ସେ ମୋ ପ୍ରଥମ ଶ୍ରେଣୀ ସାଙ୍ଗ ଥିଲା,ଟଙ୍କା ଫେରେଇବ କହି ରୁମ୍ କୁ ଡାକି ଶାଢ଼ୀ ଖୋଲି ଲିପକିସ କଲା, ଭିଡ଼ିଓ ଭାଇରଲ କରୁଛି…

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀ ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। କିନ୍ତୁ ବର୍ତ୍ତମାନର ଆଧୁନିକ ସମାଜରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି। ନିଜର କଳୁଷିତ ମନଭାଵ ନେଇ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ଅବୈଧ ସମ୍ପର୍କ ରଖିଥାନ୍ତି। ତେବେ ଏପରି କରିବା ଫଳରେ ସମ୍ପର୍କରେ ଆରମ୍ଭ ହୋଇଯାଏ, ଫାଟ ପ୍ରତିଦିନ ପରିବାର ମଧ୍ୟରେ ଝଗଡ଼ା ଆଶାନ୍ତି ଲାଗିରହେ। ଶେଷରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ ଝଗଡ଼ା ଉଗ୍ରରୂପ ନେଇ ବିଭିନ୍ନ ପ୍ରକାର ଅଘଟଣ ଘଟିଯାଏ, ଏପରି କି ଛାଡ଼ ପତ୍ର ମଧ୍ୟ ହୋଇଯାଇଥାଏ।

ବିଶେଷ କରି ଆମ ଓଡିଶାରେ ଅନେକ ଘଟଣା ପ୍ରତିଦିନ ଦେଖିବା ପାଇଁ ମିଳୁଛି। ତେବେ ବର୍ତ୍ତମାନ ଜଣେ ମହିଳା ନିଜ ସ୍ୱାମୀ ଅଶୀଳ ଭିଡ଼ିଓ ଭାଇରାଲ କରୁଥିବା ଅଭିଯୋଗ ଆଣିଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ବିଷୟରେ। ଏଠାରେ ଏକ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯେଉଁଠି ଜଣେ ମହିଳା ଏମିତି କିଛି ବୟାନ ଦେଇଛନ୍ତି ଯାହା ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିବ। ଏବେ କହିଛନ୍ତି ଯେ ସେ ଜଣେ ବନ୍ଧୁ ସହିତ କଥା ହେବା ପରେ ଏମିତି କିଛି ତାଙ୍କ ସହିତ ଘଟି ଯାଇଥିଲା। ଅନେକ ସମୟରେ ଏମିତି ସବୁ ଘଟଣା ଘଟିଛି ଯେଉଁଠି ପ୍ରେମ ସମ୍ପର୍କ କୁ ଅନେକ କିଛି ନଜରକୁ ଆସିଥାଏ।

ଆଉ ଏବେ ଜଣେ ମହିଳା ଏହି ସମୟରେ ଅବହେଳିତ ଓ ନିର୍ଯ୍ୟାତନା ପାଇଥିବାର ଅଭିଯୋଗ ଆଣିଛନ୍ତି ଯାହାକୁ ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ଆଉ ଏବେ ମହିଳା ଜଣଙ୍କ ଏମିତି କିଛି ବୟାନ ଦେଇଛନ୍ତି ଯାହାକୁ ଶୁଣିବା ପରେ ଚମକି ପଡିବେ। ଏଠାରେ ଏମିତି କିଛି ଘଟିଛି ସେହି ମହିଳାଙ୍କ ସହିତ ଯାହା ଆପଣ ମାନେ ଏଠାରେ ଶୁଣିବାକୁ ପାଇଥିବେ। ଏବେ ଏଠାରେ କହିଛନ୍ତି ଯେ ତାଙ୍କର ଜନ୍ବ ସ୍କୁଲ ସମୟ ର ଜଣେ ବନ୍ଧୁ ସହିତ ବହୁତ ଦିନ ପରେ କଥା ହୋଇଥିଲେ ପରେ ତାଙ୍କ ସହିତ ସମ୍ପର୍କ ବଢିଥିଲା ଯାହା କୁ ନେଇ ଭିଡ଼ିଓ ଭାଇରଲ ହୋଇଛି। ଆଉ ସେହି ମହିଳା ଜଣଙ୍କ କହିଲେ ତାଙ୍କ ଠାରୁ କିଛି ଟଙ୍କା ମଧ୍ୟ ନେଇଥିଲେ ଏବଂ ତାଙ୍କ ସହିତ କିଛି ସମୟ ମଧ୍ୟ ବାହାରେ ବୁଲୁଛନ୍ତି।

ତାଙ୍କ ସହିତ କିଛି ସମ୍ପର୍କ ମଧ୍ୟ ରଖିଥିଲେ ଯାହା କୁ ଏଠାରେ ଜାଣିବାକୁ ମିଳିଛି। ଆଉ ତାଙ୍କର ସ୍ୱାମୀ ଅନ୍ୟ ଜଣଙ୍କ ସହିତ ସମ୍ପର୍କ ରଖିଥିଲେ ହେଲେ ପରବର୍ତ୍ତୀ ସମୟରେ ସ୍ତ୍ରୀ ଚେକ ଦେବା ପାଇଁ ଏମିତି କିଛି ଯୋଜନା କରିଥିଲେ ଯାହା ଏଠାରେ ସୂଚନା ମିଳିଛି। ଯାହା ବି ହେଉ ଏଠାରେ ମହିଳା ଜଣଙ୍କ ଏବେ ସାଇବର ଥାନା ର ଦ୍ୱାରସ୍ଥ ହୋଇଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି। ଆଉ ଏବେ ଅନେକ ସମୟରେ ପ୍ରେମ ସମ୍ପର୍କ କୁ ଏହିପରି କିଛି ଘଟଣା ନଜରକୁ ଆସୁଛି ଯେଉଁଠି ନିଜ ସ୍ତ୍ରୀ ଥିଲେ ମଧ୍ୟ ଅନ୍ୟ ମହିଳା ଙ୍କ ସମ୍ପର୍କ ରଖୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment