ଲେମ୍ବୁରେ ଏହି ଗୋଟିଏ ଜିନିଷ ମିଶେଇ ଲଗାନ୍ତୁ ରାତାରାତି ହାତ ଦୁଧ ପରି ଗୋରା ଦେଖାଯିବ 100%effective

ହଁ ଦର୍ଶକ ବନ୍ଧୁ ଏହି ବ୍ୟସ୍ତ ବହୁଳ ଜୀବନରେ ଆମେ ବେଳେ ବେଳେ ନିଜର ଯତ୍ନ ନେବାକୁ ଭୁଲି ଯାଇଥାଉ | ଯାହା ଫଳ ରେ ଆମ ଶରୀର ବିଭିନ୍ନ ଅଙ୍ଗ କଳା ପୋଡ଼ିଯାଇଥିଲେ ମଧ୍ୟ ତାହାର ଯତ୍ନ ବି ଆମେ ଠିକ ଭାବେ ନେଇ ପାରି ନ ଥାଉ | ଯେମିତିକି ହାତ ଗୋଡ କଳା ପୋଡିଯିବା | ତେବେ ଏହି ହାତ ଗୋଡ କଳା ପୋଡିଯିବା ର କାରଣ ହେଉଛି | ବାହାରେ ବଢୁଥିବା ପ୍ରଦୂଷଣ, ଅଧିକ ଖରା, ଧୂଳି ମାଟି ଆଦି ପାଇଁ ଆମ ଶରୀର ଏହି ସମସ୍ୟା ଦେଖା ଦେଇଥାଏ | ତେବେ ଏହି ସମସ୍ୟା ଦୂର କରିବା ପାଇଁ ଆମ କିଛି ସହଜ ଘରେଇ ଉପଚାର ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ହାତ ଓ ଗୋଡ ଧଳା ଦେଖା ଯିବା ସହିତ ବହୁତ ସଫ୍ଟ ମଧ୍ୟ ଦେଖା ଯିବ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଘରେଇ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା |

ଆବଶ୍ୟକୀୟ ଉପକରଣ :-

ସାମ୍ପୁ,ଗ୍ଲିସେରିନ, ଲେମ୍ବୁ, ଲୁଣ

ପ୍ରସ୍ତୁତି ପ୍ରଣାଳୀ :-

ଦର୍ଶକ ବନ୍ଧୁ ଏହି ଘରେଇ ଉପଚାର ଟି ପ୍ରସ୍ତୁତି କରିବା ପାଇଁ ଆପଣ ଏକ ପାତ୍ର ନିୟନ୍ତୁ | ତାପରେ ଯେକୌଣସି ଏକ ସାମ୍ପୁ ପାଉଚ ନିୟନ୍ତୁ ତାକୁ କାଟି ସେହି ପାତ୍ର ରେ ରଖନ୍ତୁ | ତାପରେ ସେଥିରେ ଆମେ ମିଶାଇବା ଗ୍ଲିସୋରିନ | ଗ୍ଲୋସୋରିନ ଏକ ଏଭଳି ତରଳ ପଦାର୍ଥ ଯାହା ଆମ ହାତ ଓ ଗୋଡ ର ଜମି ଥିବା ମଇଳା କୁ ବହୁତ ସୁନ୍ଦର ଭାବେ ସଫା କରିଥାଏ | ତେଣୁ ଏବେ ଆମେ ଏକ ଚାମଚ ଗ୍ଲୋସୋରିନ ସେହି ପାତ୍ର କୁ ନିୟନ୍ତୁ | ଏହାପରେ ଏକ ଗୋଟା ଲେମ୍ବୁ କୁ କାଟି ତାକୁ ଅଧା କରନ୍ତୁ ଓ ସେହି ପାତ୍ର ରେ ଭଲ ଭାବରେ ଚିପୁଡ଼ି ଏହାର ରସ ବାହାର କୋରନ୍ତୁ |

ଦର୍ଶକ ବନ୍ଧୁ ଆପଣ ମାନେ ତୋ ଜାଣିଥିବେ ଲେମ୍ବୁ ରେ ଅଧିକ ପରିମାଣରେ ଭିଟାମିନ ସି ପରିମାଣ ରହିଛି | ଯାହା ଆପଣଙ୍କୁ ଶରୀରର ସ୍କିନ ପାଇଁ ବହୁତ ଉପକାରୀ | ତେବେ ହେଇଥାଏ | ତାପରେ ଏଥିରେ ଅଧା ଚାମଚ ଲୁଣ ଦେଇ ସେହି ସମସ୍ତ ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରନ୍ତୁ | ଏବେ ଏଥିରେ ଆପଣଙ୍କ ର ହାତ ଗୋଡ଼ ପାଇଁ ଯେତିକି ପରିମାଣ ର ପାଣି ଆବଶ୍ୟକ ହେବ ସେତିକି ପରିମାଣ ର ଗରମ ପାଣି ନିୟନ୍ତୁ |

ବ୍ୟବହାର :-

ଏବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟିକୁ ଏକ ଲେମ୍ବୁ ଚୋପା ସାହାଯ୍ୟ ସେହି ପାଣି ରେ ହାତ ବୁଡାଇବା ପରେ ଲେମ୍ବୁ ଚୋପା ରେ ହାତକୁ ଭଲ ଭାବରେ ସଫା କରନ୍ତୁ | ଏମିତି କିଛି ଦିନ କରନ୍ତୁ ଦର୍ଶକ ବନ୍ଧୁ ଆପଣ ନିଜେ ଜାଣିପାରିବେ ଏହି ଘରେଇ ଉପଚାର ର ଫାଇଦା ବିଷୟରେ |

ତେବେ ଏହା ଥିଲା ଆମର ହାତରେ କଳା ପଣ କୁ ଦୂର କରିବାର ସହଜ ଆଉ ଘରେଇ ଉପଚାର ବିଷୟରେ କିଛି ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment