Odisha News Portal

ସେ ତ ମନ୍ତ୍ରୀଙ୍କ ପୁଅ..ଏବେ ମତେ କିଏ ନ୍ୟାୟ ଦେବ ! ବଡି ମସାଜ କରିବାକୁ ମନା କରିଦେଲି ବୋଲି ମୋ ସହିତ ଏମିତି କଲା…..

ହଁ ବନ୍ଧୁଗଣ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ସେହି ଉତ୍ତରାଖଣ୍ଡ ର ଝିଅ ଅଙ୍କିତା ଭଣ୍ଡାରୀ ଙ୍କର ଏହିଭଳି ମୃତ୍ୟୁ ହେଇଥିବା ଘଟଣା କୁ ନେଇକି | ଆଉ ଯେଉଁଠି ମନ୍ତ୍ରୀ ଙ୍କ ପୁଅ ଆଉ ରିସର୍ଟ ର ମାଲିକ ଙ୍କ ପୁଅ ମିଶିକି ତାଙ୍କୁ ପୋଲ ଉପରେ ଠେଲି ଦେଇଥିବା କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଆଉ ସେପଟେ ଝିଅ ର ମୃତ୍ୟୁ କୁ ନେଇକି ଶୋକ ପ୍ରକାଶ କରିଛନ୍ତି ଅଙ୍କିତା ଙ୍କର ପରିବାର ଲୋକ ଆଉ ଝିଅର ନ୍ୟାୟ ପାଇଁ ଦାବି କରିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଉତ୍ତରାଖଣ୍ଡ ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସମସ୍ତଙ୍କ ମନରେ ଗୋଟିଏ ଦୁଃଖର ଛାୟା ଖେଳାଇ ଦେଇଛି | ଆଉ ଯେଉଁଠି ଉପରେ ରହି ଅଙ୍କିତା ମଧ୍ୟ ପ୍ରଶ୍ନ କରୁଛନ୍ତି କି ସତରେ କଣ ମୋର ଗରିବ ହେବା ଟା ଭୁଲ ଥିଲା ନା ମୋର ଚାକିରୀ କରିବା ଟା ଭୁଲ ଥିଲା ନା ପୁଣି ସୁନ୍ଦରୀ ହେବା ଟା ମୋର ଭୁଲ ଥିଲା | ଆଉ ଯେଉଁଠି ପାଇଁକି ମତେ ଆଜି ଏତେ ବଡ଼ ଗୋଟିଏ ଦଣ୍ଡ ଭୋଗିବାକୁ ପଡିଥିଲା | ଆଉ ବିନା ଭୁଲ ରେ ମତେ ଆଜି ଦଣ୍ଡ ଭୋଗିବାକୁ ପଡିଥିଲା |

ଆଉ ସେପଟେ ପୁଲକିତ ତାଙ୍କର ସମସ୍ତ ଦୋଷ କୁ ମାନି ନେଇଛନ୍ତି, ଆଉ କହିଛନ୍ତି କି ସେ, ଅଙ୍କିତ ଆଉ ତାଙ୍କର କେତେକ ସାଙ୍ଗ ଥିଲେ, ଆଉ ଅଙ୍କିତା ତାଙ୍କର କଥା କୁ ନ ଶୁଣିବାରୁ ସେ ରାଗି ଯାଇକି ତାଙ୍କୁ ପୋଲ ଉପରୁ ଠେଲି ଦେଉଛନ୍ତି ବୋଲି |ଆଉ ଯାହା ଜଣା ପଡିଛି କି ଋଷିକେଶ ର ଜିଲ୍ଲା କେନାଲ ରେ ସେ ଆତ୍ମହତ୍ୟା କରିଛନ୍ତି | ତେବେ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଅଙ୍କିତା ଆଉ ପରିବାର ର ଗୁଜୁରାଣ ମେଣ୍ଟାଇବା ପାଇଁକି ମାତ୍ର 19 ବର୍ଷ ବୟସରେ ଘରୁ ଛାଡିକି ଆସିଥିଲେ | |ଏହି ସବୁ ଘଟଣା ପଛରେ ବିନୋଦ ଆର୍ଯ୍ୟ ଙ୍କ ପୁଅ ପୂର୍କିତ ଆର୍ଯ୍ୟ ଙ୍କ ହାତ ଥିବା କଥା କହିଛନ୍ତି ଝିଅ ଜଣଙ୍କ | ଆଉ ଯାହା ଅଙ୍କିତା ଙ୍କ ହ୍ୱାଡ଼ ସପ ଚାଟ ଯାହାକି ସେ ତାଙ୍କର ସାଙ୍ଗଙ୍କ ସହିତ କଥା ହେଇଥିଲେ ସେଥିରେ ଜଣା ପଡିଛି |

ଆଉ ଏହି ଘଟଣା କୁ ନେଇକି ବିଜେପି ନେତା ଙ୍କୁ ଆଉ ତାଙ୍କର ଭାଇ ଙ୍କୁ ମଧ୍ୟ ପଦବୀରୁ ବହିଷ୍କାର କରିଦିଆଯାଇଛି | ଆଉ ବର୍ତ୍ତମାନ ଅଙ୍କିତା ଙ୍କର ନ୍ୟାୟ ପାଇଁ ତାଙ୍କର ବାପା ଆଉ ମା ଉତ୍ତରାଖଣ୍ଡ ର ସିଏମ ଙ୍କ ପାଖରେ ଅନୁରୋଧ କରିଛନ୍ତି |ଆଉ କହିଛନ୍ତି କି ସେ ହେଉଛନ୍ତି ମନ୍ତ୍ରୀ ଙ୍କ ପୁଅ ଆଉ ଆମର ଗରିବ ଲୋକଙ୍କୁ କଣ ନ୍ୟାୟ ମିଳିବ | ଆଉ ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।