Beauty Tips – ଶୀତଦିନେ ଏହି Face Wash ରେ ମୁହଁ ଧୁଅନ୍ତୁ ନା ମୁହଁ ଫାଟିବ ନା କଳା ପଡିବ ହୀରା ଭଳି ଚମକିବ

ତେବେ ଆମେ ମାନେ ଜାଣିଛୁ କି ପ୍ରତେକ ଙ୍କର ଇଚ୍ଛା ଥାଏ କି ସେମାନେ ନିଜର ତ୍ୱଚା ର କେମିତି ଯତ୍ନ ନେବେ ଆଉ ସେମାନଙ୍କର ମୁହଁରେ ଗ୍ଲୋ ଆଣିବା ସେଥିପାଇଁ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରିଥାନ୍ତି | ତେବେ ଦେଖିବାକୁ ମିଳିଥାଏ କି ଆମେ ମାନେ ଆଜିକାଲି ବିଭିନ୍ନ ପ୍ରକାରର କେମିକାଲ ପ୍ରଡକଟ୍ସ ଓ ଫେସ ୱାଶ ବ୍ୟବହାର କରିବା ଯୋଗୁ ଆମ ମାନଙ୍କର ମୁହଁରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଯାଇଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ 3 ଟି ଘରେଇ ଉପଚାର ବିଷୟରେ ଜାଣିବା ଯାହାକୁ ବ୍ୟବହାର କରିକି ଆମେ ତ୍ୱଚା ଜନିତ ସମସ୍ୟା ରୁ ମୁକ୍ତି ପାଇପାରିବା |

ଆବଶ୍ୟକୀୟ ଉପକରଣ :-

ମହୁ, ଗ୍ଲିସେରିନ, ଅଲମଣ୍ଡ ଅଏଲ, ଭିଟାମିନ -E, କଫି ପାଉଡର, ଆଲୋବେରା ଜେଲ, ବେବି ସେମ୍ପୁ, ମୁଲତାନୀ ମାଟି, ବେସନ, ନିମ ପାଉଡର, ହଳଦୀ ପାଉଡର, ତୁଳସୀ ପାଉଡର, କଫି ପାଉଡର, ରଜ ୱାଟର, କ୍ଷୀର

ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର :-

1- ପ୍ରଥମ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ମହୁ 4 ଚାମଚ ନେବା ପାଇଁ ପଡିବ | ତାହା ପରେ 2 ଚାମଚ ଗ୍ଲିସେରିନ ନେବେ ତାହା ପରେ ଗୋଟିଏ ଚାମଚ ଅଲମଣ୍ଡ ଅଏଲ,ଓ ଭିଟାମିନ -E କ୍ୟାପସୁଲ ମଧ୍ୟ ନେବେ | ତାହା ପରେ ସେଥିରେ କଫି ପାଉଡର ମିଶାଇବେ ଓ ଆଲୋବେରା ଜେଲ ମଧ୍ୟ ମିଶାଇବାକୁ ପଡିବ | ତାହା ପରେ ସେଥିରେ ଆପଣ ମାନେ ଆପଣଙ୍କର ଫେବୋରାଇଟ ଫେସୱାଶ ମିଶାଇବା ଓ ବେବି ସେମ୍ପୁ ମଧ୍ୟ ମିଶାଇବା | ତାହା ପରେ ସେ ସବୁ କୁ ଭଲ ଭାବରେ ଗ୍ରାଇଣ୍ଡିଂ କରିବା |ତେବେ ବର୍ତ୍ତମାନ ଆମର ଫେସ ୱାଶ ପ୍ରସ୍ତୁତ ହୋଇଗଲା | ଆଉ ତାହା ପରେ ଏହି ଫେସ ୱାଶ କୁ ନେଇକି ମୁହଁରେ ଭଲ ଭାବରେ ମସାଜ କରିବା ଓ ତାହା ପରେ ଗୋଟିଏ ଟାୱେଲ କୁ ଅଦା କରିକି ମୁହଁକୁ ପଛିଦେବା |ତାହା ପରେ ମୁହଁରେ ଟନର ଓ ପରେ ମଏଶ୍ଚରାଇଜର କୁ ବ୍ୟବହାର କରିବା |

2- ତେବେ ଦ୍ଵିତୀୟ ଉପଚାର ଟି ବିଶେଷ କରିକି ଆଏଲି ସ୍କିନ ଥିବା ଲୋକ ମାନଙ୍କ ପାଇଁ | ତେବେ ସେଥିପାଇଁ ପ୍ରଥମେ ଆମେ ମୁଲତାନୀ ମାଟି ନେବା ଆଉ ସେଥିରେ ମିଶାଇବା ବେସନ | ଆଉ ତାହା ପରେ ସେଥିରେ ନିମ ପାଉଡର ଓ ହଳଦୀ ପାଉଡର ମିଶାଇବା ତାହା ପରେ ସେଥିରେ ତୁଳସୀ ପାଉଡର ଓ କଫି ପାଉଡର ମିଶାଇବା, ଶେଷରେ ରଜ ୱାଟର ମିଶାଇବା | ତାହା ପରେ ପ୍ରଥମ ଉପଚାର ସହିତ ଏହି ପେଷ୍ଟ କୁ ମିସାଇକି ଆମେ ଏହାକୁ ଫେସ ୱାଶ ପାଇଁ ବ୍ୟବହାର କରିବା |

3 – ତୃତୀୟ ଉପଚାର କୁ ପ୍ରସ୍ତୁତି କରିବା ପାଇଁ ଆମେ ପ୍ରଥମେ ବ୍ୟବହାର କରିବା କଞ୍ଚା କ୍ଷୀର କୁ | ତେବେ କ୍ଷୀର ରେ ଆମେ ତୁଳା କୁ ବୁଡାଇବା ତାହା ହେଲେ ଆମେ ମୁହଁରେ 3 ଥର ମୁହଁରେ ଲଗାଇବା |

ତେବେ ଏହା ଥିଲା ସେହି ଘରେଇ ଉପଚାର ଯାହାକୁ ବ୍ୟବହାର କରିକି ଆମେ ମାନେ ମୁହଁରେ ଗ୍ଲୋ ଆଣି ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment