ଭାଇଙ୍କୁ ଘାରିଛି ଭାଇରାଲ ନିଶା, ଥରେ ଶୁଣନ୍ତୁ ଏହି ଗୀତ… ହସି ହସି ଗଡ଼ିଯିବେ, ଦେଖନ୍ତୁ Video

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ନୂଆ ନୂଆ ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ଆଉ ସବୁବେଳେ ନୂଆ ନୂଆ ଭିଡିଓ ଶୁଣିବାକୁ ବା ଦେଖିବାକୁ ଆମକୁ ମଧ୍ୟ ବହୁତ ପସନ୍ଦ ଆସିଥାଏ | ତେବେ ବେଳେ ବେଳେ କିଛି ଏଭଳି ଘାଟଣ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ହସି ହସି ଗଡି ଯିବା ପାଇଁ ଆମକୁ ମନ ହୋଇଥାଏ | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖା ଯାଉଛି କି କେଉଁ ଭଳି ଭାବରେ ଯୁବକ ଜଣଙ୍କ ଭାଇରାଲ ହେବା ପାଇଁ ଗୀତ ଗାଇବାରେ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘାଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆଜି କାଲି ସୋସିଆଲ ମିଡ଼ିଆ ଯୁଗ ହୋଇଛି ସମସ୍ତେ ଯିଏ ଯାହାର ଟେଲେଣ୍ଟ କୁ ଦେଖାଇବା ପାଇଁ ବ୍ୟସ୍ତ ଥାଆନ୍ତି | ତେବେ ଲୋକ ମାନେ ନିଜ ପାଖରେ ଥିବା ଗୀତ ନାଚ ଏମିତି କି ବିଭିନ୍ନ ପ୍ରକାରର କଳା ଆଉ ପ୍ରତିଭା କୁ ଦେଖାଇଥାନ୍ତି ଲୋକ ମାନଙ୍କ ପାଖରେ ନିଜେ ପ୍ରସଂଶା ର ପାତ୍ର ହେବା ପାଇଁ | ଆଉ ଏମିତି କିଛି କରି ନିଜର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ବନାଇବା ସହିତ ନିଜର କେରିୟର ମଧ୍ୟ ଗଢିବା ପାଇଁ ଚାହିଁଥାନ୍ତି ଆଜିର ଲୋକ ମାନେ |

ତେବେ ଆଜି କାଲି ପିଲା ଠାରୁ ଆରମ୍ଭ କରିକି ବୁଢା ବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ନିଜର ପ୍ରତିଭା କୁ ଦେଖାଇବା ପାଇଁ ଆଗ୍ରହୀ ଅଛନ୍ତି | ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ସେହିଭଳି ଏକ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ଦେଖା ଯାଉଛି କି ଯୁବକ ଜଣଙ୍କ ଭାଇରାଲ ହେବା ପାଇଁ ଗୀତ ଗାଇବା ପାଇଁ ଲାଗିଛନ୍ତି | ଆଉ ସେ ଗୀତ ଟି ଏମିତି ଥିଲା କି ଯାହାକୁ ଶୁଣିଲେ ଆପଣଙ୍କର ଗୀତ ପ୍ରତି ଥିବା ଭଲ ପାଇବା ଉଠିଯିବ | ତେବେ ଯାହା ଦେଖିବାକୁ ମିଳିଥିଲା କି ସେ ଗୀତ ରେ ନା ଥିଲା କୌଣସି ସ୍ୱର ନା ଥିଲା କୌଣସି ତାଳ |

ତେବେ ନିଜର ମାଲିକ ଙ୍କ ଝିଅ କୁ ଭଲ ପାଉଛନ୍ତି ଆଉ ସେହିଭଳି କିଛି କହି ବେସୁରା ସ୍ୱର ରେ ଗୀତ ଗାଇବା ପାଇଁ ଲାଗିଛନ୍ତି ଯୁବକ ଜଣଙ୍କ | ଆଉ ଗୀତ କୁ ଏମିତି ବେସୁରା ଢଙ୍ଗ ରେ ଗାଇଛନ୍ତି ଯାହା କୁ ଶୁଣିଲେ ଆପଣ ମାନେ ମଧ୍ୟ ଭାବିବେ ସତରେ ଭାଇରାଲ ହେବା ପାଇଁ ଲୋକ ମାନେ କଣ କଣ କରି ପାରନ୍ତି ବୋଲି | ଆଉ ବର୍ତ୍ତମାନ ଏହି ଯୁବକ ଜଣଙ୍କର ବେସୁରା ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଆଉ ଯାହାକୁ ଦେଖିକି ଲୋକ ମାନେ ବିଭିନ୍ନ ପ୍ରକାରର ଖରାପ ଖରାପ କମେଣ୍ଟ ମଧ୍ୟ ଦେଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment