ସେ ଟୋକା ମୋ ଭିଡ଼ିଓ ଡିଲିଟ ନକରି ବ୍ଲାକମେଲ କରୁଛି… ଆଉ କହୁଛି ପୁଣି ସେ ମୋ ସହ… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଅନେକ ସମୟରେ କିଛି ଘଟଣା ନଜରକୁ ଆସିଥାଏ ହେଲେ ଅଧିକାଂଶ ସମୟରେ ପ୍ରେମ ସମ୍ପର୍କ କୁ ନେଇ କିଛି ଘଟଣା ଭିଡ଼ିଓ ଭାଇରଲ ହୋଇଥାଏ। ଆଉ ଏବେ ପୁଣି ଜଣେ ଯୁବତୀ ପ୍ରେମ କୁ ନେଇ ପ୍ରେମିକ ନାଁ ରେ ଆଣିଲେ ସଙ୍ଗୀନ ଅଭିଯୋଗ ଯାହା କୁ ଜାଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ। ଏଠାରେ ଏକ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯେଉଁଠି ଜଣେ ଯୁବତୀ ଏମିତି କିଛି ଅଭିଯୋଗ ଆଣିଛନ୍ତି ଯାହାକୁ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ।

ଆଉ ତାଙ୍କର ପ୍ରେମିକ ନାଁ ରେ ଏକ ସଙ୍ଗୀନ ଅଭିଯୋଗ ଆଣି ଏବେ ଚର୍ଚ୍ଚା କୁ ଆସିଛନ୍ତି। ସେହି ପ୍ରେମ ସମ୍ପର୍କ କୁ ନେଇ ପୁଣି ଥରେ ଘଟଣା ସାମ୍ନା କୁ ଆସିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି।ଏମିତି ଅନେକ ସମୟରେ ପ୍ରେମ କୁ କେନ୍ଦ୍ରକରି ଅନେକ ଘଟଣା ସବୁ ଘଟି ଯାଇଥାଏ ଯାହାର ଭିଡ଼ିଓ ଆପଣ ମାନେ ମଧ୍ୟ ଦେଖିଥିବେ।ଆଉ କେଉଁଠି ପ୍ରେମିକା ମାନେ ନିଜର ପ୍ରେମିକ ସହିତ ନିର୍ଯ୍ୟାତନା ଦେବା ସହିତ ପ୍ରତାରଣା ଦେଇ ଥାଆନ୍ତି ଯାହା କୁ ସହ୍ୟ କରି ନପାରି ପ୍ରେମିକ ଏମିତି କିଛି କରି ଦେଇ ଥାନ୍ତି।

ଆଉ ବେଳେ ବେଳେ ପ୍ରେମିକ ମାନେ ମଧ୍ୟ ବିବାହିତ ହୋଇଥିଲେ ମଧ୍ୟ ଅନ୍ୟ ଝିଅ ମାନଙ୍କ ସହିତ ପ୍ରେମ କରି ଥାଆନ୍ତି। ଯାହା ପରେ ଏମିତି କିଛି ସବୁ ଘଟଣା ନଜରକୁ ଆସିଥାଏ ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ। ଆଉ ଏବେ ସେହିପରି ଏକ ଘଟଣା ନଜରକୁ ଆସିଛି ଯେଉଁଠି ଜଣେ ଯୁବତୀ ଏମିତି କିଛି ଅଭିଯୋଗ ଆଣିଛନ୍ତି ଯାହା ଏବେ ଭାଇରଲ ଜୋର ରେ ହଉଛି। ଆଉ ଯୁବତୀ ଜଣଙ୍କ କହିବା ମୁତାବକ ଯେ ସେ ଜଣେ ଯୁବକ ସହିତ ପ୍ରେମ କରି ଥିଲେ ତାହା ପରେ ସେହି ଯୁବକ ଟି ବ୍ଲକମେଲ କରୁଛି। ସେହି ଯୁବକ ସହିତ ପ୍ରେମ ହେବା ପରେ ଯୁବତୀ ଟିର କିଛି ଖରାପ ଭିଡ଼ିଓ ରଖିଛନ୍ତି ସେହି ପ୍ରେମିକ ହେଲେ ଏବେ ସେହି ଭିଡ଼ିଓ କୁ ନେଇ ବ୍ଲାକମେଲ କରିବା ସହିତ ଟଙ୍କା ମାଗୁଛନ୍ତି।

ଆଉ ଏହି ଘଟଣା କୁ ନେଇ ଯୁବତୀ ଜଣଙ୍କ ଥାନା ର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ନ୍ୟାୟ ମିଳି ପାରି ନାହିଁ ଯାହା ଏଠାରେ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି। ସେହି ଭିଡ଼ିଓ କୁ ନେଇ ପ୍ରେମିକ ଚାରିଆଡେ ଦେଖାଉଛି ଯାହା ନିଜ ସମ୍ମାନ ଉପରକୁ କଥା ଆସୁଛି ବୋଲି ଯୁବତୀ ଅଭିଯୋଗ ଆଣିଛନ୍ତି। ଏପଟେ ଥାନା ର IIC ମଧ୍ୟ ଘଟଣା ସମ୍ପର୍କରେ ଶୁଣିବା ପରେ ମଧ୍ୟ କିଛି ଉଚିତ ପଦକ୍ଷେପ ନେଉ ନାହାଁନ୍ତି ବୋଲି ଏଠାରେ କହିଛନ୍ତି। ଏବେ ସେହି ଯୁବତୀ ଜଣଙ୍କ ନ୍ୟାୟ ଦାବି ରେ ରହିଛନ୍ତି ବୋଲି ଜାଣିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment