Odisha News Portal

Jyotisha Shastra – ଶନିଦେବ ଚଳିଲେ ଓଲଟା ଗତି ! ଯଦି ଆପଣଙ୍କ ରାଶି ବୃଷ, କନ୍ୟା, କର୍କଟ, କୁମ୍ଭ, ବିଛା ଓ ଧନୁ ରାଶି ଅଟେ, ତେବେ ଜାଣନ୍ତୁ ପ୍ରଭୁ ଶନିଦେବ ଙ୍କ କୃପାରୁ କ’ଣ ସବୁ ଘଟିବାକୁ ଯାଉଛି….

ପ୍ରତ୍ୟେକ ବ୍ୟକ୍ତି ଙ୍କର ଜନ୍ମଧାରଣ ସମୟରେ ଜନ୍ମକୁଣ୍ଡଳୀ ପ୍ରସ୍ତୁତ କରାଯାଇଥାଏ ଏବଂ ସେଥିରେ ସେମାନଙ୍କର ଭାଗ୍ୟ ନିର୍ଦ୍ଧାରିତ କରାଯାଏ । ଗ୍ରହ ମାନଙ୍କର ଚଳନର ପରିବର୍ତ୍ତନ କାରଣରୁ କିଛି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶୁଭ ପ୍ରଭାବ ପଡିବା ସହିତ ଆଉ କେତେକ ରାଶି ଉପରେ ଏହାର ଅଶୁଭ ପ୍ରଭାବ ପଡିଥାଏ । ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ କିଛି ରାଶି ଉପରେ ପ୍ରଭୁ ଶନିଦେବଙ୍କର ଅସୀମ କୃପା ବର୍ଷିବାକୁ ଯାଉଛି । ଶନିଦେବଙ୍କ କୃପାରୁ କେତେକ ରାଶି ଧନୀ ହେବାକୁ ଯାଉଛନ୍ତି , ସେମାନଙ୍କର ପ୍ରତ୍ୟେକଟି ଅଧୁରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି 5 ଗୋଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

1. କର୍କଟରାଶି :-

ଏହି ରାଶିର ବ୍ୟକ୍ତିମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ , ବ୍ୟାପାର ବାଣିଜ୍ୟରେ ଲାଭବାନ ହେବେ । ଶନିଦେବଙ୍କ କୃପା ଦୃଷ୍ଟି ରୁ ବିଦ୍ୟାର୍ଥୀ ମାନେ କୃତକାର୍ଯ୍ୟ ହେବେ ଏବଂ ଘରେ ସର୍ବଦା ଖୁସୀର ଲହରୀ ଲାଗି ରହିବ ।

2. କନ୍ୟାରାଶି :-

କନ୍ୟାରାଶିର ବ୍ୟକ୍ତିମାନଙ୍କ ପାରିବାରିକ ଜୀବନରେ ଖୁସୀ ଲାଗି ରହିବ ଏବଂ ସ୍ନାସ୍ଥ୍ୟ ଭଲ ରହିବ । ଆପଣ ମାନଙ୍କର ସମୟ ବହୁତ ଭଲ ରେ କଟିବ , ବେପାରରେ ଲାଭବାନ୍ ହେବେ । ଆପଣଙ୍କର ଆମଦାନୀ ବଢିବ , ଆପଣଙ୍କର ସବୁ ଯୋଜନା ସଫଳ ହେବ । ଶନିଦେବଙ୍କ କୃପାରୁ ସବୁ କାର୍ଯ୍ୟ ରେ ସଫଳତା ପାଇବେ ।

3. ବୃଷରାଶି :-

ଏହି ରାଶିର ବ୍ୟକ୍ତିଙ୍କର ଦିନ ଗୁଡିକ ବହୁତ ଶୁଭ ରହିବ , ଚାକିରୀ କ୍ଷେତ୍ରରେ ବଡ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ । ଧନ ପ୍ରାପ୍ତିର ଯୋଗ ରହିଛି , କିନ୍ତୁ ବୁଝି ବିଚାରୀ ଟିକିଏ କାର୍ଯ୍ୟ କରନ୍ତୁ ।

4. କୁମ୍ଭରାଶି :-

ଆପଣ ମାନଙ୍କ ଦ୍ୱାରା ନିଆଯାଇଥିବା ନିର୍ଣ୍ଣୟ ସଫଳ ହେବ , ଦାମ୍ପତ୍ୟ ଜୀବନରେ ଖୁସୀ ଲାଗି ରହିବ । ଉନ୍ନତି କରିବାର ଯୋଗ ରହିଛି , କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ । ବ୍ୟାପାରରେ ବହୁତ ଅଧିକ ଲାଭ ମିଳିବ ଏବଂ ଚାକିରୀରେ ବହୁତ ବଡ ସଫଳତା ମିଳିବ ।

5. ବିଛାରାଶି ;-

ଏହି ରାଶିର ଲୋକମାନଙ୍କର ପ୍ରେମ ସମ୍ପର୍କରେ ଚାଲୁଥିବା ସମସ୍ୟା ଦୂର ହେବ , ନିଜ ଯୋଜନାରେ ସଫଳତା ହାସଲ କରିବେ । ଦିନକୁ ଦିନ ବହୁତ ଉନ୍ନତି କରିବା ସହିତ , ସଫଳତା ପ୍ରାପ୍ତି ହେବ । ପାରିବାରିକ ଖୁସୀ ଲାଗି ରହିବ ଏବଂ ଗୁରୁଜନଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ।

6. ଧନୁରାଶି :-

ଏହି ରାଶିର ଜାତକରେ ଗ୍ରହ ମାନଙ୍କର ବଡ ପରିବର୍ତ୍ତନ ଦେଖିବାକୁ ମିଳିବ , ସେମାନଙ୍କୁ ଏହି ବର୍ଷ ଚାକିରୀ ନିଶ୍ଟୟ ମିଳିବ । ଯେଉଁ ମାନେ ଏହି ବର୍ଷ ଚାକିରୀ ଖୋଜୁଛନ୍ତି , ସେମାନଙ୍କୁ ଏହି ବର୍ଷ ଚାକିରୀ ନିଶ୍ଚୟ ମିଳିବ । ଏହି ସମୟଟି ଆପଣଙ୍କ ଜୀବନକୁ ଖୁସୀ ପୂର୍ଣ୍ଣ କରିଦେବ । ଏଥି ସହିତ ଧନ ସମ୍ପତ୍ତି ଜନିତ ସମସ୍ତ ସମସ୍ୟା ଖୁବ୍ ଶୀଘ୍ର ଦୂର ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।