ସେତେବେଳେ ଆମେ ଲୁଚେଇ ଛପେଇ କରୁଥିଲୁ ,ଏବେ ସବୁ ସାହାଣ ମେଳା ହେଇଯିବ ..ପୁରା ଖୋଲା… ଏ ନେଇ କଣ କହୁଛନ୍ତି ସୁର ରାଉତରାୟ, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ତ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କୁ ଆଜି ର ସମାଜରେ ଘଟୁଥିବା କେତେକ ଘଟଣା ବିଷୟରେ କିଛି ତଥ୍ୟ ଦେବ | ତେବେ ଆଜିକାଲି ଭଲ ପାଇବା ଆଉ ପ୍ରେଗ୍ନେଣ୍ଟ ହେବା ଗୋଟିଏ ସାଧାରଣ କଥା ହେଇଗଲାଣି ଆମ ଯୁବ ସମାଜ ପାଇଁକି | ତାହେଲେ ଆସନ୍ତୁ ଆଜି ଆମେ ଜାଣିବା ଆଜିର ସମାଜରେ ଭଲ ପାଇବା କୁ ନେଇକି ଓ ପ୍ରେଗ୍ନେଣ୍ଟ ହେବାକୁ ନେଇକି କଣ କହିଛନ୍ତି ବିଧାୟକ ସୁର ରାଉତରାୟ ତାହା ବିଷୟରେ ଆସନ୍ତୁ ନଜର ପକାଇବା |

ତେବେ ଆମେ ମାନେ ଅଧିକାଂଶ ସମୟରେ ଦେଖିବାକୁ ପାଉଥିବୁ କି ଆଜିର ପୁଅ ଝିଅ ମାନେ ଖୋଲା ଖୋଲି ଭାବରେ ପରସ୍ପର ପରସ୍ପର ଙ୍କୁ ଭଲ ପାଉଛନ୍ତି | ଆଉ ତାହା ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖୁଛନ୍ତି | ଆଉ ସେହି କଥା କୁ ନେଇକି ବର୍ତ୍ତମାନ ମୁହଁ ଖୋଲିଛନ୍ତି ସୁର ରାଉତରାୟ | ଆଉ ଯେଉଁଠି ସେ କହିଛନ୍ତି କି ପ୍ରେଗ୍ନେଣ୍ଟ ବିଶେଷ କରିକି ବିବାହ ଆଗରୁ ବଡ଼ ଘରର ଝିଅ ମାନେ ହୋଇଥାନ୍ତି, ଆଉ ଭୁଲ କରି ସାରିବା ପରେ ବଡ଼ ଘର ଆଉ ଜ୍ଞାନୀ ଲୋକ ମାନଙ୍କର ଘରେ ହୋଇଥାଏ | ଆଉ ସେମାନେ ଯାଇକି ଅବର୍ଷନ କରିଥାନ୍ତି ବୋଲି କହିଛନ୍ତି ସୁର ରାଉତରାୟ |

ତେବେ ଆଜିର ସମାଜରେ ଯେଉଁଭଳି ଭାବରେ ଲଜ୍ୟା ଜନକ କଥା ସବୁ ଘଟୁଛି ତାହା ଆମ ଭାରତ ର ସଂସ୍କୃତି ଓ ପରମ୍ପରା କୁ ନଷ୍ଟ କରି ଦେଉଛି | ଆଉ ଯେଉଁଠି ବିବାହ ପୂର୍ବରୁ ଝିଅ ମାନେ ହେଇଯାଉଛନ୍ତି ପ୍ରେଗ୍ନେଣ୍ଟ | ଆଉ ଯେଉଁଠି ସରକାର ଙ୍କ ନିୟମ ହେଉଛି କି ଜଣେ ବିବାହ ପରେ ମଧ୍ୟ ଅନ୍ୟ ମାନ ଙ୍କ ସହିତ ସମ୍ପର୍କ ରଖିବା ଟା କୌଣସି ପାପ ନୁହଁ ସେ ନେଇକି କୌଣସି ଦଣ୍ଡନୀୟ ଅପରାଧ ନାହିଁ | ସେଥିପାଇଁ ଆଜି ଏମିତି ଅବସ୍ଥା ବୋଲି କହିଛନ୍ତି ସୁର ରାଉତରାୟ |

ଆଉ ଯେଉଁଠି ସେ କହିଛନ୍ତି ଆଗରୁ ସବୁ କିଛି ଲୁଚି ଛପି ହେଉଥିଲା ଆଉ ଏବେ ସବୁ ଖୁଲମ ଖୁଲା ହେଉଛି |ଆଉ ଆମର ପ୍ରଶାସନ ଯେଉ ଭଳି ଭାବରେ ବ୍ୟବସ୍ଥା କରିଛି କି ଶାରୀରିକ ସମ୍ପର୍କ ରଖିବା ଟା ପାପ ନୁହଁ ଆଉ ଯେଉଁଥିପାଇ ଆଜି ଏମିତି ହୋଇଛି ବୋଲି କହିଛନ୍ତି ସୁର | ଆଉ ଜର୍ମାନୀ, ଫ୍ରାନ୍ସ ଭଳି ଦେଶ ଭଳି ଜଣେ ବିବାହ ପରେ ଅନେକ ଜଣଙ୍କ ସହିତ ସମ୍ପର୍କ ରଖିବା ଭଳି ଆମ ଭାରତ ରେ ମଧ୍ୟ ହେଉଛି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment