New Twist – ଏଇ ସେଇ ସୁନ୍ଦରୀ ଅର୍ଚ୍ଚନା, ଏବେ ସୁନ୍ଦରୀ, ପୂର୍ବରୁ ଥିଲା ବାନ୍ଦେରୀ… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଘଟଣା ଚାରିଆଡେ ବେଶ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ସେହି ରାଣୀ ମହୁମାଛି ଅର୍ଚ୍ଚନା ନାଗ ଙ୍କ କଥା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଅର୍ଚ୍ଚନା କୁଆଡେ ଆଗରୁ କଳା ଥିଲେ ଆଉ ସେତେବେଳେ ତାଙ୍କ ଉପରକୁ କୁଆଡେ କେହି ଆଖି ପକାଉ ନ ଥିଲେ | ଆଉ ପରେ ସେ ହେଇଗଲେ ସୁନ୍ଦରୀ, ଆଉ ଯାହା ଜଣା ପଡିଛି କି ନିଜର ମାୟା ଜାଲରେ ଫସେଇ ସମସ୍ତ ଙ୍କୁ ଦିୱାନା କରିଥିଲେ ତାଙ୍କର ପ୍ରେମ ଜାଲରେ | ଆଉ ସେମାନଙ୍କ ପାଖରୁ ଟଙ୍କା ଲୁଟି ଦେହ ବ୍ୟବସାୟ ଆଉ ବ୍ଲାକ ମେଲିଙ୍ଗ କରିକି ନିଜର ଏହିଭଳି ବିରାଟ କାୟ ସାମ୍ରାଜ୍ୟ ଗଢିବାକୁ ଲାଗିଥିଲେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଟି ଉପରେ ଟିକିଏ ନଜର ପକାଇବା |

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଅର୍ଚନା ଙ୍କ ସୁନ୍ଦରୀ ହେବା ପଛରେ ଥିବା ରହସ୍ୟ ଟି ଜଣା ପଡିଛି | ଆଉ ଯେଉଁଠି ଅର୍ଚନା ଙ୍କ ପୂର୍ବ ଫୋଟ କୁ ଦେଖିକି ଯାହା ଜଣା ପଡିଛି କି ଅର୍ଚନା ଆଗରୁ କୁଆଡେ ବହୁତ କଳା ଥିଲେ | ଆଉ ସେ ଯେତେବେଳେ ଭୁବନେଶ୍ୱର କାମ କରିବାକୁ ଆସିଥିଲେ ସେତେବେଳେ ସେ ଏକ ପାର୍ଲର ରେ କାମ କରୁଥିଲେ | ଆଉ ଯାହା ଜଣା ପଡିଛି କି ପାର୍ଲର ରେ ଥିବା ବେଳେ ସମସ୍ତେ ତାଙ୍କୁ କାଳି ବୋଲି କହୁଥିଲେ |

ତେବେ ପରେ ସେ ଜଣେ ଷ୍ଟାର ହୋଟେଲ ମାଲିକଙ୍କ ଦ୍ୱାରା ମୁମ୍ବାଇ ରେ ପହଂଚିଥିଲେ | ଆଉ ସେଠାରେ ସେ ଲେଜର ଚିକିତ୍ସା ମଧ୍ୟ କରିଥିବାର ସୂଚନା ମିଳିଛି | ଆଉ ଯାହା ଜଣା ପଡିଛି କି ଅର୍ଚନା ତାହା ପରାଠାରୁ କଳା ରୁ ପାଲଟି ଗଲେ ଧୋବ ଫର ଫର, ଆଉ ରାଣୀ ମହୁମାଛି ସାଜି ସମସ୍ତଙ୍କୁ ଶୋଷିବା ପାଇଁ ଲାଗିଲେ |ଆଉ ଯାହାର ଜାଲରେ ପଡିଥିଲେ ଧନୀ ଶାଳୀ ଲୋକ ମାନେ | ଧନୀ ଆଉ ବଡ଼ ବଡ଼ିଆ ମାନଙ୍କୁ ପ୍ରଥମେ ଫେସବୁକ ରେ ଫ୍ରେଣ୍ଡ ରିକୁଏଷ୍ଟ ପଠାଇ ଥାଆନ୍ତି ଝିଅ ଜଣଙ୍କ, ଆଉ ମିଠା ମିଠା କଥା କହିକି ସମ୍ପର୍କ ଗଢି ଥାଆନ୍ତି |

ଆଉ ତାହା ପରେ ସ୍ୱାମୀ ଙ୍କ ଦେହ ଖରାପ ଅଛି ବୋଲି କହିକି ଘରକୁ ଡାକିଥାନ୍ତି ଆଉ ତାଙ୍କର ଆରମ୍ଭ ହୋଇଯାଏ ସମସ୍ତ କାମ | ଆଉ ଲୋକ ମାନଙ୍କୁ ନିଜର ଜାଲରେ ଫୋସାଇବା ପରେ ସେମାନଙ୍କ ପାଖରୁ ଟଙ୍କା ଆଦାୟ କରିବାରେ ଲାଗନ୍ତି | ଆଉ ସେହି ଟଙ୍କା ରେ ସୁନ୍ଦର ମହଲ ଗଢି ତଳିଥାନ୍ତି ମହିଳା ଜଣଙ୍କ ବୋଲି ଜଣା ପଡିଛି | ଆଉ ମହିଳା ଜଣଙ୍କ ଘରେ ରଖିଥିବା ସିକ୍ରେଟ କ୍ୟାମେରା ରେ ଶାରୀରିକ ସମ୍ପର୍କ ସମୟର ସମସ୍ତ ଭିଡିଓ କୁ କୋଏଦ କରିକି କରିବାକୁ ଲାଗୁଥିଲେ ବ୍ଲାକ ମେଲିଙ୍ଗ | ଆଉ ତାଙ୍କର ଏହି ବିରାଟ ମୋହଲ ତିଆରି କରିଥିଲେ ବୋଲି କୁହାଯାଉଛି | ଯାହା ଏବେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment