Odisha News Portal

ଦେଖନ୍ତୁ Viral Video : ଶାଳୀକୁ କୁରାଢ଼ୀରେ ହାଣି ହତ୍ୟା କରି ଶାଶୁକୁ ହାତ ବାନ୍ଧି ରାତି ସାରା ଦୁଷ୍କର୍ମ କଲା ଜ୍ୱାଇଁ….

ଆମେ ୨୦ ବର୍ଷ ପଛକୁ ଫେରିଯିବା ତେବେ ବର୍ତ୍ତମାନ ଭଳି ସେତେବେଳେ ଅପରାଧ ହେଉନଥିଲା। ଲୋକ ମାନଙ୍କ ମଧ୍ୟରେ ଅନ୍ୟ ମାନଙ୍କ ପ୍ରତି ସାହାଯ୍ୟ ସହଯୋଗ ମନବୃତ୍ତି ରହିଥିଲା, ସେ ନିଜର ହେଉ କିମ୍ବା କେହି ଅଜଣା ଲୋକ ହେଉ । କିନ୍ତୁ ବର୍ତ୍ତମାନ ଲୋକ ମାନଙ୍କ ମଧ୍ୟରେ ମାନବିକ ମୂଲ୍ୟବୋଧ କମି ଯାଉଛି, ଫଳରେ ସମାଜରେ ଦିନକୁ ଦିନ ଅପରାଧ ବଡି ଚାଲିଛି, କେଉଁଠି ଚୋରି , ଡକାୟତି, ହତ୍ୟା , ବଳାତ୍କାର ଭଳି ସଙ୍ଗିନ ଅପରାଧ ବଢି ବଢି ଚାଲିଛି। ତେବେ ଏସବୁ ରୋକିବା ପାଇଁ ପୋଲିସ ଥିଲେ ମଧ୍ୟ ଯେଉଁ ମାନେ ଆପରାଧି ସେମାନଙ୍କ ମନ ମଧ୍ୟରେ ଟିକିଏ ହେଲେବି ଡର କିମ୍ବା ଭୟ ନାହିଁ। ପ୍ରତିଦିନ ଏଭଳି ଘଟଣା ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ପାଇଥାନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଘଟିଛି। ଆପଣ ମାନେ ଘଟଣା ବିଷୟରେ ଜାଣିଲା ପରେ କେବଳ ଆପଣଙ୍କ ମନ ମଧ୍ୟରେ ଗୋଟିଏ ପ୍ରଶ୍ନ ଆସିବ , ଏଭଳି ଲୋକ ଅଛନ୍ତି , ଏମିତି କାମ କରିପାରନ୍ତି ? ତେବେ ଘଟଣାଟି ହେଉଛି ଜଣେ ଯୁବକ ଶାଳୀକୁ ମାରି ଶାଶୂ ସହ ଦୁଷ୍କର୍ମ କରିଛନ୍ତି। ବର୍ତ୍ତମାନ ଏଭଳି ଏକ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି, ତେବେ ବନ୍ଧୁଗଣ ଆଜି ଆମେ ଏପରି ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ, ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ଏଭଳି ଏକ ଘଟଣା ଘଟିଛି କେନ୍ଧୁଝର ଜିଲ୍ଲାରେ, ତେବେ ସୂଚନା ଅନୁସାରେ, ଜଣେ ଯୁବକ ତାଙ୍କ ସହିତ ଶାଳୀ ଏବଂ ଶାଶୂ ଜଙ୍ଗଲ କୁ ପତ୍ର ତୋଳିବା ପାଇଁ ଆସିଥିଲେ। କାରଣ ଏହାରି ଉପରେ ସେମାନଙ୍କ ଜୀବିକା ନିର୍ଭର କରିଥାଏ। ତେବେ କାମ କରୁଥିବା ସମୟରେ ଜଙ୍ଗଲ ମଧ୍ୟରେ ଉଭୟ ଶାଶୂ ଏବଂ ଶାଳୀ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ତେବେ ଉଭୟ ଉଭୟଙ୍କୁ ଅତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ତେବେ ଏପରି କିଛି ସମୟ ଜଙ୍ଗଲ ମଧ୍ୟରେ କଥା କଥା କଟାକଟି ହୋଇଥିଲା। ପରେ ଝଗଡା ଟି ତୀଵ୍ର ରୁପ ଧାରଣ କରିଥିଲା।

ତାପରେ ତାପସ ସିଂହ ନାମକ ଯୁବକ ଅତ୍ୟନ୍ତ କ୍ରଧିତ ହୋଇଥିଲେ। ସେ ରାଗରେ ପ୍ରଥମେ ନିଜ ଶାଳୀର ମୁଣ୍ଡ କାଟି ଅଲଗା କରି ଦେଇଥିଲେ। ଏବଂ କଟା ମୁଣ୍ଡକୁ ନେଇ ପାୟ ୫୦ ଫୁଟ ଦୂରକୁ ନେଇ କଟା ମୁଣ୍ଡ ଫିଙ୍ଗି ଦେଇଥିଲେ। ତାଙ୍କ ଶାଶୁକୁ ଏକ ଗଛରେ ବାନ୍ଧି ଦେଇଥିଲେ, ତାଙ୍କ ସହ ଦୁଷ୍କର୍ମ କରିଥିଲେ, ତେବେ ତାଙ୍କ ଶାଶୂ ଯେତେ କାକୁତି ମିନତୀ ହୋଇଥିଲେ କିଛି ଶୁଣି ନଥିଲେ। ତେବେ ଦୁଷ୍କର୍ମ କରି ସାରିବା ପରେ ସେଠାରୁ ଚମ୍ପଟ ମାରିଥିଲେ। ଏହା ପରେ ତାଙ୍କ ଶାଶୂ ବହୁ କଷ୍ଟରେ ସେଠାରୁ ଖସି ଆସି ପ୍ରଥମେ ଝାରଖଣ୍ଡ ଥାନାରେ ଅଭିଯୋଗ କରିଥିଲେ।

ଝାରଖଣ୍ଡ ଥାନା ଵାଲା ଏହି ଖବର କୁ ଓଡିଶା ପୋଲିସ କୁ ଖବର ଦେବା ପରେ , ପୋଲିସ ସେହି ଦୁଷ୍କର୍ମ ପୀଡିତା ମହିଳାଙ୍କୁ ଘଟଣା ସ୍ଥଳ କୁ ନେଇ ତଦନ୍ତ ଜାରି ରଖିଛନ୍ତି। କିନ୍ତୁ ଅଭିଯୁକ୍ତ ଏଯାଏ ଧରା ପଡି ନାହିଁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।