ଲଜ୍ୟା ଲାଗୁନି, ପୁତୁରାକୁ ପ୍ରେମକରି ଖୁଡି ବାହାହେବା ! ମା ପୁଅ ସମ୍ପର୍କକୁ ସମାଜ କଣ କହିବ ? ଏ ନେଇ କଣ କହୁଛନ୍ତି ଏହି ମହିଳା, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହା ସନସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ଆଉ ଏଭଳି ଘଟଣା କିଛି ଘଟିଥାଏ ଆମ ସମାଜରେ ଯାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ମାନିଥାଉ ଆମେ ମାନେ | ତେବେ ସେହି ଭଳି ଏକ ଘଟଣା ଘଟିଛି ଆମ ସମାଜରେ | ଆଉ ଯେଉଁଠି ପ୍ରେମ ସମ୍ପର୍କ ଗଢି ଉଠିଥିଲା ପୁତୁରା ଆଉ ଖୁଡ଼ୀ ଙ୍କ ଭିତରେ | ଆଉ ଯେଉଁଥିପାଇଁ ନିଜର ସ୍ୱାମୀ ଙ୍କୁ ପଛରେ ପକାଇ ପୁତୁରା ସହିତ ରହିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ମହିଳା ଜନଙ୍କ, ଆଉ ଦୁଇ ପୁଅ ଥାଉ ଥାଉ ଏମିତି ଘଟଣା ଘଟାଇ ଥିବାରୁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମଧୁମିତା ରଥ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମଧୁମିତା ରଥ ଯିଏ କି ସମାଜସେବୀ ଅଛନ୍ତି ତାଙ୍କର କହିବା କଥା କି ସେ ମହିଳା ମାନଙ୍କ ପାଇଁ ଲଢ଼ିଥାନ୍ତି, ଆଉ ସେମାନଙ୍କୁ ନ୍ୟାୟ ଦେବା ପାଇଁ ସବୁବେଳେ ଆଗକୁ ବାହାରି ଥାଆନ୍ତି | କିନ୍ତୁ ଏଠି ଯେଉଁଭଳି ଭାବରେ ଘଟଣା ଟି ଘଟିଛି ଯାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ | ଆଉ ଯାହା ଆମ ସମାଜକୁ କୋଳୁଷିତ କରୁଛି | ଆଉ ତାଙ୍କର କହିବା କଥା କି ପୁତୁରା ଆଉ ଖୁଡ଼ୀ ଙ୍କ ସମ୍ପର୍କ ହେଉଛି ମା ଆଉ ପୁଅ ଙ୍କ ସମ୍ପର୍କ ଭଳି | ତେବେ ଏହି ଭଳି ଏକ ସମ୍ପର୍କ ରେ କଳଙ୍କ ଲଗାଇଛି ମହିଳା ଜଣଙ୍କ |

ଆଉ ଯାହା ଜଣା ପଡିଛି କି 2 ଟି ସନ୍ତାନ ର ମା ହେବା ପରେ ମଧ୍ୟ ଏହିଭଳି ଏକ ଘଟଣା ଘଟଇଛି ମହିଳା ଜଣଙ୍କ | ଆଉ ଯେଉଁଠି ଜଣା ପଡିଛି କି ମହିଳା ଜଣଙ୍କର ବୟସ 42 ହୋଇଥିବା ବେଳେ ପୁତୁରା ଙ୍କ ବୟସ ହେଉଛି 32 | ଆଉ ଏହିଭଳି ବୟସର ତାରତମ୍ୟ ଥାଇକି ମଧ୍ୟ ମହିଳା ଜଣଙ୍କ ସେହି ପୁତୁରା ଙ୍କ ସହିତ ରହିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି |ଆଉ ଯେଉଁଠି ଜଣା ପଡିଛି କି ପୁତୁରା ଜଣଙ୍କ ଯେହେତୁ ସେହି ମହିଳା ଙ୍କ ମୁଣ୍ଡରେ ସିନ୍ଦୁର ଦେଇଛନ୍ତି ତେଣୁ ସେ ତାଙ୍କ ସହିତ ରହିବେ ବୋଲି କହିଛନ୍ତି |

ଆହୁରି ମଧ୍ୟ ମହିଳା ଜଣଙ୍କ କହିଛନ୍ତି ତାଙ୍କର ପିଲା ମାନଙ୍କୁ ସ୍ୱାମୀ ଙ୍କ ପାଖରେ ରଖିବା ପାଇଁ ଆଉ ସେ ନିଜେ ପୁତୁରା ଙ୍କ ସହିତ ରହିବେ ବୋଲି | ନହେଲେ ଗୋଟିଏ ଛୁଆଁ କୁ ସିଏ ରଖି ଆଉ ଗୋଟିଏ ଛୁଆଁ କୁ ସ୍ୱାମୀ ଙ୍କୁ ଦେବା କଥା ମଧ୍ୟ କହିଛନ୍ତି ମହିଳା ଜଣଙ୍କ | ଆଉ ଯାହାକୁ ନେଇକି ମଧୁମିତା ରଥ କହିଛନ୍ତି ଏହା ଅତ୍ୟନ୍ତ ଲଜ୍ୟାର କଥା ଅଟେ | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment