Odisha News Portal

ମହାଦେବୀ ରେ ଅଭିନୟ କରୁଥିବା ଶ୍ରୀ ଙ୍କ ପରିବାର ଆଗରୁ କେବେ ଦେଖିନଥିବେ ! ଜାଣନ୍ତୁ ତାଙ୍କ ପରିବାରରେ କିଏ କିଏ ଅଛନ୍ତି ?

0 2

ଆପଣ ମାନେ ତ ନିଶ୍ଚିତ ଓଡିଆ ଟିଭି ସିରିଏଲ ଦେଖୁଥିବେ । ତେବେ ଏଥିରେ ଅଭିନୟ କରୁଥିବା କଳାକାର ମାନଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଆଜି ଆମେ୍ ସେହିପରି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର ଚେଷ୍ଟା ତଥା ନିଷ୍ଟା ବଳରେ ଆଜି ଦର୍ଶକ ମାନଙ୍କର ପ୍ରିୟ ହୋଇ ପାରିଛନ୍ତି ।ତେବେ ଆପଣ ମାନେ ତ ନିଶ୍ଚୟ ଜି ସାର୍ଥକରେ ପ୍ରଯୋଜିତ ହେଉଥିବା ମହାଦେବୀ ଧାରାବାହିକ ଦେଖୁଥିବେ । ଏହି ଧାରାବାହିକଟି ଏବେ ନୂଆ ଟେଲିକାଷ୍ଟ ହେଉଛି ଜି ସାର୍ଥକରେ । ଯାହାକି ଲୋକମାନଙ୍କର ହୃଦୟକୁ ମଧ୍ୟ ବେଶ୍ ଛୁଇଁଛି ।

ତେବେ ଏଥିରେ ଅଭିନୟ କରୁଥିବା ଶ୍ରୀ ଭୂମିକାରେ ନାୟିକା ଶ୍ରୀଙ୍କର ପ୍ରକୃତ ନାଁ କଣ ଆପଣ ମାନେ ଜାଣିଛନ୍ତି ? ଶ୍ରୀଙ୍କର ପ୍ରକୃତ ନାଁ ହେଉଛି ତୃପ୍ତି । ତେବେ ତୃପ୍ତିଙ୍କର ପରିବାରରେ କିଏ କିଏ ଅଛନ୍ତି ଜାଣିବା ପାଇ ଆପଣ ମାନେ ଆମର ଏହି ଛୋଟିଆ ଲେଖାଟିକୁ ନିଶ୍ଚିତ ଭାବରେ ଥରେ ପଢନ୍ତୁ ।

ତେବେ ଆପଣ ମାନେ ଜି ସାର୍ଥକରେ ପ୍ରଯୋଜିତ ହେଉଥିବା ମହାଦେବୀ ସିରିଏଲରେ ଶ୍ରୀଙ୍କୁ ପ୍ରଥମ ଥର ପାଇଁ ମୁଖ୍ୟ ନାୟିକା ଭାବେ ଦେଖିବାକୁ ପାଇବେ । ତୃପ୍ତି ପ୍ରଥମ ଥର ପାଇଁ ସିରିଏଲ ଜଗତକୁ ଏଣ୍ଟ୍ରି ମାରିଲେ ଏହି ଧାରାବାହିକ ଜରିଆରେ । ତେବେ ଶ୍ରୀ ଏବେ ତାଙ୍କର ପାଠପଢା କଣ୍ଟିନିୟୁ ରଖିଛନ୍ତି ଏବଂ ଭୂବନେଶ୍ବରକୁ ଆସି ହିଁ ନିଜର ସୁଟିଂ ସେଟକୁ ଯାଉଛନ୍ତି । ଶୁଣିବାକୁ ମିଳିଛି ଯେ ଶ୍ରୀ ଏବେ ଭୂବନେଶ୍ବରରେ ରହୁଛନ୍ତି ତାଙ୍କର ସୁଟିଂ ସେଟ ପାଇଁ । ତେବେ ସବୁଠାରୁ ବଡ କଥା ହେଉଛି ତୃପ୍ତି ନିଜର ସୁଟିଂ ଏବଂ ପାଠପଢା ଦୁଇଟି ଯାକ ଜାରି ରଖିଛନ୍ତି ।


ତେବେ ଶ୍ରୀ ଛୋଟବେଳରୁ ହିଁ ଆକ୍ଟି ଏବଂ ନୃତ୍ୟଶିଳ୍ପ ବା ଓଡିଶୀ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ଏହାସହିତ ତୃପ୍ତି ଡ୍ରଇଂ କରିବା ପାଇଁ ଭଲ ପାଆନ୍ତି ବୋଲି ନିଜ ସୋସିଆଲ ମିଡିଆ ଆକାଉଣ୍ଡରେ ସେ ଲେଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗକୁ ନିଜର ଆକ୍ଟିରେ ନିଜର କ୍ୟାରିଅର ଗଢିବେ ଏବଂ ଆଗକୁ ଆକ୍ଟିରେ କିଛି କରି ଦେଖେଇବେ । ପ୍ରଥମ ଥର ପାଇଁ ଜି ସାର୍ଥକର ଧାରାବାହିକରେ ଏଣ୍ଟ୍ରି ମାରିଲେ ଏବଂ ରାତାରାତି ଷ୍ଟାର ପାଲଟିଗଲେ ଶ୍ରୀ । ଖୁବ୍ କମ ସମୟ ଭିତରେ ଲୋକମାନେ ବଗହୁତ ପସନ୍ଦ କରିଲେ ଏହି ଧାରାବାହିକଟିକୁ ।


ତେବେ ଏହି ଧାରାବାହିକରେ ଲୋକମାନେ ଶ୍ରୀଙ୍କୁ ବହୁତ ପସନ୍ଦ କରୁଛନ୍ତି । ଶ୍ରୀ ଏମିତି ଏକ ଚରିତ୍ର ନିଭାଉଛନ୍ତି ଯିଏକି ଭଗବାନଙ୍କୁ ବିଶ୍ବାସ କରୁନାହାଁନ୍ତି ଏବଂ ମାଁଙ୍କ କଥାକୁ ମାନୁ ନାହାଁନ୍ତି । ମାଁଙ୍କ ଏଭଳି କାର୍ଯ୍ୟ ଏବଂ ମାଁ କାହିଁକି ଗରିବ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରୁନାହାଁନ୍ତି, ଏଭଳି ଏହି ଧାରାବାହିକଟିରେ ଆଗକୁ ଆଗକୁ ମଧ୍ୟ କିଛି ଏପିସୋଡରେ ଦେଖିବାକୁ ମିଳିବ । ଶ୍ରୀ ଏଥିରେ ବହୁତ ଚମତ୍କାରୀ ଭୂମିକାରେ ଅଭିନୟ କରୁଛନ୍ତି । ଏହାସହିତ ଭଗବାନଙ୍କୁ ଅନ୍ଧବିଶ୍ବାସ କର ନାହିଁ ବୋଲି ଏଥିରେ ବୁଝାଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।