Odisha News Portal

ମୋ ସ୍ୱାମୀ ତ ଓଲା, ସେ ମୋତେ କଣ ଖୁସି ଦେବ… ଦେଖନ୍ତୁ Video

ଆଜ୍ଞା ହଁ ପୁରା ଘରଣାଟି ଶୁଣିଲେ ଆପଣ ମାନେ ବି ଆର୍ଚଯ୍ୟ ହୋଇଯିବେ| ନିଜ ସୁନ୍ଦରତାର ବେଶ ଫାଇଦା ଉଠାଇ ଗୋଟିଏ ପୁଅର ଜୀବନ ସହିତ ଖେଳିଛନ୍ତି ଏହି ମିଉଟ ସୁନ୍ଦରୀ ନନ୍ଦିନୀ |ଘଟଣା ଟି ଘଟିଛି ଭୁବନେଶ୍ୱର ରେ ବାସ କରୁଥିବା ଗୋଟିଏ ମଧ୍ୟମ ଧରଣ ପରିବାର ର ପରିବାର ରେ ବାପା ମା ଓ ବଳରାମ, ବାଳରାମ ବିବାହ କରିଥିଲେ ନନ୍ଦିନୀ ଙ୍କୁ ହେଲେ ସେ କ,”ଣ ଜାଣିଥିଲେ ବିବାହ ର କିଛି ଟା ମୁହୂର୍ତ୍ତ ପରେ ତାଙ୍କ ଜୀବନ ରେ ଏମିତି ଏକ ଝଡ ଆସିବ ବୋଲି | ତାହେଲେ ଆସନ୍ତୁ ଜାଣିବା କ”ଣ ହେଇଥିଲା ସେଦିନ ବାସର ରାତିରେ ଯାହା ପାଇଁ ଏବେ ନନ୍ଦିନୀ ଙ୍କ ନାଁରେ 420ଦଫା ଲାଗିଛି |

ଘଟଣା ଟି ଶୁଣିଲେ ଖରାପ ଲାଗିଲେ ମଧ୍ୟ ଘଟଣାଟି ସତ୍ୟ ଯାହା ରାଜଧାନୀ ରେ ଘଟିଛି | ଯାହା ପାଇଁ ନିଉଡ଼ ସୁନ୍ଦରୀ ନନ୍ଦିନୀ ବେଶ ଚର୍ଚ୍ଚା ରେ ରହିଛନ୍ତି | ବାସର ରାତିରେ ନନ୍ଦିନୀ ତାଙ୍କ ସ୍ୱାମୀ ବଳରାମ ଙ୍କୁ ସେକ୍ସ କରିବା ପାଇଁ ରୋକଠୋକ ମନା କରିଦେଇଥିଲେ, କହିଥିଲି ଯେ ମୋର ଦେହ ଭଲ ନାହିଁ,ମୁଁ ଆଜି ଅଲଗା ଶୋଇବି ସ୍ୱାମୀ ବଳରାମ ମଧ୍ୟ ତାଙ୍କ କଥା ରେ ରାଜି ହୋଇ ନନ୍ଦିନୀ କୁ ଏକା ଶୋଇବା ପାଇଁ ଛାଡିଦେଇଥିଲେ | ହେଲେ ସେ ଜାଣି ନଥିଲେ ନନ୍ଦିନୀ ଙ୍କ ମନରେ କଣ ଚାଲିଛି, ରାତି ଯେତେବେଳେ ବଢିବାକୁ କୁ ଲାଗିଲେ ବଳରାମ ନନ୍ଦିନୀ ର ଦେହ ଭଲ କେମିତି ଅଛି ବୁଝିବାକୁ ଯାଇଥାନ୍ତି, ହେଲେ ଯାଇ ଦେଖିଲା ବେଳକୁ ନନ୍ଦିନୀ ଉଲୋଗ୍ନ ହୋଇ ଭିଡ଼ିଓ କୋଲ ରେ ତାର ପୂର୍ବ ପ୍ରେମିକ ସହିତ କଥା ହେଉଛନ୍ତି |

ଯେତେବେଳେ ବଳରାମ ତାଙ୍କୁ ଏ ବାବଦରେ ପ୍ରଶ୍ନ କରିଲେ ସେତେବେଳେ ନନ୍ଦିନୀ ଏମିତି ଭୁଲ ଆଉ କେବେ ହବନି କହି ବଳରାମ ଙ୍କୁ ବୁଝେଇଦେଇଛି, ଓ ତା ପର ଦିନ ବଳରାମ ଙ୍କୁ ମନ୍ଦିର କୁ ଡାକି ନେଇ… ନିଜ ପୂର୍ବ ପ୍ରେମିକ ଅର୍ଥାତ ନନ୍ଦିନୀ ଙ୍କ ଭିଣେଇ ଙ୍କ ହାତ ରୁ ମାରୁ ମଧ୍ୟ ଖାଇଥିଲେ ବଳରାମ, ଏମିତିରେ କି ସେ ଆଉ ସହି ପାରିନଥିଲେ ଯାହା ଫଳରେ ସେ ଲିଙ୍ଗରାଜ ଥାନାରେ ଯାଇ ନନ୍ଦିନୀ ଙ୍କ ନାଁରେ 420 ଦଫା ଲଗେଇଥିଲେ |

ତେଣୁ ଏବେ ସମସ୍ତ ଘଟଣା ର ପୋଲିସ ତଦନ୍ତ ଆରମ୍ଭ କରୁଛି ଓ ନିଉଡ଼ ସୁନ୍ଦରୀ ନନ୍ଦିନୀ ଙ୍କ ନାଁରେ ଲଗେଇଛି 420 ଦଫା | କିନ୍ତୁ ଏବେ ଜାଣିବାର ଅଛି କି କଣ ସତରେ ପୋଲିସ ହେପାଜତରେ ଭିଣେଇ ଙ୍କ ସହିତ ସେକ୍ସ ଭିଡ଼ିଓ କୋଲ ନ କରି ରହିପାରିବ ନା ଆଉ ଅନ୍ୟ କଣ ରାସ୍ତା ଆପଣେଇବ ନନ୍ଦିନୀ ତାହା ଏବେ ପ୍ରଶ୍ନବାଚୀ ହେଇ ରହିଛି | ଆଉ ଯଦି ନା ତେବେ ସେ କାହିଁକି ବାଳରାମକୁ ବିବାହ କରିବାର ମିଥ୍ୟା ପ୍ରତିଶୃତି ଦେଉଥିଲେ ଆଉ ବିବାହ ବେଦିରେ ବସି ତାଙ୍କୁ ବିବାହ କରୁଥିଲେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଓ ପ୍ରକୃତ ସତ୍ୟର ଘୁଲାସା ଚାଲିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।