Odisha News Portal

Sadhu Bani – ଶାଶୁଘରେ ବହୁତ ଭାଗ୍ୟଶାଳି ହୋଇଥାନ୍ତି ଏହି 4 ଟି ନାମର ବୋହୂ

ଦୁନିଆରେ ଯେପରି ସମସ୍ତ ଙ୍କ ପରିଚୟ ଅଲଗା ହୋଇଥାଏ ସେପରି ସେମାନଙ୍କ ର ସ୍ଵଭାବ ମଧ୍ୟ ଅଲଗା ହୋଇ ଥାଏ। ସେହିପରି ସମସ୍ତଙ୍କ ନାମ ଅଲଗା ଅଲଗା ହୋଇଥାଏ।ଏହି ଦୁନିଆ ରେ ଲୋକ ଙ୍କ ସ୍ଵଭାବ କୁ ବୁଝିବା ଅତି କଷ୍ଟ ହୋଇଥାଏ। ବ୍ୟକ୍ତି ର ନାମ ର ପ୍ରଥମ ଅକ୍ଷର ରୁ ବ୍ୟକ୍ତି ର ଭବିଷ୍ୟତ ବିଷୟ ରେ ଅନେକ କିଛି ଜାଣିବାକୁ ମିଳିଥାଏ।ବିବାହ ପରେ ଗୋଟିଏ ଝିଅ ର ଭାଗ୍ୟ ଭବିଷ୍ୟତ ସମ୍ପୂର୍ଣ ବଦଳି ଯାଇଥାଏ। ଝିଅ ଟିଏ ବିବାହ କରି ଶାଶୁଘର କୁ ଗଲେ କୁହାଯାଏ ଘରକୁ ଲକ୍ଷ୍ମୀ ଆସିଛି ବୋଲି ।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ନାମରେ ଝିଅ ମାନେ ଅଛନ୍ତି ଯେଉଁମାନେ ନିଜ ଶାଶୁଘର ପାଇଁ ଖୁବ୍ ଶୁଭ ବୋଲି ପ୍ରମାଣିତ ହୋଇ ଥାଆନ୍ତି । ତେବେ ଆଜି ଆମେ ସେହି ବିଷୟ ରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିବା କେଉଁ ନାମ ର ଝିଅ ଭାଗ୍ୟ ଶାଳୀ ହୋଇ ଥାଆନ୍ତି ;

୧- ଏହି ଲିଷ୍ଟ ରେ ପ୍ରଥମ ଅକ୍ଷର ଅଟେ J ,

ଏହି ଅକ୍ଷର ଥିବା ଝିଅ ମାନେ ବହୁତ୍ ହସଖୁସ ପ୍ରକୃତି ର ହୋଇ ଥାଆନ୍ତି । ସେମାନଙ୍କ କଥା ରେ ସାମ୍ନା ରେ ଥିବା ଲୋକ ମାନେ ଆକର୍ଷିତ ହୋଇ ଯାଇ ଥାଆନ୍ତି। ଏମାନେ ନିଜ ପରିବାର ଲୋକ ମାନଙ୍କୁ ଖୁବ୍ ଭଲ ପାଇ ଥାଆନ୍ତି ଓ ସେମାନଙ୍କ ସୁଖ ଦୁଃଖ ରେ ସର୍ବଦା ସାଥ ଦେଇ ଥାଆନ୍ତି । ଏହି ଝିଅ ମାନଂକ ଉପରେ ମାତା ଲକ୍ଷ୍ମୀ ସର୍ବଦା ଖୁସି ଥାନ୍ତି। ଏମାନେ ଯେଉଁ ଘରକୁ ବୋହୂ ହୋଇ ଯାଆନ୍ତି ସେହି ଘରେ ଧନ ର ଅଭାବ ରୁହେ ନାହିଁ।

୨- s ଅକ୍ଷର ,

ଯେଉଁ ଝିଅ ମାନଂକ ନାମ ର ପ୍ରଥମ ଅକ୍ଷର S ହୋଇଥାଏ ସେମାନେ ଖୁବ୍ କଠିନ ସ୍ଵଭାବ ହୋଇ ଥାଆନ୍ତି। କିନ୍ତୁ ଏମାନେ ସର୍ବଦା ସବୁ କାର୍ଯ୍ୟ ବୁଝି ବିଚାରି କରି ଥାଆନ୍ତି। ନିଜ ସ୍ବାମୀ ପ୍ରତି ଏମାନେ ସର୍ବଦା ସମର୍ପିତ ଥାଆନ୍ତି । ନିଜ ସ୍ବାମୀ ଙ୍କ ସହିତ ଶାଶୁଘର ର ସମସ୍ତ ଲୋକ ମାନଙ୍କ ସମ୍ମାନ କରି ଥାଆନ୍ତି । ଏମାନଙ୍କ ପାଇଁ ଏମାନଙ୍କ ଘର ଲୋକ ସର୍ବଦା ଗର୍ବ ଅନୁଭବ କରନ୍ତି। ଯେଉଁ ଘରେ ରୁହନ୍ତି ସେହି ଘରେ ଧନ ଯଶ ସମ୍ମାନ ବୃଦ୍ଧି ପାଇଥାଏ ।

୩- L ଅକ୍ଷର ,

ଯେଉଁ ଝିଅ ମାନଂକ ନାମ ର ପ୍ରଥମ ଅକ୍ଷର L ହୋଇଥାଏ ସେମାନଙ୍କ ପାଇଁ ଶାଶୁଘର ବାତାବରଣ ଖୁବ୍ ଭଲ ରହିଥାଏ । ଏମାନେ ଯେଉଁ ଘରକୁ ବୋହୂ ହୋଇ ଯାଆନ୍ତି ସେହି ଘରେ ବାତାବରଣ ସର୍ବଦା ଶୁଭ ହୋଇଥାଏ। ଏମାନେ ନିଜ କର୍ମ ପାଇଁ ନିଜ ପରିବାର ଲୋକ ମାନଙ୍କ ମନରେ ଏକ ବିଶେଷ ସ୍ଥାନ ଅଧିକାର କରି ଥାଆନ୍ତି ।

୪- P ଅକ୍ଷର ,

ଯେଉଁ ଝିଅ ମାନଂକ ନାମ ର ପ୍ରଥମ ଅକ୍ଷର P ହୋଇଥାଏ ସେମାନେ ସର୍ବଦା ସବୁ ପରିସ୍ଥିତି କୁ ଖୁବ୍ ଧର୍ଯ୍ୟ ର ସହିତ ସାମ୍ନା କରନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମାନେ ନିଜ ଶାଶୁଘର ଲୋକ ମାନଙ୍କ ପାଇଁ ଖୁବ୍ ଶୁଭ ହୋଇ ଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।