ଶେଷରେ ମୁହଁ ଖୋଲିଲେ Varsha : ଅନୁଭବ ଙ୍କ ଭିଡ଼ିଓ କୁ ନେଇ ଏମିତି କହିଲେ… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଏମିତି ଏକ ପ୍ଲାଟଫର୍ମ ଯେଉଁଠି ସବୁ ଘଟଣା ଲୋକଙ୍କ ପାଖରେ ସଂଗେ ସଂଗେ ପହଞ୍ଚି ପାରିଥାଏ। ଆଉ ନିକଟରେ ଅନୁଭବ ତାଙ୍କର କିଛି ପାରିବାରିକ ଘଟଣା କୁ ନେଇ ସୋସିଆଲ ମିଡ଼ିଆରେ ଦୁଃଖ ପ୍ରକାଶ କରିଥିଲେ ଯାହାକୁ ନେଇ ଏବେ ବର୍ଷା ପ୍ରିୟଦର୍ଶିନୀ ଅଭିଯୋଗ କରିଛନ୍ତି ପୁରିଘାଟ ଥାନା ରେ ଯାହା ଏଠାରେ ଜାଣିବାକୁ ମିଳିଛି। ଏହିଠାରେ ଏକ ଘଟଣା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଜୋର ରେ ଭାଇରଲ ହେବାରେ ଲାଗିଛି। ନିକଟରେ ଏକ ଘଟଣା ସୋସିଆଲ ମିଡ଼ିଆରେ ଘୁରି ବୁଲି ଥିଲା।

ଯାହାକୁ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ ଯାହା ଘରେ ଘରେ ପରିଚିତ ସେହି ଘଟଣା ସମ୍ପର୍କରେ। ସେହି ଘଟଣା ଟି ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟରେ ବିବାଦ ପୁଣି ସାମ୍ନାକୁ ଆସିଛି ଯାହା ସବୁ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଏଠାରେ ତାଙ୍କର ବିବାଦ କୁ ନେଇ ଘରେ ଘରେ ଚର୍ଚ୍ଚା ଜୋର ରେ ଧରିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ମଧ୍ୟ ଲାଗି ରହିଛି। ଆଉ କିଛି ଦିନ ତଳେ ଏହି ବିବାଦ କୁ ନେଇ ସାଂସଦ ଅନୁଭବ ମଧ୍ୟ କିଛି ଏମିତି କହିଛନ୍ତି।

ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଯେଉଁଠି ଅଭିନେତ୍ରୀ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ବିବାଦ କୁ ନେଇ କିଛି ଦିନ ତଳେ ଅନୁଭବ ନିଜର ଅନୁଭୂତି ଏବଂ ବର୍ଷା ସମ୍ପର୍କରେ କିଛି କହିଥିଲେ ଯାହାକୁ ନେଇ ଏବେ ଅଭିନେତ୍ରୀ ବର୍ଷା ଅଭିଯୋଗ ଆଣିଛନ୍ତି। ଆଉ ଏହି ଭିଡ଼ିଓ ଟିରେ ତାଙ୍କର ଅଭିଯୋଗ ସମ୍ପର୍କରେ କିଛି ଜାଣିବାକୁ ମିଳିଛି ଯାହା ଏବେ ସାରା ରାଜ୍ୟରେ ଲୋକ ମାନେ ମଧ୍ୟ ଦେଖିବାକୁ ପାଇଛନ୍ତି। ତାଙ୍କର ଫ୍ୟାନ୍ସ ମାନେ ମଧ୍ୟ ଏହାକୁ ନେଇ ଏବେ ବହୁତ ଚିନ୍ତିତ ରେ ରହିଛନ୍ତି ଯାହା ସବୁ ସୋସିଆଲ ମିଡ଼ିଆରେ ଜାଣିବାକୁ ମିଳିଛି। ଆଉ ବର୍ଷା ଲେଖିଛନ୍ତି ଯେ ନାରୀର ମର୍ଯ୍ୟାଦା କୁ ବାହାରେ ପକେଇଛନ୍ତି ସେ ଏବଂ ନିଜର ବ୍ୟକ୍ତିଗତ କିଛି ମତ କୁ ପଦା ରେ ପକେଇଛନ୍ତି ଯାହା ଏହି ଅଭିଯୋଗ ରେ ସବୁ ଲେଖା ହୋଇଛି।

ଏହି ଭିଡ଼ିଓ ରେ ଆଉ ମଧ୍ୟ ବର୍ଷା କହିଛନ୍ତି ଯେ ଏହି ବିବାଦ କୁ ନେଇ ଏବେ ଘଟଣା କୋର୍ଟ ରେ ବିଚାରଧୀନ ଥିବା ସମୟରେ ସେ କିପରି ସେ ସମ୍ପର୍କରେ ଏମିତି କିଛି ମନ୍ତବ୍ୟ ସୋସିଆଲ ମିଡ଼ିଆରେ କହି ପାରିଲେ। ଆଉ ଏବେ ପର୍ଯ୍ୟନ୍ତ ଦୁହିଁଙ୍କର କିଛି ସମାଧାନ ମଧ୍ୟ ହୋଇ ପାରିନାହିଁ ଯାହା ଏଠାରେ ଦେଖିବାକୁ ମିଳିଛି। ଏହି ଭିଡ଼ିଓ ଟିରେ ଆହୁରି ମଧ୍ୟ କହିଛନ୍ତି ସେ ଆଉ ନିଜର କିଛି ସମ୍ପର୍କ ବିଷୟରେ ଯାହା କହିଛନ୍ତି କିଛି କୁ ମଧ୍ୟ ବିରୋଧ କରିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ତୁ ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment