ଛିଃ ଛିଃ ଲଜ୍ୟା ! ଭାଉଜ ପ୍ରେମରେ ପାଗଳ ହୋଇ ସ୍ତ୍ରୀ କୁ ଛାଡି ଚମ୍ପଟ ମାରିଲା ସ୍ୱାମୀ… ଦେଖନ୍ତୁ ଭାଇରାଲ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ତ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନଙ୍କ ସାମ୍ନା କୁ ଆସୁଥିବ | ତେବେ କିଛି ଏଭଳି ଘଟଣା ବର୍ତ୍ତମାନ ସାମ୍ନା କୁ ଆସିଛି କାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଏଠାରେ ଦେଖିବାକୁ ମିଳିଛି କି ଯୁବତୀ ଜଣଙ୍କ ତାଙ୍କର ସ୍ୱାମୀ ଙ୍କ ସହିତ ସମ୍ପର୍କ ଠିକ ଥିଲା ଆଉ ତାଙ୍କର ବୌବାହିକ ଜୀବନ ମଧ୍ୟ ବେଶ ଖୁସି ଥିଲା | କିନ୍ତୁ ତାଙ୍କର ସ୍ତ୍ରୀ ଜଣଙ୍କ ପରେ ଜାଣିବାକୁ ପାଇଥିଲେ କି ତାଙ୍କର ସ୍ୱାମୀ ଜଣଙ୍କ ତାଙ୍କର ଭାଉଜ ଙ୍କ ସହିତ ଥିଲା ଖରାପ ସମ୍ପର୍କ, ଆଉ ଯେଉଁଥିପାଇଁ ମହିଳା ଜଣଙ୍କ ଏହିଭଳି ଭାବରେ ପ୍ରତିବାଦ କରିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ଥାନା ବସୁଙ୍ଗରା ଗାଁ ରେ | ଆଉ ଯେଉଁଠି କୋଖାରୁନି ପଞ୍ଚାୟତ ଉଷୁଙ୍ଗରା ଗ୍ରାମର ପ୍ରତାପ ସୁବୁଦି ମହାକାଳପଡ଼ା ବ୍ଲକ ର ଗୋଗୁଆ ପଞ୍ଚାୟତ ତ ସୁସ୍ମିତା ସୁବୁଦି ଙ୍କୁ ବିବାହ କରିଥିଲେ | ଆଉ ସେମାନେ ଓଡ଼ିଆ ରୀତି ନୀତି ହିସାବରେ 2016 ରେ ପରସ୍ପର ଙ୍କୁ ବିବାହ କରିଥିଲେ | ତେବେ ସେମାନଙ୍କ ମଧ୍ୟରେ ବର୍ଷ ଯାଏ ବୌବହିକ ଜୀବନ ବେଶ ଖୁସି ରେ ଚାଲିଥିଲା | କିନ୍ତୁ ଯାହା ଜାଣିବାକୁ ପାଇଥିଲେ କି ତାଙ୍କର ସିମୀ ଙ୍କ ସହିତ ସମ୍ପର୍କ ରଖିଥିଲେ ତାଙ୍କର ଭାଉଜ ଜଣଙ୍କ |

ଆଉ ଯାହା ଜଣା ପଡିଛି କି ଭାଉଜ ଜଣଙ୍କର ସହିତ ସମ୍ପର୍କ ରଖିବାର ଖବର ପାଇବା ପରେ ସ୍ତ୍ରୀ ଜଣଙ୍କ ତାହାକୁ ବିରୋଧ ମଧ୍ୟ କରିଥିଲେ | କିନ୍ତୁ ତାହା କୁ ସ୍ୱାମୀ ଜଣଙ୍କ ଶୁଣିବାକୁ ରାଜି ନ ଥିଲେ | ଆଉ ତାଙ୍କ ସହିତ ମାଡ଼ ଆଉ ଗାଳି ମଧ୍ୟ କରିଥିଲେ ଆଉ ତାଙ୍କର ସ୍ତ୍ରୀ ଙ୍କୁ ଘରୁ ମଧ୍ୟ ବାହାର କରି ଦେଇଥିଲେ | ଆଉ ଯାହା ଜଣା ପଡିଛି କି ସ୍ତ୍ରୀ ଜଣଙ୍କ ତାଙ୍କର ଆବାମୀ ଙ୍କ ଘର ଆଗରେ ବସିଥିଲେ ଆଉ ସ୍ୱାମୀ ଙ୍କୁ ନ୍ୟାୟ ପାଇଁ ଦାବି କରିଥିଲେ | ଆଉ ଏହି ଘଟଣା କୁ ନେଇକି ଗାଁ ରେ ସଭା ମଧ୍ୟ ବସିଥିଲା |

କିନ୍ତୁ ସଭା ରେ କିଛି ବି ସୁଫଳ ନ ମିଳିବାରୁ ମାଗିଲା ଜଣଙ୍କୁ ଆଉ ଗୋଟିଏ ଦିନ ବିଚାର ହେବା କଥା କୁହାଯାଇଥିଲା, ଆଉ ଏଠାରେ ଯାହା ଦେଖିବାକୁ ମିଳିଛି କି ବର୍ତ୍ତମାନ ସ୍ୱାମୀ ଜଣ ଙ୍କ ଘରେ ନାହାନ୍ତି ଓ ସେଥିପାଇଁ ସ୍ୱାମୀ ଙ୍କ ଘର ଆଗରେ ବସିରହିଛନ୍ତି ସ୍ତ୍ରୀ | ତେବେ ଯାହା ଜଣା ପଡିଛି କି ପ୍ରମୋଦ କୁମାର ପରିଡା ସୁସ୍ମିତା ଙ୍କୁ ସନ୍ତାନ ଦେବା ସହିତ ତାଙ୍କ ସ୍ୱାମୀ ଙ୍କୁ ଘରକୁ ଆସିବା ପାଇଁ ମଧ୍ୟ କହିଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment