70 ବର୍ଷୀୟ ମହିଳା 22 ଵର୍ଷ ଭଳି ଦେଖା ଯିବ, କରନ୍ତୁ ଏହି ଛୋଟିଆ ଉପାୟ

ଦର୍ଶକ ବନ୍ଧୁ ଧୂଳିମାଟି ଓ ପ୍ରଦୂଷଣର କାରଣରୁ ଆମ ତ୍ୱଚା କଳା ପଡିବାକୁ ଆରମ୍ଭ ହୋଇଥାଏ | ଯାହା ଫଳ ରେ ଆମ ମୁହଁରେ ଥିବା ତେଲୁଆ ଅଂଶ ଟି ଏହି ପ୍ରଦୂଷଣ କାରଣରୁ ତ୍ୱଚାର ଅନେକ ସମସ୍ୟା ସୃଷ୍ଟି ହେବା ସହ ସୌନ୍ଦର୍ଯ୍ୟ ହ୍ରାସ ହେବା ଭଳି ଅନୁଭବ ହୋଇଥାଏ ଓ ବ୍ରଣ ଭଳି ସମସ୍ୟା ସୃଷ୍ଟି ହେଇଥାଏ ତେବେ ଏହି ସମସ୍ୟା ଦୂର କରିବା ପାଇଁ କିଛି ଘରେଇ ଉପଚାର ପ୍ରସ୍ତୁତି ବିଷୟରେ ଆଲୋଚନା କରିବା | ତେବେ ଏଥି ପାଇଁ ସର୍ବ ପ୍ରଥମେ ଆପଣଙ୍କୁ କିଛି ସାମଗ୍ରୀ ର ଅବଶ୍ୟକ ପଡିବ ସେଗୁଡିକ ହେଉଛି, ଏଲବେରା ଜେଲ, ବେସନ ଗୁଣ୍ଡ, ହଳଦୀ ଗୁଣ୍ଡ ଓ ତା ସହିତ କଫି ପାଉଡର ଯାହା ଆପଣଙ୍କ ଚେହେରାକୁ ଗୋରା କରିବାରେ ସାହାଯ୍ୟ କରିଥାଏ |ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହାର ପ୍ରସ୍ତୁତି ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ଏଲୋବେରା, କ୍ଷୀର,ବେସମ,ହଳଦୀ, କଫି ପାଉଡର,ସିନେମେଟ ପାଉଡର

ପ୍ରସ୍ତୁତି ନମ୍ବର 1 :-

ଦର୍ଶକ ବନ୍ଧୁ ଏହି ଘରେଇ ଉପଚାର ଟି ପ୍ରସ୍ତୁତି ପାଇଁ ଆପଣଙ୍କୁ ସର୍ବେପ୍ରଥମେ ଗୋଟିଏ ଛୋଟ ଗିନା ରେ ଏକ ଚାମଚ ଏଲବେରା ଜେଲ ଯାହା ଆପଣ ଆପଣଙ୍କ ଘରେ ଲଗାଇଥିବେ ତାହାର ଜେଲ ପ୍ରସ୍ତୁତ କରି ସେଥିରେ ଅଳ୍ପ ପରିମାଣ କ୍ଷୀର ମିଶାଇ ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରିଦିୟନ୍ତୁ ଓ ତାହାକୁ ଏକ ଆଇସ କ୍ୟୁ ଟ୍ରେ ରଖି ଫ୍ରିଜ ରେ ରଖିଦିୟନ୍ତୁ | ତାପରେ ଏହାକୁ ସକାଳେ ଉଠି ଆପଣଙ୍କ ମୁହଁରେ ଭଲ ଭାବରେ ମାଲିସ କରନ୍ତୁ |

ପ୍ରସ୍ତୁତି ନମ୍ବର 2 :-

ଏକ ଚାମଚ ବେସନ ର ଗୁଣ୍ଡ ସହିତ ଅଧା ଚାମଚ ହଳଦୀ ଗୁଣ୍ଡ ଓ ସେଥିରେ ଏଲବେରା ଜେଲ କୁ ଭଲ ଭାବରେ କିଛି ସମୟ ମିକ୍ସ କରନ୍ତୁ | ଏହା ମିକ୍ସ ହେhaଇସାରିବା ପରେ ଏହାକୁ ଆପଣଙ୍କ ମୁହଁରେ ଲଗାନ୍ତୁ ଓ 20 ମିନଟ ପର୍ଯ୍ୟନ୍ତ ସେମିତି ରଖନ୍ତୁ ତାପରେ ଆପଣଙ୍କ ମୁହଁକୁ ଭଲ ଭାବରେ ସଫା କରିଦିୟନ୍ତୁ | ଦେଖିବେ ଆପଣଙ୍କ ମୁହଁ ଚମକିବା କୁ ଲାଗିବ |

ପ୍ରସ୍ତୁତି ନମ୍ବର 3 :-

ଦର୍ଶକ ବନ୍ଧୁ ଏହି ଘରେଇ ଉପଚାର ଟି ପ୍ରସ୍ତୁତ କରିବା ଅତି ସହଜ ଏହି ଘରେଇ ଉପଚାର ପ୍ରସ୍ତୁତ କରିବା ପାଇଁ ଗୋଟିଏ ଏଲବେରା ଖଣ୍ଡ ନେଇ ଏହାକୁ ଦୁଇ ଫାଳ କରି ଏହା ମଝିରେ ଏକ ଚାମଚ କଫି ପାଉଡର ମିଶାଇ ଭଲ ଭାବରେ ଆପଣଙ୍କ ମୁହଁରେ ମାଲିସ କରନ୍ତୁ | ଦେଖିବେ ଏହା ଆପଣଙ୍କ ମୁହଁରେ ଗୋରା ପଣ ଆଣିବା ସହିତ ଆପଣଙ୍କ ର ତ୍ୱଚା ପଣ ବୃଦ୍ଧି କୋରାଇଥାଏ |

ପ୍ରସ୍ତୁତି ନମ୍ବର 4 :-

ଯଦି ଆପଣଙ୍କ ରେ ମୁହଁରେ ବ୍ରଣ ପରି ସମସ୍ୟା ଦେଖା ଦଉଛି ତାହାଲେ ଆପଣ ଅଳ୍ପ ପରିମାଣ ର ଏଲବେରା ଜେଲ ଅଧା ଚାମଚ ସିନେମେଟ ପାଉଡର ଭଲ ଭାବରେ ମିକ୍ସ କରି ଏକ ତୁଳା ସାହାଯ୍ୟ ରେ ଆପଣଙ୍କର ବ୍ରଣ ହେଇଥିବା ସ୍ଥାନରେ ରାତିରେ ଶୋଇବା ପୂର୍ବ ରୁ ଲଗାଇ ଶୋଇଯାନ୍ତୁ ଓ ସକାଳୁ ଉଠି ଏହାକୁ ଭଲ ଭାବରେ ପରିସ୍କାର କରିଦିୟନ୍ତୁ ଦେଖିବେ ଆପଣଙ୍କ ମୁହଁ ରେ ଥିବା ସମସ୍ତ ବ୍ରଣ କୁଆଡେ ଦୁରେଇ ଯିବ |

ତେବେ ଏହିଭଳି ଉପାୟରେ ଆମେ ଦାଗ ଓ ବ୍ରଣ କୁ ଦୂର କରି ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment