ଶାଶୁକୁ ପନିକି ଧରି ଗୋଡଉଛି ବୋହୂ.. ପୁଅକୁ ଜନ୍ମ ଦେଇଥିଲେ କ’ଣ ଏହି ଦିନ ଦେଖିବା ପାଇଁ… ଗୋଟେ ମା’ର ବୁକୁ ଫଟା ଚିତ୍କାର… ଦେଖନ୍ତୁ Video

ଏହି ସମୟରେ ଏମିତି ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ତାହା ସ୍ଥାନୀୟ ଅଂଚଳ କୁ ହଲଚଲ ସୃଷ୍ଟି କରି ଦେଇଛି। ଏହି ପରି ଏକ ଘଟଣା ଏବେ ବାଲେଶ୍ଵର ଜିଲ୍ଲାରେ ଦେଖା ଦେଇଛି। ଏଠାରେ ବୃଦ୍ଧା ଅବସ୍ଥାରେ ରେ ଥିବା ଦୁଇ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ବାର ଦ୍ୱାର ବୁଲୁଛନ୍ତି ଯାହାକୁ ଦେଖିଲେ ଆଖିରେ ଅଶ୍ରୁ କମି ନାହିଁ। ଏହିଭଳି ଅବସ୍ଥାରେ ଘରୁ ବାହାର କରି ଦେଲେ ସେମାନଙ୍କ ନିଜର ପୁଅ ଓ ବୋହୁ ଦୁହେଁ। ଏହି ସମୟରେ ସେମାନଙ୍କର ଯତ୍ନ ନେବା ପରିବର୍ତ୍ତେ ଏମିତି କଷ୍ଟ ଦେଇଛନ୍ତି। ଆଉ ସେ ଦୁହେଁ ଏବେ ଖାଇବାକୁ ପିଇବାକୁ ଠିକ ପାଇଁ ପାରୁ ନାହାଁନ୍ତି। ଆଉ ଏମିତି ଘଟଣା କୁ ନେଇ ସ୍ଥାନୀୟ ଅଂଚଳ ରେ ଉତ୍ତେଜନା ସୃଷ୍ଟି ମଧ୍ୟ ଦେଖା ଦେଇଛି ଆଉ ଏବେ ସେ ଦୁହେଁ ଥାନା ଆଗରେ ଖରା ରେ ବସିଛନ୍ତି। ତେବେ ବନ୍ଧୁଗଣ ଏହି ଅବସ୍ଥାରେ ରହିଥିବା ପରେ ନ୍ୟାୟ ଏବେ ଯାଏ ମିଳି ନାହିଁ ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ଏହି ଠାରେ ସୂଚନା ମୁତାବକ ସେହି ଦୁହେଁ ବୃଦ୍ଧା ମଣିଷ ଏବେ ତାଙ୍କ ଘରରୁ ବହାରିବା ପରେ ତାଙ୍କ ଝିଅ ପାଖରେ ଅଛନ୍ତି ଏବଂ ତାଙ୍କ ଝିଅ ବାଲେଶ୍ଵର ରେ ଚାକିରୀ କରିଛନ୍ତି। ତାଙ୍କର ପୁଅ ବହୁତ ମାର ପିଟା କରିବା ସହିତ ତାଙ୍କ ବୋହୁ ପନିକି ଉଠେଇ ଥିଲେ ମାରିବା ପାଇଁ ଶାଶୁଙ୍କ ଉପରକୁ। ଏହା ପରେ ଶାଶୁ ଓ ଶଶୁର ଦୁହେଁ ଘରୁ ବାହାରି ଯାଇଥିଲେ। ଯାହା ଏବେ ହୀନସ୍ତା ହୋଇଛନ୍ତି। ଏହିଠାରେ ପୁଅ ଓ ବୋହୁ ଦୁହେଁ ଏମିତି କିଛି କହିଛନ୍ତି ଯାହା ପାଇଁ ବୃଦ୍ଧା ଅବସ୍ଥାରେ ଥିବା ଦୁଇ ବାପା ଓ ମା ଏମିତି ଅସୁବିଧାରେ ଅଛନ୍ତି। ତାଙ୍କର ଏବେ ଘର ନାହିଁ କି ଖାଇବା ପାଇଁ କିଛି ନାହିଁ। ତାଙ୍କ ପୁଅ ଓ ବୋହୁ ପାଇଁ ଭଉଣୀ ଗୋଟିଏ ଘର କରିଥିଲେ ବାପା ଓ ମା ଓ ପୁଅ ଆଉ ସମସ୍ତେ ମିଶିକି ରହିବା ପାଇଁ ହେଲେ ସେଠାରୁ ତାଙ୍କୁ ବାହାର କରି ଦେଲେ।

ଏହିପରି ଘଟଣା କୁ ନେଇ ସେ ଏବେ ଝିଅ କୁ ଜଣାଇ ଥିଲେ ଆଉ ପରବର୍ତୀ ସମୟରେ ଝିଅ ତାଙ୍କୁ ସବୁ ସହଯୋଗ ମଧ୍ୟ କରି ଆଇନର ଆଶ୍ରୟ ନେଇଥିଲେ। ଆଜିକି ଏତେ ଦିନ ହେଲାଣି ଘଟଣା ହେଲେ କିଛି ବି ସମାଧାନ ହୋଇ ପାରିନାହିଁ। ଆଉ ଏହାକୁ ନେଇ ସେମାନେ ଏବେ ନ୍ୟାୟ ଦାବିରେ।ତାଙ୍କୁ ଜନ୍ମ ଠାରୁ ଏତେ ବଡ଼ ଯିଏ କରିଛି ଶେଷରେ ତାଙ୍କୁ ବାହାର କରି ଦେଇଛନ୍ତି ଆଉ ଏବେ ଦୁହେଁ ବାହାରେ ବସି ଲୁହ ଗଡାଉଛନ୍ତି। ଏମିତି ସେ କହୁଛନ୍ତି ଯେ ମୋତେ ଆଜି ଏମିତି ଦିନ ଦେଖିବାର ଥିଲା। ଯାହା ସବୁ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଏହି ଘଟଣା ଟି ବାଲେଶ୍ଵର ଜିଲ୍ଲାର ନୀଳଗିରି ଅଞ୍ଚଳ ରେ ଦେଖା ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment