ସେ Video ରେ ଖାଲି Kiss ସିନ ଅଛି ..କିଛି ବି ସେ-କ୍ସ ସିନ ନାହିଁ .ମୋ ସ୍ୱାମୀ ଏମିତି କରିଛି ବୋଲି ସାଙ୍ଗ କହିଲା… କଣ କହୁଛନ୍ତି ଏହି ମହିଳା… ଦେଖନ୍ତୁ Video

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀ ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। କିନ୍ତୁ ବର୍ତ୍ତମାନର ଆଧୁନିକ ସମାଜରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି। ନିଜର କଳୁଷିତ ମନଭାଵ ନେଇ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ଅବୈଧ ସମ୍ପର୍କ ରଖିଥାନ୍ତି। ତେବେ ଏପରି କରିବା ଫଳରେ ସମ୍ପର୍କରେ ଆରମ୍ଭ ହୋଇଯାଏ, ଫାଟ। ପ୍ରତିଦିନ ପରିବାର ମଧ୍ୟରେ ଝଗଡ଼ା ଆଶାନ୍ତି ଲାଗିରହେ। ଶେଷରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ ଝଗଡ଼ା ଉଗ୍ରରୂପ ନେଇ ବିଭିନ୍ନ ପ୍ରକାର ଅଘଟଣ ଘଟିଯାଏ, ଏପରି କି ଛାଡ଼ ପତ୍ର ମଧ୍ୟ ହୋଇଯାଇଥାଏ। ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି।

ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁ ଭିଡିଓରେ ଜଣେ ମହିଳା ନିଜ ବିଷୟରେ କିଛି କହୁଛନ୍ତି। ସେ କହିଛନ୍ତି ଯେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ଭିଡିଓରେ ଲ ଭାଇରାଲ ହେଉଛି ସେ ନିଜେ ଏବଂ ତାଙ୍କର ଜଣେ ସ୍କୁଲ ବନ୍ଧୁ ତାଙ୍କ ସହ କିସ କରିବାର କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି ଏବଂ ସେ ଭିଡିଓ ଭାଇରାଲ ହେବାର ରହସ୍ୟ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସ୍କୁଲ ସାଙ୍ଗ ତାଙ୍କୁ କିଛି ଜିନିଷ କିଣିବା ପାଇଁ ବାହାରକୁ ଯାଇଥିଲେ ଏବଂ ତାଙ୍କ ସ୍କୁଲ ବନ୍ଧୁ ତାଙ୍କୁ ନେଇ ଯାଇଥିଲେ। ଏହା ପରେ ବହୁତ ମଦ୍ୟପାନ କରିଥିଲେ ଏବଂ ମଦ୍ୟପାନ କରିବା ପରେ ତାଙ୍କୁ ରୁମକୁ ନେଇ ଯାଇଥିଲେ। ତାଙ୍କୁ ରୁମ ନେଇ ତାଙ୍କୁ କିସ କରିଥିଲେ।

ସେ କହୁଛନ୍ତି ଯେ ତାଙ୍କ ଭିଡିଓ ଯାହା ତିଆରି ହୋଇଛି। ଭିଡ଼ିଓ ଭାଇରାଲ କରିବା ପଛରେ ତାଙ୍କ ଏହିପରି ମହିଳା ଜଣକ କହିଥିଲେ ଏବଂ ତାଙ୍କୁ କହିବାକୁ ପଡିଲା। ଯେ ସେମାନଙ୍କ ପଛରେ ବହୁତ ଦିନ ଅଛି ପ୍ରକାରେ ସେ କହିଥିଲେ। ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ ଭିଡିଓ ଭାଇରାଲ ହେବା ପରେ ତାଙ୍କ ସ୍ୱାମୀ ତାଙ୍କୁ ରଖିବାକୁ ମନା କରୁଛନ୍ତି। ଏବଂ ସେ ଛାଡ଼ପତ୍ର ଦେବା ପାଇଁ କହୁଛନ୍ତି ଏବଂ ଭିଡିଓଟି ହେଉଛି ପରିବାର ସଦସ୍ୟଙ୍କୁ ମଧ୍ୟ ଦର୍ଶାଉଛି। ଠିକ୍ ସେହିପରି ଭାବରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଯେଉଁମାନେ ଏକ ଭିଡିଓ ଭାଇରାଲ୍ କରିଛନ୍ତି ସେମାନଙ୍କୁ କଠୋର ଦଣ୍ଡ ବିଧାନ କରାଯାଇଛି ବୋଲି କହିଛନ୍ତି। ଯାହାବି ହେଉ ବର୍ତ୍ତମାନ ସମୟରେ ଖୁବ ଜୋର ରେ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏଭଳି ଅନେକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହେଲେ ଆଜି ପର୍ଯ୍ୟନ୍ତ ଲୋକ ମାନେ ଏଭଳି ଭୁଲ କରୁଛନ୍ତି। କେବେଳ ନିଜର ଅସୁବିଧା ହେଉଛି ତାହା ନୁହେଁ ବରଂ ଆମ ସମାଜ ପ୍ରତି ଅନେକ କୁପ୍ରଭାବ ପଡୁଛି। ତେଣୁ ଦୟାକରି ଏଭଳି କିଛି ଭୁଲ କରନ୍ତୁ ନାହିଁ ଯାହା ଫଳରେ ନିଜର ଅସୁବିଧା ହେବା କିମ୍ବା ସମାଜର ଅସୁବିଧା ହେବନି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment