ଦେଖନ୍ତୁ viral ଭିଡ଼ିଓ- ସହାୟତାର ହାତ ବଢ଼ିଲେ ରାଣୀ ପଣ୍ଡା , ମୁଁ ତୁମ ପରିବାରକୁ ପୋଷିବି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ରାଣୀ ପଣ୍ଡା ଙ୍କର ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି କୁହାଯାଉଛି କି ରାଣୀ ପଣ୍ଡା ଙ୍କର କାର ଆକ୍ସିଡେଣ୍ଟ ରେ ଜଣେ ଯୁବକଙ୍କର ଏକ୍ସିଡେଣ୍ଟ ହୋଇ ଯାଇଛି | ଆଉ ରୋଜକାରିଆ ପୁଅ କୁ ତାହାର ମା ହରାଇବା ପରେ ଓ ସ୍ୱାମୀ ଙ୍କ ପାଖରୁ ସବୁଦିନ ଦୁରେଇ ଦେବାର ଦୁଃଖରେ ଭାଙ୍ଗି ପଡିଛନ୍ତି ସୁକାନ୍ତ ଙ୍କର ପରିବାର ଲୋକ ଆଉ ରାଣୀ ଙ୍କ ଏଥିପାଇଁ ଦାୟୀ ବୋଲି କହିଛନ୍ତି | ଆଉ ରାଣୀ ମଧ୍ୟ ଖଣ୍ଡିଆ ଖାବରା ହୋଇ ପଡିଛନ୍ତି ଆଉ କହୁଛନ୍ତି ଯଦି ମୁଁ ଦୋଷ କରିଛି ତାହେଲେ ସହାୟତା ମଧ୍ୟ ଯୋଗେଇବି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ଆପଣ ମାନେ ଯାତ୍ରା ଜଗତରେ ହଟ ଆଇଟମ ଡାନ୍ସର ଭାବରେ କାମ କରୁଥିବା ରାଣୀ ପଣ୍ଡା ଙ୍କ ବିଷୟରେ ବେଶ ଭଲ ଭାବରେ ଜାଣିଥିବେ | ତେବେ ଯାହା କୁହାଯାଉଛି କି ରାଣୀ ପଣ୍ଡା ବର୍ତ୍ତମାନ ହସ୍ପିଟାଲ ର ବେଡ଼ ରେ ପଡିଛନ୍ତି ଆଉ ତାଙ୍କର ଗୋଡ଼ ଓ ହାତ ମଧ୍ୟ ଭାଙ୍ଗି ଯାଇଛି ବୋଲି କୁହାଯାଉଛି | ତେବେ ଯାହା ସୂଚନା ମିଳିଛି କି ରାଣୀ ପଣ୍ଡା ଏକ ବାହାଘର ଭୋଜି ରେ ଯାଇଥିଲେ ଆଉ ସେଠାରୁ ଫେରୁଥିବା ସମୟରେ ତାଙ୍କର କାର ସହିତ ଜଣେ ଯୁବକଙ୍କୁ ଙ୍କର ବାଇକ ର ଧକ୍କା ହୋଇଥିଲା |

ତେବେ ମିଳିଥିବା ସୂଚନା ଅନୁସାରେ ଆଠଗଡ ନିକଟସ୍ଥ ଦଳଖାଇ ବ୍ଲକ ର ମୁଣ୍ଡୁଳି ରାସ୍ତା ରେ ରେ ତଥା ଡାଳଖାଇ ଠାକୁରାଣୀ ଙ୍କ ମନ୍ଦିର ଆଗରେ ଏକ୍ସିଡେଣ୍ଟ ହୋଇଥିଲା | ଆଉ ଯାହା ଫଳରେ ଘଟଣା ସ୍ଥଳରେ ସୁକାନ୍ତ ନାମକ ଯୁବକ ଜଣକର ମୃତ୍ୟୁ ମଧ୍ୟ ହୋଇ ଯାଇଛି | ଆଉ ତାଙ୍କର ର ମୃତ୍ୟୁ କୁ ନେଇକି ତାଙ୍କର ପରିବାର ରେ ଶୋକ ର ଛାୟା ଖେଳି ଯାଇଛି ବୋଲି କୁହାଯାଉଛି | ଆଉ ଯେଉଁଠି ପାଇଁ ସେମାନେ ରାଣୀ ଙ୍କ ଦାୟୀ ବୋଲି କରିବା ସହିତ ଭରଣ ପୋଷଣ କଥା କହିଛନ୍ତି |ତେବେ ରାଣୀ ପଣ୍ଡା ଙ୍କର ମଧ୍ୟ ହାତ ଗୋଡ଼ ରେ ଖଣ୍ଡିଆ ହୋଇଛି ଆଉ ହସ୍ପିଟାଲ ବେଡ଼ ରେ ସେ ପଡିଛନ୍ତି |

ତଥାପି ରାଣୀ ପଣ୍ଡା ତାଙ୍କର ଭାଇ ଙ୍କ ହାତରେ 35 ହଜାର ଟଙ୍କା ସହାୟତା ରାଶି ଭାବରେ ବଢ଼ାଇ ଛନ୍ତି | ତାହା ସହିତ ସେ କହିଛନ୍ତି କି ଭଲ ହୋଇ ରାଣୀ ସେମାନଙ୍କ ପାଖକୁ ଯିବେ ଓ ଯଦି ସେ ଦୋଷ କରିଛନ୍ତି ତେବେ ତାଙ୍କର ପରିବାର କୁ ମଧ୍ୟ ସେ ପୋଷିବେ ଓ ତାଙ୍କର ପିଲାମାନଙ୍କ ମଧ୍ୟ ସେ ପାଠ ପଢାଇବେ ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ସୁଦ୍ଧା ସରକାରୀ ତରଫରୁ କିଛି ବି ସହାୟତା ଆଜି ପର୍ଯ୍ୟନ୍ତ ମିଳି ପାରିନି ବୋଲି ସୁକାନ୍ତ ଙ୍କ ଘର ଲୋକ କହିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment