Odisha News Portal

ସେଇଟା କଣ ଯାହା ଝିଅ ମାନେ ପ୍ରଥମ ଥର କଲେ ବହୁତ କଷ୍ଟ ହୁଏ ? 90 ପ୍ରତିଶତ ଲୋକ ଉତ୍ତର ଦେବାରେ ଫେଲ ହୋଇଛନ୍ତି , ସାହାସ ଅଛି ଯଦି ଉତ୍ତର ଦିଅ

ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ଜୀବନରେ କିଛି କିଛି ସାଧାରଣ ଜ୍ଞାନ ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ କାରଣ ପ୍ରତ୍ୟେକ ବ୍ୟକ୍ତି ମାନଙ୍କର କ୍ୟାରିଅର ଗଠନରେ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା କେତେକ ସାଧାରଣ ଜ୍ଞାନ ସମ୍ୱନ୍ଧୀୟ ପ୍ରଶ୍ନ ଉତ୍ତର ।

1 କେଉଁ ଜୀବ ଗୋଟିଏ ଦିନରେ ମାତ୍ର 16 ମିନିଟ ଆରାମ କରିଥାଏ ?
ଉତ୍ତର – ଚାଟି ।

2 କେଉଁ ଭିଟାମିନ ଅଭାବରୁ ମୁଣ୍ଡର ବାଳ ଧଳା ହୋଇଥାଏ ?
ଉତ୍ତର – B6 ଏବଂ B12 ।

3 ଭାରତରେ କେଉଁ ବ୍ୟକ୍ତିଙ୍କ ଫୋଟ ସବୁଠୁ ଅଧିକ ଛପାଯାଏ ?
ଉତ୍ତର – ମହାତ୍ମା ଗାନ୍ଧୀ ।

4 ସେ କିଏ ଯାହାର ମୁଣ୍ଡ ନାହିଁ କିନ୍ତୁ ଟୋପି ପିନ୍ଧେ ?
ଉତ୍ତର – ବୋତଲ ।

5 କେଉଁ ଜିନିଷ ଗାଧୋଇଲା ପରେ ଛୋଟ ହୋଇଯାଏ ?
ଉତ୍ତର – ସାବୁନ ।

6 ଉପରୁ ପଡିଲା ବୁଢା ବ୍ରାହ୍ମଣ ତା ଦେହ ସାରା ପଇତା ବଣ ?
ଉତ୍ତର – ମସିଣା ।

7 କେଉଁ ପ୍ରାଣାର 5 ଟି ଆଖି ଅଛି ?
ଉତ୍ତର – ମହୁମାଛି ।

8 ଏମିତି କେଉଁ ପକ୍ଷୀ ସେ ଯେଉଁବାଟେ ଖାଇଥାଏ ସେଇବାଟେ ମଳତ୍ୟାଗ କରିଥାଏ ?
ଉତ୍ତର – ବାଦୁଡି ।

9 ସେଇଟା କଣ ଯାହା ଝିଅମାନେ ପ୍ରଥମଥର କଲେ ବହୁତ କଷ୍ଟ ହୋଇଥାଏ ?
ଉତ୍ତର – କାନ କିମ୍ୱା ନାକ ଫୋଡିଲା ବେଳେ ।

10 ସବୁଠାରୁ ଦ୍ରୁତ ଗତିରେ ଦୌଡୁଥିବା ପକ୍ଷୀର ନାମ କଣ ?
ଉତ୍ତର – ବାଜ ପକ୍ଷୀ ।

11 ଏମିତି କଣ ଅଟେ ଯାହା ମୁଣ୍ଡରେ ପଥର ଥାଏ ଏବଂ ତାର ପେଟ ଭିତରେ ଆଙ୍ଗୁଳି ପୁରେଇ ଆପଣ ବହୁତ ଖୁସୀ ହୁଅନ୍ତି ?
ଉତ୍ତର – ମୁଦି ।

12 କହିଲ ଦେଖି ଛୁଆ ମାନଙ୍କର ଏମିତି କେଉଁ ଖେଳନା ଅଟେ , ଯାହାକୁ ଦୁନିଆର ସବୁଠାରୁ ବଡ ଲୋକଭି କିଣି ପାରନ୍ତି ନାହିଁ ?
ଉତ୍ତର – ଜହ୍ନ ମାମୁଁ ।

13 ଏମିତି କେଉଁ କାମ ଅଟେ , ଯାହା ପାଣିରେ ଅଦା ହେଲେ ମଧ୍ୟ ସେ ଓଦା ହୁଏ ନାହିଁ ?
ଉତ୍ତର – ଆପଣଙ୍କ ଦେହର ଛାଇ ।

14 ଝିଅ ମାନେ ସବୁ ଲୁଗା କେବେ କାଢି ଥାନ୍ତି ?
ଉତ୍ତର – ଶୁଖିଯାଇଥିବା ଲୁଗା ।

15 କାହାକୁ ଦାନ କଲେ ନିଜର ବୃଦ୍ଦି ହୁଏ ଏବଂ ସାଇତି ରଖିଲେ କ୍ଷୟ ହୁଏ ?
ଉତ୍ତର – ଜ୍ଞାନ କିମ୍ୱା ବିଦ୍ୟା ।

16 ପବନ ଖାଇଲେ କିଏ ମରିଯାଇଥାଏ ?
ଉତ୍ତର – ଝାଳ ।

17 ମୁଁ ସବୁଠାରେ ଥାଏ , ମାତ୍ର କେହି ଧରି ପାରନ୍ତି ନାହିଁ ?
ଉତ୍ତର – ପବନ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।