ପୁଣି ସୃଷ୍ଟି ହେଲା ବାତ୍ୟା ! ଅକ୍ଟୋବର 23 ରୁ 25 ତାରିଖ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ବନ୍ଧୁଗଣ ବର୍ତ୍ତମାନ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସିଛି ଏହିପରି ଏକ ସୂଚନା ଯାହା ସମସ୍ତ ଙ୍କୁ ଭୟଭୀତ କରି ଦେଇଛି।ତେବେ ସୂଚନା ଅନୁସାରେ ପୁଣି ଥରେ ଅକ୍ଟୋବର ରେ ଆସୁଛି ବାତ୍ୟା , ୨୨ ରୁ ଆରମ୍ଭ ହୋଇ ୨୫ ରେ ହେବ ଶେଷ। ତେବେ ଆସନ୍ତୁ ଜାଣିବା ଏହି ପୋଷ୍ଟ ମାଧ୍ୟମ ରେ ଏହି ବାତ୍ୟା ବିଷୟ ରେ ସମ୍ପୂର୍ଣ୍ଣ ସୂଚନା ,କେଉଁ ଠି ଆରମ୍ଭ ହେଉଛି , କେଉଁ ଅଞ୍ଚଳ ରେ ଏହାର ପ୍ରଭାବ ରହିବ କେଉଁ ସ୍ଥାନ ରେ ହେବ ଲ୍ୟାଣ୍ଡ
ଫଲ।ଆସନ୍ତୁ ଜାଣିବା ବାତ୍ୟା ବିଷୟ ରେ ସମ୍ପୂର୍ଣ୍ଣ ସୂଚନା ବିଷୟରେ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଦେଶ ରେ ଅଧିକ ରୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା, ନବ୍ୟା, ଲ୍ୟାଣ୍ଡଫଲ ପରି ସବୁ ସମସ୍ୟା ଅଧିକ ରୁ ଅଧିକ ଦେଖିବା କୁ ମିଳୁଛି ।ତେବେ ବର୍ତ୍ତମାନ ମଧ୍ୟ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ଅକ୍ଟୋବର ମାସ ରେ ହେବା କୁ ଯାଉଥିବା ବାତ୍ୟା ବିଷୟ ରେ। ତେବେ ପାଣିପାଗ ବିଭାଗ ଅନୁସାରେ, ଆସନ୍ତା ଦୀପାବଳି ରେ ବାତ୍ୟା ଆସିବା କୁ ଯାଉଛି। ତେବେ ଏହି ବାତ୍ୟା ଟି ପୂର୍ବ ଭଳି ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ଯୋଗୁଁ ସୃଷ୍ଟି ହୋଇଛି ।

ତେବେ ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ ଯାହା ସୂଚନା ରହିଛି କି ୨୨ ଅକ୍ଟୋବର ରେ ଏହି ଲଘୁଚାପ ଘନୀଭୂତ ହେବ ଆଉ ଧିରେ ଧିରେ ଏହା ବାତ୍ୟା ର ରୂପ ନେବେ। ତେବେ ବାତ୍ୟା ର ରୂପ ନେବା ବେଳକୁ ଏହାକୁ ୨୪ ରୁ ୨୫ ତାରିଖ ହୋଇଯିବ ଏବଂ ଏହା ୨୫ ତାରିଖ ଅର୍ଥାତ ଦୀପାବଳି ରେ ସ୍ଥଳ ଭାଗ କୁ ଛୁଇଁବା ନେଇ ଆଶଙ୍କା କରାଯାଇଛି। ତେବେ ଭୁତ୍ୱତ ବିତ ଙ୍କ ଗବେଷଣା ଅନୁସାରେ ଏହି ଲଘୁଚାପ ବାତ୍ୟା ରୂପ ନେଇ ଦୀଘା ଅଞ୍ଚଳ ରେ ସ୍ଥଳ ଭାଗ କୁ ଛୁଇଁବ ବୋଲି। ମାତ୍ର ଏନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଭାବରେ କୁହାଯାଜ ପାରିବ ନାହିଁ ବୋଲି କୁହାଯାଇଛି।

ତେବେ ଆଞ୍ଚଳିକ ବିଭାଗ ପକ୍ଷରୁ ଏହି ବାତ୍ୟା ର ସୂଚନା ଆସିବା ପରେ ଆମ ଓଡ଼ିଶା ସରକାର ବାତ୍ୟା କୁ ସାମ୍ନା କରିବା ପାଇଁ ବ୍ୟବସ୍ଥା ଆରମ୍ଭ କରି ସାରିଛନ୍ତି। ତେବେ ଏହି ବାତ୍ୟା ଯୋଗୁଁ ଦୀପାବଳି ପାଇଁ ଯେଉଁ ଦୁଇ ଦିନ ଛୁଟି ଥିଲା ତଥା ଅକ୍ଟୋବର ୨୩ ରୁ ୨୫ ରେ ଥିବା ଛୁଟି କୁ ବାତିଲ କରାଯାଇଛି।ତେବେ ଏହି ବାତ୍ୟା ର ପ୍ରଭାବ ଉପକୂଳ ଅଞ୍ଚଳରେ ଥିବା ଲୋକଙ୍କ ଉପରେ ରହିପାରେ ବୋଲି ଅନୁମାନ କରା ଯାଇଛି। ତେବେ ଉପକୂଳ ବର୍ତୀ ଅଞ୍ଚଳରେ ଥିବା ଲୋକ ମାନେ ଏହାକୁ ନେଇ ଭୟଭୀତ ଥିବା ମଧ୍ୟ ଜଣା ପଡ଼ିଛି ,ମାତ୍ର ଆମ ସରକାର ଅନ୍ୟ ବାତ୍ୟା ଭଳି ଏହି ବାତ୍ୟା କୁ ସମୁଖୀନ କରିବା ପାଇଁ ସଜାଗ ଥିବା ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment