ଶର୍ମିଷ୍ଠା ମୁଁ ତୋତେ ବହୁତ ମିସ କରୁଛି, ତୋ ଗୋଲାପ ଜଳ ଗାଧୁଆ ମଧ୍ୟ… ଦେଖନ୍ତୁ Viral ଭିଡ଼ିଓ

ପ୍ରତିଦିନ ସମାଜରେ ବିଭିନ୍ନ ପ୍ରକାର ଅନ୍ୟାୟ ଅନୀତି ଅତ୍ୟାଚାର ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ। ବନ୍ଧୁଗଣ ଆପଣ ମାନେ ଦେଖିଥିବେ, ଡ଼କାୟତି, ଚୋରି , ହତ୍ୟା, ବଳତ୍କାର ଭଳି ଅପରାଧ ସମାଜରେ ବଢି ବଢି ଚାଲିଛି। ତେବେ ଆପରାଧି ଯେଉଁ ମାନେ ଖୁଲମ ଖୁଲା ଅପରାଧ ଘଟାଇ ଚାଲିଛନ୍ତି। ଏପରି ବେଳେ ବେଳେ ଦିନ ଦ୍ୱିପ୍ରହରରେ ହତ୍ୟା କରି ନିଭୟରେ ଅପରାଧ କରି ଚାଲିଛନ୍ତି, କାରଣ ସେମାନଙ୍କର ପୋଲିସ ପ୍ରଶାସନ ଉପରେ ଟିକିଏ ହେଲେ ଡର ନାହିଁ କି ଭୟ ନାହିଁ। ଆମ ଓଡିଶାରେ ଦିନକୁ ଦିନ ଅନେକ ଅପରାଧ ଦେଖିବା ପାଇଁ ମିଳୁଛି। ଗୋଟିଏ ପରେ ଗୋଟିଏ ଅପରାଧ ଦେଖିବା ପାଇଁ ମିଳୁଛି।

ଯେମିତି ବର୍ତ୍ତମାନ ସମୟରେ କ୍ୟାମେରା ମ୍ୟାନ ମାନସଙ୍କ ହତ୍ୟା ଘଟଣା ଚାରି ଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏବଂ ତାଙ୍କର ସହଯୋଗୀ ନିରଞ୍ଜନ ଏବେ ଜେଲରେ। ଆଉ ଏମିତି କିଛି ନିରଞ୍ଜନ ଭାବୁଛନ୍ତି। ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ ଶର୍ମିଷ୍ଠା ନାମ ଯିଏକି ୱେବପୋର୍ଟାଲ ମାଲିକାଣୀ। ସେ ମାନସ ନାମକ ଜଣେ କ୍ୟାମେରା ମ୍ୟାନଙ୍କୁ ହତ୍ୟା କରିଥିଲେ। ହତ୍ୟା ପଛର କାରଣ ହେଉଛି ମେମୋରି ଚିପ। ଯେଉଁଥିରେ ଅଶୀଳ ଭିଡ଼ିଓ ଥିବା କୁହାଯାଉଥିଲା। ତେବେ ଶର୍ମିଷ୍ଠାଙ୍କୁ ସହଯୋଗ କରିଥିଲେ ସହର ଅବସର ପ୍ରାପ୍ତ ଅଧିକାରୀ ନିରଞ୍ଜନ ସେମାନେ ହତ୍ୟା କରିଥିଲେ ଏକତ୍ର ମିଶି ପୂର୍ଵ ପ୍ରସ୍ତୁତ ଯୋଜନା ମୁତାବକ ଏଭଳି କରାଇଥିଲେ।

ଧିରେ ଧିରେ ନିରଂଜନ ଏବଂ ଶର୍ମିଷ୍ଠାଙ୍କ ବିଷୟରେ ଲୋକମାନେ ଜାଣିବାକୁ ପାଇଥିଲେ। ସେମାନେ ଛୋଟ ଛୋଟ ଫିଲ୍ମ ତିଆରି କରୁଥିଲେ। ଉଭୟ ଉଭୟଙ୍କୁ ବହୁତ ଭଲ ପାଉଥିଲେ। ସେମାନଙ୍କ ସମ୍ପର୍କ ବହୁତ ଭଲ ଥିଲା। ତେବେ ନିରଞ୍ଜନ ଯେତେବେଳେ ସୁଟିଂକୁ ଯାଉଥିଲେ ଗୋଲାପ ପାଣିରେ ଗାଧୋଇ ଯାଉଥିଲେ। ସେ ସବୁବେଳେ ରେପ ସିନ ମଧ୍ୟ କରିବା ପାଇଁ ବହୁତ ଭଲ ପାଉଥିଲେ। ସେମାନେ ଅଶୀଳ ସିନେମା ମଧ୍ୟ କରୁଥିବା ଯାହା ସନ୍ଦେହ କରାଯାଉଛି। ଏପରିକି ହତ୍ୟା ପଛର କାରଣ ମେମୋରି ଚିପ ବୋଲି ଜଣା ପଡିଛି। ସେଥିରେ ଅଶୀଳ ଭିଡ଼ିଓ ଥିବା କଥା ଜଣା ପଡିଥିଲା। ପୂର୍ଵ ଯୋଜନା ଅନୁଯାୟୀ ଶର୍ମିଷ୍ଠା ୟୁ ଟୁବ ରେ ମଧ୍ୟ ଭିଡ଼ିଓ ଦେଖୁଥିଲେ।

କିପରି ଶବକୁ କମ ଦିନ ମଧ୍ୟରେ ସଢା ଯାଇପାରିବ। ତାପରେ ତାଙ୍କୁ ଉଠାଇ ହତ୍ୟା କରିଥିଲେ। ଭାବିଥିଲେ ମଣିଷ ମାରି କେହି ଜାଣି ପାରିବେ ନାହିଁ। ହେଲେ ସେ ଭାବି ନଥିଲା ଯେ ପାପ କେବେ ବି ଲୁଚି ରହେ ନାହିଁ। ଏପଟେ ମାନସଙ୍କ ପରିବାର ଲୋକେ ନ୍ୟାୟ ପାଇଁ ବସିରହିଛନ୍ତି। ତେଣୁ ଆପଣ ମାନେ ମଧ୍ୟ ବିଚାର କରନ୍ତୁ ଏଭଳି ଲୋକଙ୍କୁ କେଉଁ ପ୍ରକାର ଦଣ୍ଡ ଦିଆଯିବା ଉଚିତ। ଯାହାବି ହେଉ ଏଭଳି ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment