ତେବେ ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଯାହା ପାଖରେ ରୂପ ଅଛି ଆଉ ଯାହାର ତ୍ୱଚା ର ଯାଦୁ ରହିଛି ସେ ସମସ୍ତଙ୍କ ର ମାନଙ୍କୁ କିଣି ନେଇ ପାରିଥାଏ | ତେବେ ଏବେ ଦେଖିବାକୁ ମିଳିଥାଏ କି ଅନେକ ସମୟରେ କମ ବୟସରେ ଦେଖିବାକୁ ମିଳିଛି ବିଭିନ୍ନ ପ୍ରକାରର ତ୍ୱଚା ଜନିତ ସମସ୍ୟା | ଆଉ ଯାହା ଯୁବ ସମାଜ ପାଇଁ ସମସ୍ୟା ସୃଷ୍ଟି ହୋଉଥିବାର ଦେଖିବାକୁ ମିଳିଛି | ଆଉ ଆଜିର ଯୁବ ପିଢ଼ି ମାନେ ଅନେକ ସମୟରେ ବିଭିନ୍ନ ପ୍ରକାରର କେମିକାଲ କୋସମେଟିକ୍ସ କୁ ବ୍ୟବହାର କରିବାକୁ ଲାଗୁଛନ୍ତି, ଆଉ ଯାହା ଫଳରେ ଅନେକ ସମୟରେ ତ୍ୱଚା ଜନିତ ସମସ୍ୟା ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ଏକ ଘରେଇ ଉପଚାର ବିଷୟରେ ଜାଣିବା ଯାହାକୁ ବ୍ୟବହାର କରିକି ଆପଣ ମାନେ ତ୍ୱଚା ଜନିତ ସମସ୍ୟାରୁ ସବୁ ଦିନ ପାଇଁ ମୁକ୍ତି ପାଇପାରିବେ |
ତେବେ ଆପଣ ମାନେ ତ୍ୱଚା ଜନିତ ସମସ୍ୟାରୁ ସବୁଦିନ ପାଇଁକି ମୁକ୍ତି ପାଇବା ପାଇଁ ଚାହିଁଛନ୍ତି ତାହେଲେ କେତେକ ଘରେଇ ଉପଚାର କୁ ବ୍ୟବହାର କରିକି ସେ ସମସ୍ତ ସମସ୍ୟା ରୁ ସବୁଦିନ ପାଇଁ ମୁକ୍ତି ପାଇପାରିବା |
ଆବଶ୍ୟକୀୟ ଉପକରଣ :-
କଦଳୀ, ଉଷୁନା ଚାଉଳ, ଚାଉଳ ଗୁଣ୍ଡ,, ଲେମ୍ବୁ
ପ୍ରସ୍ତୁତି ପ୍ରଣାଳୀ :-
ତେବେ ନିଜର ତ୍ୱଚା ରେ ଚମକ ଆଣିବା ପାଇଁ ଏହି ଘରେଇ ଉପଚାର ପ୍ରସ୍ତୁତି ପାଇଁ ପ୍ରଥମେ ଆମକୁ ଗୋଟିଏ କଦଳୀ ନେବା ତାହା ପରେ ସେହି କଦଳୀ ର ଚୋପା କୁ କାଢି କି ତାକୁ ଛୋଟ ଛୋଟ ଖଣ୍ଡ କରିନେବା | ଆଉ ତାହା ପରେ ଆମକୁ ଆବଶ୍ୟକ ପଡିବ ଉଷୁନା ଚାଉଳ | ଆଉ ସେହି ଚାଉଳ ଭଲ ଭାବରେ ଧୋଇକି ରଖିବା |
ଆଉ ଗୋଟିଏ କଢେଇରେ କିଛି ପାଣି ନେବା ଆଉ ସେଥିରେ ଆମେ କଦଳୀ ଚୋପା ସହିତ ଚାଉଳ କୁ ନେଇକି କିଛି ସମୟ ଫୁଟାଇବା | ଆଉ ତାହା ଫୁଟି ସାରିଲା ପରେ ସେ ସବୁକୁ ଥଣ୍ଡା ହେବା ପାଇଁ ଛାଡ଼ି ଦେବା ଆଉ ତାହା ପରେ ସେ ସବୁକୁ ପେଷ୍ଟ କରିନେବା | ତାହା ପରେ ସେହି ପେଷ୍ଟ କୁ ଭଲ ଭାବରେ ଛାଣିକି ପେଷ୍ଟ କୁ ବାହାର କରିବା ଓ ତାହା ପରେ ଚାଉଳ ର ଗୁଣ୍ଡ ମଧ୍ୟ ନେଇଥିଲେ ଓ ତାହା ପରେ ଲେମ୍ବୁ ରସ ମଧ୍ୟ ନେବା ଆଉ ତାହାକୁ ଗୋଳେଇକି ମିଶ୍ରଣ ପ୍ରସ୍ତୁତ କରିବା |
ବ୍ୟବହାର :-
ତେବେ ପ୍ରସ୍ତୁତ କରିଥିବା ଏହି ପେଷ୍ଟ କୁ ଆମେ ମାନେ ମୁହଁରେ 30 ମିନିଟ ପର୍ଯ୍ୟନ୍ତ ରଖିବା ଆଉ ତାହା ପରେ ମୁହଁକୁ ଭଲ ଭାବରେ ଧୋଇଦେବା ଓ ତାହା ପରେ ମୁହଁରେ ମୋଏଶ୍ଚରାଇଜର ଲଗେଇବା ଓ ତାହା ପରେ ଆମେ ଏକ ସୁନ୍ଦର ଆଉ ଗ୍ଲୋଇଙ୍ଗ ସ୍କିନ ପାଇପାରିବା |
ତେବେ ଏହିଭଳି ସହଜ ଘରେଇ ଉପଚାର କୁ ବ୍ୟବହାର କରିକି ତ୍ୱଚା ଜନିତ ସମସ୍ୟା କୁ ସବୁଦିନ ପାଇଁକି ଦୁରେଇ ପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।