ବନ୍ଧୁଗଣ ଆପଣ ଜାଣିଥିବେ ପାଣି ହେଉଛି ଜୀବନ, ଆମ ଜୀବନରେ ପାଣିର ବହୁତ ଆବଶ୍ୟକତା ରହିଛି |ଆପଣ ଗୋଟିଏ ଦିନ କେବେବି ବିନା ପାଣିରେ ବଞ୍ଚି ପାରିବେ ନାହିଁ |ପାଣି ଅଭାବରେ ଲୋକଙ୍କ ଜୀବନ ଚାଲି ଯାଇପାରେ, ତେଣୁ ପାଣି ଆମ ଜୀବନରେ ଏକ ଗୁରୁତ୍ୱ ପୂର୍ଣ୍ଣ ଅଂଶ ବୋଲି ଧରି ନିଅଯାଏ |ଯଦି ଆମେ ପାଣି ପିଇବା କମ କରିଥାଉ ତେବେ ଆମ ଶରୀରରେ ପାଣିର ପରିମାଣ କମିଯାଏ ତେବେ ଆମର ଦେହ ଖରାପ ହୋଇଯାଏ |ଆପଣ ଯଦି ଅଧିକ ପାଣି ପିଉଥାନ୍ତି ତେବେ ଆପଣଙ୍କ ଶରୀରରେ ଅନେକ ରୋଗ କମିଯାଏ |ପ୍ରତ୍ୟକ ଦିନ ଆପଣ ପ୍ରାୟ 4 ରୁ 5 ଲିଟର ପାଣି ପିଇବା ଆବଶ୍ୟକ, ଏହିପରି ପାଣି ପିଇଲେ ଆପଣଙ୍କ ଶରୀରରେ ଅନେକ ରୋଗ କମିଯାଇଥାଏ |ମୁଁ ଆଜି ଆପଣକୁ ପାଣି ପିଇବାର ଉପାୟ ବିଷୟରେ କହିବି, ଆପଣ ପାଣିକୁ ଠିକ ଉପାୟରେ ପିଇଲେ ତାହା ଆପଣଙ୍କ ଶରୀରକୁ ନିରୋଗ ଓ ସୁସ୍ଥ ରଖିଥାଏ |
ପାଣି ଆମ ଶରୀର ପାଇଁ କେତେଯେ ଉପଯୋଗୀ ତାହା ଆପଣ ଜାଣିଛନ୍ତି ନିଶ୍ଚିତ,ଅଧିକ ପାଣି ପିଇବା ଦ୍ଵାରା ଆମ ଶରୀରରେ ଅନେକ ପ୍ରକାର ରୋଗ ଭଲ ହେବ ସହିତ ଆମକୁ ଚର୍ମ ରୋଗରୁ ମଧ୍ୟ ରକ୍ଷା କରିଥାଏ |ସକାଳ ବସି ମୁହଁରେ ପାଣି ପିଇବା ଆମ ଶରୀର ପାଇଁ ଅଧିକ ଲାଭ ଜଣକ ତେବେ ଆସନ୍ତୁ ଜାଣିବା ପାଣି ପିଇବାର ଉପାୟ ବିଷୟରେ |
-ସକାଳ ବାସି ମୁହଁରେ ପାଣି ପିଇବା ଦ୍ଵାରା ଶରୀରର ଭିତର ଭଗର ଥିବା ଅଙ୍ଗ ଗୁଡିକ ଅଧିକ ଆକ୍ଟିଭ ରହିବା ସହିତ ଆପଣଙ୍କ ମୁହଁର ଗ୍ଲୋ ମଧ୍ୟ୍ୟ ଅଧିକ ଦେଖାଯାଏ |ତାହା ସହିତ ସକାଳ ବସି ମୁହଁରେ ପାଣି ପିଇବା ଦ୍ଵାରା ଶରୀର ଭିତର ଭାଗ ସଫା ହୋଇଯାଏ ଓ ଆମ ଶରୀର ସୁସ୍ଥ ରହିଥାଏ |
-ଶୋଇବା ପୂର୍ବରୁ ପାଣି ପିଇବାର ଫାଇଦା :ସୁଇବା ପୂର୍ବରୁ ପାଣି ପିଇବା ଦ୍ଵାରା ଆମ ଶରୀରରେ ହାର୍ଟ ଜନିତ ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ |ହାଟଟାକ ଜନିତ ରୋଗ ଅପଣଂକର କମିଯାଏ |
-ଗାଧୋଇବା ପୂର୍ବରୁ ଆପଣ ଏକ ଗ୍ଲାସ ପାଣି ପିଇବା ଆବଶ୍ୟକ, ଏହା ଦ୍ଵାରା ଆପଣଙ୍କ ବ୍ଲଢ ପ୍ରେସର ଜନିତ ରୋଗ ଥିଲେ ତାହା କମ କରିଦେବ |
-ସନ୍ଧ୍ୟାରେ ଆପଣ ଜଳଖିଆ ଖାଇବା ପୂର୍ବରୁ ଆପଣ ଏକ ଗ୍ଲାସ ପାଣି ପିଅନ୍ତୁ ଯାହା ଦ୍ଵାରା ଆପଣ ବହୁତ କମ ଜଳଖିଆ ଖାଇବେ ଏବଂ ଆପଣ ମୋଟାପଣ କମିଯାଏ |
-ଯଦି ଆପଣ ଟେନସନରେ ରହିଛନ୍ତି କିମ୍ବା ବିରକ୍ତି ଅଛନ୍ତି ତେବେ ଆପଣ ସେହି ସମୟରେ ଏକ ଗ୍ଲାସ ପାଣି ପିଅନ୍ତୁ, ଏହାଦ୍ୱାରା ଆପଣ ଯେତେ ଅଧିକ ଟେନସନରେ ରହିଲେ ମଧ୍ୟ୍ୟ ଆପଣ ଫ୍ରି ଅନୁଭବ କରିବେ |
ଏହି ନିୟମ ଆପଣ କରିବା ସହିତ ଆପଣ ଯଦି ଖାଇବା ଘଣ୍ଟେ ପୂର୍ବରୁ କିମ୍ବା ପରେ ପାଣି ପିଅନ୍ତି ତେବେ ତାହା ମଧ୍ୟ ଆପଣଙ୍କ ଶରୀର ପାଇଁ ବହୁତ ଲାଭ ଦାୟକ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।