Vastu Shastra – ଶୀଘ୍ର ବାହାଘର ହେବା ପାଇଁ କରନ୍ତୁ ଏହି ସହଜ ଉପାୟ 100% ଗ୍ୟାରେଣ୍ଟି ହେବ

ଭାରତରେ ଅଳେଇଚର ପ୍ରୟୋଗ ପୁରୁଣା ସମୟରୁ ହିଁ ହୋଇ ଆସୁଛି , ପୂଜା ପାଠରେ ହେଉ ବା ଖାଇବାରେ ଅଳେଇଚର ପ୍ରୟୋଗ ହୋଇଥାଏ । ସେମିତିରେ ଅଳେଇଚ ଦେଖିବାରେ ତ ବହୁତ ଛୋଟ ହୋଇଥାଏ । କିନ୍ତୁ ଯଦି ଜ୍ୟୋତିଷ ଅନୁସାରେ ଏହାର ବ୍ୟବହାର କରାଯାଏ ଏହା ବହୁତି ହିଁ ଭଲ ଫାଇଦା କରିଥାଏ । ଆଜି ଆମେ ଜାଣିବା ଯେଉଁ ଲୋକମାନଙ୍କର ବିବାହ ବାଧା ଆସୁଛି ସେମାନେ କେଉଁ ପ୍ରକାରରେ ଅଳେଇଚ ଦ୍ୱାରା ନିଜ ବିବାହର ବିଘ୍ନକୁ ଦୂର କରି ପାରିବେ ।

ଯେଉଁ ଲୋକମାନଙ୍କର ବାହାଘରରେ ବାଧା ଆସୁଛି ସେହି ଲୋକଙ୍କୁ ମାସର ଶୁକ୍ଳପକ୍ଷ ର ପ୍ରଥମ ଗୁରୁବାରକୁ କେଉଁ ବି ମନ୍ଦିରକୁ ଯାଇ ଶୁଦ୍ଧ ଘିଅର ଦୀପ ଜଳାନ୍ତୁ । ଦୁଇଟି ଅଳେଇଚ ସହିତ 5 ପ୍ରକାରର ମିଠା ଅର୍ପିତ କରନ୍ତୁ । ଯଦି ଝିଅ କରୁଛନ୍ତି ତ ଶୁକ୍ଳପକ୍ଷର ପ୍ରଥମ ଗୁରୁବାରକୁ ଏହି ଉପାୟ କରନ୍ତୁ , ଆଉ ଯଦି ପୁଅ କରୁଛନ୍ତି ତ ଶୁକ୍ଳପକ୍ଷ ର ପ୍ରଥମ ଶୁକ୍ରବାରକୁ ଏହା କରିବାର ଅଛି । ଏମିତି କରିବା ଦ୍ୱାରା ବିବାହର ଯୋଗ ଖୋଲିବ , ଯେଉଁ ଲୋକ ସୁନ୍ଦର ସ୍ତ୍ରୀର କାମନା କରିଥାନ୍ତି ସେମାନଙ୍କୁ ପ୍ରତ୍ୟେକ ଗୁରୁବାର କୁ 5ଟି ଅଳେଇଚ ହଳଦିଆ ବସ୍ତ୍ର ସହିତ କୌଣସି ବି ଗରିବକୁ ଦାନ ଦିଅନ୍ତୁ ।

ଏହି ଉପାୟକୁ ଯଦି ଆପଣ କମସେ କମ 5 ଗୁରୁବାର କରିବେ ତ ଆଶ୍ଚର୍ଯ୍ୟ ଜନକ ଲାଭ ଦେଖିବାକୁ ମିଳିବ । ଯାହାର ମ୍ୟାରେଜ ବହୁତ ଲେଟ ହେଉଛି କିମ୍ୱା ଏନଗେଜମେଣ୍ଟ ବାରମ୍ୱାର ଭାଙ୍ଗୁଥିବ କିମ୍ୱା କାହାର ଜାତକରେ ବିଘ୍ନ ଥିବ ତ ସେମାନେ ଏହି ଉପାୟକୁ କରନ୍ତୁ । ଏହା ଶୀଘ୍ର ବାହାଘର କରେଇ ଦେବ , ଏହା ପୁଅ ଝିଅ କିମ୍ୱା ସେମାନଙ୍କ ପେରେଣ୍ଟସ୍ ମାନେ ବି କରି ପାରିବେ । ଏଥିପାଇଁ ଦୁଇଟି ଜିନିଷର ଆବଶ୍ୟକ ପ୍ରଥମଟି ହେଲା ସୌଭାଗ୍ୟମାଳା ,ଦ୍ୱିତୀୟଟି ହେଲା ବିବାହ ବାଧା ନିବାରଣ ଯନ୍ତ୍ର । ସକାଳଉ ଜଲଦି ଉଠି ସ୍ନାନ ଆଦି କରି ଗୋଟେ ଛୋଟ ପିଢା ଆଣି , ସେହି ପିଢା ଉପରେ ଗୋଟେ ରେଡ୍ କଲର ର ନୂଆ କପଡା ରଖନ୍ତୁ ।

ଯନ୍ତ୍ରକୁ ପ୍ରଥମେ କ୍ଷୀରରେ ଧୋଇ ପାଣିରେ ଧୋଇବେ , ପୁଣି ଏହାକୁ ଏକ ଭଲ କପଡାରେ ପୋଛି ଦେବେ । ସେହି ଯନ୍ତ୍ରକୁ ନେଇ ସେହି ପିଢା ଉପରେ ସ୍ଥାପିତ କରିବେ , ତାପରେ ସେହି ଯନ୍ତ୍ରରେ ଚନ୍ଦନ , ସିନ୍ଦୁର , ଫୁଲ ଅର୍ପିତ କରନ୍ତୁ । ପୁଣି ମନର ଇଚ୍ଛାକୁ କହି ମୁଣ୍ଡିଆଟିଏ ମାରନ୍ତୁ , ପାଣି ଓ ଫୁଲକୁ ଡାହାଣ ହାତରେ ନେଇ ପୂର୍ଣ୍ଣ ସଂକଳ୍ପ ନିଅନ୍ତୁ କି ଆପଣ ଜଲଦି ବାହା ହେବା ପାଇଁ ଏହା କରୁଛନ୍ତି ।

ନିମ୍ନ ମନ୍ତ୍ର କୁ କହି ସୌଭାଗ୍ୟମାଳାରେ 11 ଥର ଜପ କରିବେ ,ଏହାକୁ 21 ଦିନ ପର୍ଯ୍ୟନ୍ତ କରିବେ । ମନ୍ତ୍ରଟି ହେଲା ଓଁ ହୋ କାମଦେବାୟ ରତ୍ୟେ ସର୍ବ ଦୋଷ ନିବାରଣାୟ ଫଟ୍ । 21 ଦିନ ପରେ ଏହି ଯନ୍ତ୍ର ଓ ସୌଭାଗ୍ୟମାଳାକୁ ନେଇ ନଦୀ ବା କୂଅ କେଉଁଠିବି ଜଳରେ ପ୍ରବାହିତ କରାଇଦେବେ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ବାହାଘରରେ ଆସୁଥିବା ବିଘ୍ନ ସବୁ ଦୂର ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment