Odisha News Portal

ଶନିବାର ଦିନ ମରିଗଲେ ବି କରନ୍ତୁ ନାହିଁ ଏହି ୫ ଟି କାମ ନଚେତ ହେବ ଅକାଳ ମୃତ୍ୟୁ – Shanidev Special

ଯଦି ଆପଣ ଙ୍କ ଜୀବନ ରେ ଅଧିକ ସଂଘର୍ଷ ରହିଛି ତେବେ ଆପଣ ଙ୍କୁ କିଛି ଜିନିଷ ର ଖାସ ଧ୍ୟାନ ରଖିବା ଉଚିତ୍। ଆପଣଙ୍କୁ ଲାଗୁ ଥାଇ ପାରେ କି ଆପଣଙ୍କ ଜୀବନ ରେ କେବଳ ସଂଘର୍ଷ ହିଁ ସଂଘର୍ଷ ଥାଏ ଜୀବନ ରେ ସବୁବେଳେ ଦୁଃଖ ଲାଗି ରହିଥାଏ ଏହାର ଅର୍ଥ ଯେ ଆପଣଙ୍କ ଜୀବନ ରେ କେଉଁଠି ନା କେଉଁଠି ଶନି ଦେବ କ୍ରୋଧିତ ହୋଇ ଥାଆନ୍ତି ତେଣୁ ଶନିବାର ଦିନ ଏମିତି କିଛି କାମ ରହିଛି ଯେଉଁ କାମ କରିବା ଉଚିତ୍ ନୁହେଁ । କାହିଁକି ନା ସେହି କାମ କରିବା ଦ୍ୱାରା ଅଜାନତ ରେ ହେଉ ଶନି ଦେବ ରୁଷ୍ଠ ହୋଇ ଯାଇଥାନ୍ତି ଓ ଜୀବନ ରେ ଦୁଃଖ କଷ୍ଟ ବଢ଼ି ଯାଇଥାଏ । ତେଣୁ ଆଜି ଆମେ ଲେଖା ମାଧ୍ୟମରେ ଜାଣିବା ଶନିବାର ଦିନ କେଉଁ ସବୁ କାର୍ଯ୍ୟ କରିବା ଅନୁଚିତ୍ ଅଟେ ;

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ଦିନ ଦାନ ନିଶ୍ଚୟ କରିବା ଉଚିତ୍ ଓସ୍ତ ଗଛ ମୂଳରେ ଦୀପ ଜାଳିବା ଉଚିତ୍ କିନ୍ତୁ ସବୁ ଲୋକ ମାନଙ୍କ ପାଇଁ ଶୁଭ ହୋଇ ନଥାଏ। ଆପଣ ଦାନ ନିଶ୍ଚୟ କରନ୍ତୁ କିନ୍ତୁ କିଛି ଜିନିଷ ଏମିତି ରହିଛି ଯାହା ଶନିବାର ଦିନ ଦାନ କରିବା ଅନୁଚିତ୍ ଅଟେ । ସେହି ଜିନିଷ ଖାସ ଧ୍ୟାନ ରଖିବା ଉଚିତ୍।

ଶାସ୍ତ୍ର ଅନୁସାରେ ଶନିବାର ଦିନ ଯଦି ଆପଣ ଘର ଝାଡୁ ପୋଛା ଲଗାଉ ଅଛନ୍ତି ତେବେ ସେଥିରେ ଲୁଣ କିମ୍ବା ଫିତିକିରି ଲଗାଇ ପୋଛା ମାରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଶାସ୍ତ୍ର ଅନୁସାରେ ଶନିବାର ଦିନ ରସୁଣ ପିଆଜ ଖାଇବା ଅନୁଚିତ୍ ଅଟେ । ଏହା ଦ୍ଵାରା ଶନି ଦେବ ରୁଷ୍ଠ ହୋଇ ଥାଆନ୍ତି।

ଶାସ୍ତ୍ର ରେ ମାନ୍ୟତା ରହିଛି ଯେ ଯଦି ଆପଣ ଶନିବାର ଦିନ ତେଲ କିଣି ଅଛନ୍ତି ତାହା ସୋରିଷ ତେଲ ହେଉ କିମ୍ବା ନଡ଼ିଆ ତେଲ ହେଉ ଏହା ଘର ଉପରେ ନକାରାତ୍ମକ ଶକ୍ତି ର ପ୍ରଭାବ ପଡିଥାଏ। ଘରେ ସମସ୍ୟା ଦେଖାଯାଇ ଥାଏ ତେଣୁ ଶନିବାର ଦିନ ତେଲ ଜିଣିବା ଠାରୁ ଦୂରେଇ ରୁହନ୍ତୁ।

ଶାସ୍ତ୍ର ଅନୁସାରେ ଶନିବାର ଦିନ ଲୁହା ଜିନିଷ ମଧ୍ୟ କିଣିବା ଅନୁଚିତ୍ ହୋଇଥାଏ କିନ୍ତୁ ଶନିବାର ଦିନ ଖାସ ଲୁହା ରେ ନିର୍ମିତ ଜିନିଷ ଦାନ କରିବା ଅତି ଶୁଭ ହୋଇଥାଏ ।

ଶନିବାର ଦିନ କାହା ଠାରୁ ମଧ୍ୟ କରଜ ଆଣିବା ଅନୁଚିତ ଅଟେ ଓ କାହାକୁ ମଧ୍ୟ ଋଣ ଦେବା ଅନୁଚିତ୍ ଅଟେ। ଯଦି ଆପଣ କାହାଠାରୁ ଋଣ ଆଣୁଛନ୍ତି ତେବେ ଏହାକୁ ସୁଝିବାରେ ସମସ୍ୟା ହେବ ଓ ଯଦି ଆପଣ କାହାକୁ ଋଣ ଦେଉଛନ୍ତି ତେବେ ସେ ଋଣ ପରିଶୋଧ କରିବା ପାଇଁ ବହୁତ୍ ଦିନ ଲାଗିବ।

ଶନିବାର ଦିନ ଲୁଣ ମଧ୍ୟ କିଣିବା ଅନୁଚିତ୍ ଅଟେ । ଏହାଦ୍ବାରା ସନିଦେବ ରୁଷ୍ଠ ହୋଇ ଥାଆନ୍ତି ଓ କରଜ ର ବୋଝ ବଢିଯାଇ ଥାଏ । ଏହା ଦ୍ବାରା ଶରୀର ମଧ୍ୟ ଅସୁସ୍ଥ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।