ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଥିଲେ ମଧ୍ୟ ମହା ମହିମା ଦୌପଦୀ ମୁର୍ମୁ ଙ୍କର ଖବର ସବୁଠୁ ଉପରେ ରହିଛି | ଆଉ ଯେଉଁଠି କୁହାଯାଉଛି କି ଆମ ଓଡିଶା ପାଇ ଗର୍ବ ଆଉ ଗୌରବ ଆଣିଥିବା ସମସ୍ତଙ୍କର ପ୍ରିୟ ଆଉ ଆମ ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ପ୍ରତେକ ଓଡ଼ିଆ ଙ୍କ ହୃଦୟରେ ଖୁସି ର ବାତାବରଣ ସୃଷ୍ଟି ହୋଇଥିଲା | ତେବେ ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଗାଁ ମାଟି ଆଉ ତାଙ୍କର ସ୍କୁଲ କୁ ଆସୁଛନ୍ତି |ଆଉ ଯେଉଁଥିପାଇଁ ଦ୍ରୌପଦୀ ଙ୍କର ପିଲା ଦିନର ସାଥି ମନେ ମଧ୍ୟ ତାଙ୍କ ସହିତ ଦେଖା କରିବା ପାଇ ସ୍କୁଲ ରେ ଆଗ୍ରହର ସହିତ ଆପେକ୍ଷା ମଧ୍ୟ କରିଛନ୍ତି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଟି ଉପରେ ଟିକିଏ ନଜର ପକାଇବା |
ତେବେ ଆମେ ଜାଣିଛୁ କି ଦ୍ରୌପଦୀ ମୂର୍ମୁ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଜନ୍ମ ଗ୍ରହଣ କରିଥିଲେ | ଆଉ ତାହା ପରେ ସେ ଭୁବନେଶ୍ୱର ଆସିକି ପଢା ପଢି କରିଥିଲେ | ଆଉ ସେ ରାଜଧାନୀ କେପିଟାଲ ଗାର୍ସ ହାଇ ସ୍କୁଲ ରେ ପଢିଥିଲେ ଓ ପରେ ସେ ରମାଦେବୀ କଲେଜ ରେ ମଧ୍ୟ ତାଙ୍କର ଅଧୟନ କରିଥିଲେ | ଆଉ ବର୍ତ୍ତମାନ ଦ୍ରୌପଦୀ ମୂର୍ମୁ ରାଷ୍ଟ୍ରପତି ହେଇଗଲା ପରେ ତାଙ୍କର ସାଙ୍ଗ ମାନେ ଖୁସି ହୋଇଛନ୍ତି |
ଆଉ ଯାହା ଫଳରେ ଦ୍ରୌପଦୀ ଓଡିଶା ଆସିବା କଥା କୁ ଶୁଣିବା ପରେ ତାଙ୍କର ପିଲା ଦିନର ସାଙ୍ଗ ମାନେ ମିଶିକି ତାଙ୍କୁ ଅଭିବାଦନା ଜଣାଇବା ପାଇ ଏକାଠି ରୁଣ୍ଡ ହୋଇଥିବା କଥା ମଧ୍ୟ ଦେଖିବାକୁ ମିଳିଛି | ଆଉ ସେମାନେ ଭୁବନେଶ୍ୱର ରେ ତାଙ୍କର ସ୍କୁଲ ରେ ଅଛନ୍ତି ତାଙ୍କୁ ସ୍ଵାଗତ ଜଣାଇବା ଓ଼ଇଁ | ଆଉ ଯେଉଁଠି ଦେଖିବାକୁ ମିକିଛି କି ଦ୍ରୌପଦୀ ଙ୍କ ସାଙ୍ଗ ମାନେ ମଧ୍ୟ ରାଷ୍ଟ୍ରପତି ଅର୍ଥାତ ତାଙ୍କର ସାଙ୍ଗ ସହିତ ଦେଖା କରିବା ପାଇଁକି ଆଗ୍ରହର ସହିତ ଅପେକ୍ଷା କରିକି ଛିଡା ହୋଇଛନ୍ତି | ଆଉ ତାହା ସହିତ ଦ୍ରୌପଦୀ ମୂର୍ମୁ ସେମାନଙ୍କ ସହିତ ବିତାଇଥିବା ତାଙ୍କର କେତେକ ଅଭୁଲା କଥା ମଧ୍ୟ ସେମାନେ କହିଛନ୍ତି ମିଡ଼ିଆ ସାମ୍ନା ରେ |
ତେବେ ସେମାନେ କେଉଁଭଳି ଭାବରେ ସ୍କୁଲ ଆଉ କଲେଜ ରେ ପାଠ ପଢୁଥିଲେ ଗୋଟିଏ ରୁମ ରେ ରହୁଥିଲେ ମିଳି ମିଶି | ତାହା ସହିତ ସେମାନେ କେମିତି NCC କ୍ୟାମ୍ପ ରେ ଭାଗ ନେଉଥିଲେ ଓ ଦ୍ରୌପଦୀ ଙ୍କୁ ତାଙ୍କର ଜଣେ ସାଙ୍ଗ ମନିଟର ଥିବା ସମୟରେ ବ୍ରେଞ୍ଚ ରେ ଛିଡା କରେଇ ଦେବା କଥା ମଧ୍ୟ କହିଛନ୍ତି |ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।