ଶେଷ ଫିଲ୍ମ ଦେଖି ଝୁରୁଛନ୍ତି ଫ୍ୟାନ… ଏହି ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ… ଦେଖନ୍ତୁ Video

କିଛି ଦିନ ପୂର୍ବେ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା ଯେଉଁଠି ଜଣେ କାନାଡ଼ାର ବହୁତ ବଡ଼ ସୁପର ଷ୍ଟାର ପୁନିତ ଙ୍କର ମୃତ୍ୟୁ ଖବର। ଯାହା କୁ ନେଇ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା। ତାଙ୍କର ଏହି ଅକାଳ ମୃତ୍ୟୁ ପାଇଁ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି। ସେ ଥିଲେ ଏକଧାରରେ ଅଭିନେତା ସହିତ ସମାଜ କର୍ମୀ ମଧ୍ୟ। ବର୍ତମାନ ସମୟରେ ତାଙ୍କର ଏକ ନୂଆ ଫିଲ୍ମ ଆସିଛି ଏବଂ ଏଠାରେ ଫ୍ୟାନ୍ସ ମାନେ ଏମିତି କିଛି କରିଛନ୍ତି ତାହା ଆପଣଙ୍କୁ ଲାଗିବ ଯେ ସେ ମଧ୍ୟ ଏବେ ଅଛନ୍ତି।

ଏବେ କାନାଡ଼ା ସୁପର ଷ୍ଟାର ପୁନିତ ଙ୍କୁ ସାରା ଦେଶ ମନେ ପକାଇଛି ହେଲେ ସେ ଏହି ଜଗତରେ ନାହାଁନ୍ତି ଯାହା କୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା। ତାଙ୍କର ଜନ୍ମ ଦିନ ପାଇଁ ଫ୍ୟାନ୍ସ ମାନେ ବହୁତ ଧୁମଧାମରେ ସେଲିବ୍ରେସନ କରୁଛନ୍ତି ଯାହା ଏବେ ଏଠାରେ ଦେଖୁବାକୁ ମିଳୁଛି। ତାଙ୍କର ଫିଲ୍ମରେ ଏହିଭଳି ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ କୁ କିଣିଛନ୍ତି ଯାହା ଏବେ ନଥିଲେ ମଧ୍ୟ ତାଙ୍କର ଚେହେରା ମଧ୍ୟ ଦେଖା ଯାଉଛି ଏବଂ ତାଙ୍କୁ ଭୁଲି ମଧ୍ୟ ହୋଇନାହିଁ। ତାଙ୍କୁ ସେହିଭଳି ଭଲ ପାଇବା ଦର୍ଶକ ମାନେ ସର୍ବଦା ଦେଇଛନ୍ତି ଆଉ ଦେଇ ଆସୁଛନ୍ତି ମଧ୍ୟ। ଆଉ ସେ ତାଙ୍କ ଜୀବନ ଶୈଳୀ ମଧ୍ୟରେ ଅନେକ ସିନେମା ରେ ଅଭିନୟ କରିଛନ୍ତି ଆଉ ବେଶୀ ସାଉଥ ଇଣ୍ଡଷ୍ଟ୍ରି ରେ ଫିଲ୍ମ ଅଧିକାଂଶ କରିବା ପାଇଁ ସୁଯୋଗ ପାଇଛନ୍ତି ଏବଂ ସେ ଏବେ ଘରେ ଘରେ ସୁପରିଚିତ।

କାନାଡ଼ା ବଡ଼ ସୁପର ଷ୍ଟାର ପୁନିତ ରାଜକୁମାର ଶେଷ ଥର ଗୋଟିଏ ଫିଲ୍ମ କରିଥଲେ ସେଥିରେ ସେ ହିରୋ ଭାବରେ ରୋଲ କରିଥିଲେ। ସେହି ଫିଲ୍ମର ନାମ ” ଜେମ୍ସ”। ଏହି ଫିଲ୍ମ ଶୁଟିଂ ପରେ ତାଙ୍କର ଦେହ ଖରାପ ହୋଇ ମୃତ୍ୟୁ ବରଣ କରିଥିଲେ। ଯାହା କୁ ଫ୍ୟାନ୍ସ ମାନେ ମଧ୍ୟ ଏବେ ଯାଏ ତାଙ୍କୁ ମନେ ରଖିଛନ୍ତି ଆଉ ତାଙ୍କ ଫଟୋ ଲଗାଇ ବିଭିନ୍ନ ସମୟରେ ସେଲିବ୍ରେଟ କରି ଥାଆନ୍ତି। ଆଉ ଏବେ ତାଙ୍କର ଏହି ଶେଷ ଫିଲ୍ମ ଟି ଥିଏଟର ରେ ପଡିବା ଦେଖିବା ପାଇଁ ଟିକେଟ କାଉଣ୍ଟର ରେ ରାତି ସାରା ଫ୍ୟାନ୍ସ ମାନଙ୍କ ଭିଡ଼ ଲାଗିଛି। ଆଉ ଏହି ଫିଲ୍ମ ତାଙ୍କର ସାରା ଦେଶରେ ବହୁତ ବିଜନେସ ମଧ୍ୟ କରିଛି ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା।

ଆଉ ଏଠାରେ ସୁପର ଷ୍ଟାର ପୁନିତ ଙ୍କ ଫିଲ୍ମ ପାଇଁ ସବୁ ବେଳେ ଥିଏଟର ଫ୍ୟାନ୍ସ ମାନଙ୍କ ଲମ୍ବା ଲାଇନ ଲାଗିଥାଏ ଏବଂ ତାଙ୍କର ଏହି ଶେଷ ସିନେମାରେ ପ୍ରୟତଃ ୧୦ କୋଟି ଟଙ୍କା କେବଳ ନିଜ ରାଜ୍ୟରେ ରୋଜଗାର ହୋଇଛି। ଆଉ ସେହି ଫିଲ୍ମ ସାରା ଭାରତ ବର୍ଷରେ ପ୍ରାୟ ୧୫ କୋଟି ଟଙ୍କା ମଧ୍ୟ ଇନକମ କରିଛି ବୋଲି ଯାହା ସୂଚନା ମିଳିଛି। ଆଉ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଦେଖା ଦେଇଛି। କିନ୍ତୁ ଫ୍ୟାନ୍ସ ମାନଙ୍କ ପାଖରେ ସୁପର ଷ୍ଟାର ପୁନିତ ଏବେ ମଧ୍ୟ ଜୀବିତ।

 

Leave a Comment