ଶେଷରେ ଏହି ମହିଳା କଲେ ମହା ଖୁଲାସା ! ସକାଳ ୧୨ଟାରେ ନିଦ ଭାଙ୍ଗେ… ରାତି ୧୨ଟା ପରେ କାମ ଆରମ୍ଭ ହୁଏ… ରାତି ତମାମ ଘରକୁ ଆସନ୍ତି ଅତିଥି …ଘର ଆଗରେ ଲାଗେ ବଡ ବଡ ଗାଡି, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଚହଳ ଖେଳାଇ ଦେଇଛି ସେହି ଗୋଟିଏ କଥା ତାହା ହେଉଛି ଅର୍ଚନା ନାଗ ଙ୍କ ବିଷୟରେ ଚାଲିଥିବା ଗୁମର କଥା | ଆଉ ଯେଉଁଠି ଭାଇରାଲ ହେଉଛି କି କେଉଁ ଭଳି ଭାବରେ ନିଜର ମାୟା ଜାଲରେ ସମସ୍ତଙ୍କୁ ଫୋସାଇଥିଲେ ଅର୍ଚନା ଆଉ ନିଜର ଜାଲ ରେ ଫୋସାଇ ଟଙ୍କା ଲୁଟି ବଡ ରାଜ ଭବନ ସୃଷ୍ଟି କରିଥିଲେ ମହିଳା ଜଣଙ୍କ | ଆଉ ଯେଉଁ ଘଟଣା ନେଇକି ବର୍ତ୍ତମାନ ପଡୋଶୀ ମାନେ ମଧ୍ୟ କେତେଜଣ ପ୍ରତିକ୍ରିୟା ରଖିଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ଅର୍ଚନା ନାଗ ଙ୍କ ଘରକୁ ନେତା ଠାରୁ ଆରମ୍ଭ କରିକି ମନ୍ତ୍ରୀ, ପ୍ରଯୋଜକ ଓ ବଡ଼ ବଡ଼ ବିଲଡିର ମାନେ ଆସନ୍ତି କିନ୍ତୁ ଦିନରେ ନୁହଁ ରାତିରେ |ଆଉ ମନ ଇଚ୍ଛା ସେ ତାଙ୍କର ଚାଲ ଚଳେଇଥାନ୍ତି | ଆଉ ଯେଉଁଠି ଶୁଣିବାକୁ ମିଳିଛି କି ଯେତେ ରାତି ବଢିବାକୁ ଲାଗିଥାଏ ଅର୍ଚନା ଙ୍କ ଘର ସାମ୍ନା ରେ ସେତେ ବଡ଼ ବଡ଼ିଆ ଙ୍କ ଗାଡ଼ି ଜମି ଥାଏ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ରାତି 12 ପରେ ଆରମ୍ଭ ହୋଇଯାଏ ତାଙ୍କର ସମସ୍ତ କାମ | ଆଉ ସେ ଆରମ୍ଭ କରିଥାନ୍ତି ଟଙ୍କା ରୋଜଗାର ର ପନ୍ଥା |

ତେବେ ସେ ତାଙ୍କର ମନ ଇଚ୍ଛା ରେ ସମସ୍ତ କାର୍ଯ୍ୟ କରିଥାନ୍ତି | ଦିନ 12 ଯାଏ ଶୁଅନ୍ତି ଓ ରାତିରେ ତାଙ୍କର ଧନ୍ଦା ଚଳନ୍ତି ବୋଲି କୁହାଯାଉଛି | ଆଉ ଯେଉଁଠି ତାଙ୍କର ପଡୋଶୀ ମାନେ ମଧ୍ୟ କହିଛନ୍ତି କି ଅର୍ଚନା ଙ୍କ ସହିତ ତାଙ୍କର ପଡୋଶୀ ମାନେ ମଧ୍ୟ ସେତେ ମିଶନ୍ତି ନାହିଁ | ଆଉ ସତ୍ୟନଗର ରେ ଯେଉଁ ଘରର ଉଦଘାଟନ କରିଥିଲେ ସେଠାକୁ ମଧ୍ୟ ବଡ ବଡ଼ିଆ ବାବୁ ମାନେ ଆସିଥିଲେ କିନ୍ତୁ ତାଙ୍କର ପଡୋଶୀ କେହି ଯାଇ ନ ଥିଲେ ବୋଲି କହିଛନ୍ତି | ତେବେ ପଡୋଶୀ ମାନେ ଅର୍ଚନା ଙ୍କ ବିଷୟରେ କେମିତି କିଛି ପ୍ରକାଶ କରୁ ନାହାନ୍ତି |

ତେବେ ସେମାନେ ବୋଧେ ଭାବୁଛନ୍ତି କି ଯେହେତୁ ଅର୍ଚନା ଙ୍କ ସହିତ ବଡ଼ ବଡ଼ ଲୋକ ଙ୍କର ହାତ ଅଛି ତେଣୁ ସେ କିଛି ବି କରି ଦେଇ ପାରନ୍ତି |ତେବେ କୁହାଯାଉଛି କି ଅର୍ଚନା ଙ୍କ ଘର ସାମ୍ନା ରେ ଥିବା ସିସିଟିଭି ଓ ପାଖରେ ଥିବା ଶିକ୍ଷାନୁଷ୍ଠାନ ମାନଙ୍କରେ ଲାଗିଥିବା ସିସିଟିଭି କୁ ଚେକ କରିଲେ କିଛି ଟା ସତ୍ୟ ପ୍ରକାଶ ପାଇପାରିବ | ତାହା ସହିତ ଏପଟେ ଦେଖା ଯାଇଛି କି ନିଜର ପ୍ରଣାମ କୁ ଲୁଚାଇବା କୁ ଯାଇ ଅର୍ଚନା ଙ୍କ ସ୍ୱାମୀ ଜଗବନ୍ଧୁ ସମସ୍ତ ପ୍ରମାଣ କୁ ଲୁଚାଇବା ପାଇଁ ଫେସବୁକ ଏକାଉଣ୍ଟ କୁ ବ୍ଲକ କରିବା ସହିତ ତାଙ୍କର ପୋଷ୍ଟ କରାଯାଇଥିବା ସମସ୍ତ ଫୋଟ ଡିଲିଟ କରିଛନ୍ତି | ଯାହା ଏବେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment