୍କରେ କେହି ଜାଣି ନଥିବେ ଯେ ମୂର୍ତ୍ତିରେ ଲଗା ଯାଇଥିବା ଚୁଟି ତାହା ପ୍ରକୃତ ବୋଲି କିନ୍ତୁ ଏହା ସତ। ଆଉ ମଧ୍ୟ ଚୁଟି କେବେ ବି ଅଡୁଆ ହୋଇ ନଥାଏ। ଏହି ମନ୍ଦିର ଦକ୍ଷିଣ ଭାରତରେ ଅବସ୍ଥିତ ଏବଂ ଏହା ବହୁତ ଭବ୍ୟ ଓ ପ୍ରସିଦ୍ଧ। ଏହି ମନ୍ଦିର ଶିବଙ୍କର ମନ୍ଦିର ଏବଂ ଏହା ଭଗବାନ ବିଷ୍ଣୁ ଙ୍କର ଅବତାର ବୋଲି କୁହାଯାଏ।

ଏହି ଶିବ ମନ୍ଦିର ଆନ୍ଧ୍ରପ୍ରଦେଶ ର ଚିତୋର ଜିଲ୍ଲାରେ ଅବସ୍ଥିତ,ଏହାର ଦକ୍ଷିଣ ରେ ରହିଛି ପୋଖରୀ ଯାହା ତିରୁମାଲା ପାଖରେ। ତାଙ୍କ ମହିମା ବହୁତ ତେଣୁ ତାଙ୍କ ପାଖକୁ ପ୍ରତିଦିନ ୨୦ ହଜାର ରୁ ଅଧିକ ଭକ୍ତ ଆସିଥାନ୍ତି। ଲୋକମାନେ ନିଜର ମନସ୍କାମନା ପୁରାଣ ପାଇଁ ନିଜର ଚୁଟି ଦେଇଥାନ୍ତି। ତାଙ୍କ ପାଖରେ ସବୁଦିନ ୩ ଲକ୍ଷ ରୁ ଅଧିକ ଲଡୁ ତିଆରି ହୋଇଥାଏ।

ଆଉ ତାଙ୍କ ପୂଜା ହେବା ଲାଗି ଭୋଗ,ଫୁଲ,ଫଳ,ଚନ୍ଦନ ସବୁ ଗୋଟିଏ ସ୍ଵତନ୍ତ୍ର ଗାଁ ରୁ ଆସିଥାଏ।ତାଙ୍କ ଦେହରେ ଚନ୍ଦନ ଲଗେଇଲେ ମା ଲଷ୍ମୀ ବିରାଜମାନ କରିଥାନ୍ତି ଏବଂ ଆଉ ଗୋଟିଏ କଥା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ତାଙ୍କ ପାଖରେ ଜଳୁଥିବା ଦୀପ ସେଥିରେ ବିନା ଘିଅ ବା ତେଲ ରେ ଜଳିଥାଏ।

ଏହାର କାରଣ ଆଜି ଜଣା ପଡି ନାହିଁ। ଆଉ କର୍ପୁରକୁ ଗୋଟିଏ ସାଧାରଣ ପଥରେ ଉପରେ ପଥର ବଦଳି ଯାଇଥାଏ। କିନ୍ତୁ ଏହାକୁ ଭେଂକେତେଶ୍ୱର ଙ୍କ ନିକତଟରେ ସବୁଦିନ ଦିଆ ଯାଉଛି ହେଲେ କିଛି ପ୍ରଭାବ ପଡେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।