ମନ୍ଦାର ଫୁଲ ପାଣିକୁ ଏହି ଉପାୟରେ ମୁହଁ ରେ ଲଗାନ୍ତୁ ମୁହଁ ପୁରା ହୀରା ଭଳି ଚମକିବ – Beauty Tips

ତେବେ ଆମେ ସମସ୍ତେ ଜାଣିଛୁ କି ସୌଦାଯ୍ୟ ହିଁ ଅମର ମୂଳ କାରଣ ହୋଇଥାଏ | ତେଣୁ ଆମକୁ ମୁଖ ସମ୍ବଧୀୟ ସମସ୍ୟା କୁ ଦୂର କରିବା ପାଇଁ ବିଭିନ୍ନ ଉପାୟ ମାନ କରିବାକୁ ପଡିଥାଏ | ଆଉ ଯାହା ଯୋଗୁ ଅମର ତ୍ୱଚା ସୁସ୍ଥ ରହେ ଓ କିଛି କି ତ୍ୱଚା ସମ୍ବଧୀୟ ଅସୁବିଧା ମାନ ଦେଖା ଯାଇଛି ନ ଥାଏ |ତେବେ ଆଜି କାଲି ଗୋରା ହେବାକୁ ସମସ୍ତେ ଚାହାଁନ୍ତି ଓ ଫେସ କୁ କ୍ଲିନ ରଖିବା ପାଇଁ ସମସ୍ତଙ୍କର ଇଛା ରହିଛି | ତେବେ ଆଜି କାଲି ବଜାରରେ ମିଳୁଥିବା କେମିକାଲ ପ୍ରଡକ୍ଟସ ଅମର ଫେସ ରେ ବିଭିନ୍ନ ପ୍ରକାରର ଅସୁବିଧା ଆଣି ଦେଇଥାଏ | ତେବେ ଆଜି ମୁଁ ଆପଣ ମାନଙ୍କୁ ବତାଇବାକୁ ଯାଉଛି ଏକ ଅତି ସହଜ ଘରେ ପ୍ରସ୍ତୁତ ଘରେଇ ଉପଚାର | ଯାହାକୁ ଆମେ ମାନେ ବ୍ୟବହାର କରିକି ତ୍ୱଚା ସମ୍ବଧୀୟ ସମସ୍ୟା କୁ ସବୁଦିନ ପାଇଁ ଦୂର କରି ପାରିବା |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ସହଜ ଘରେଇ ଉପଚାର ବିଷୟରେ ଜାଣିବା |

ତେବେ କୁହାଯାଏ ମଣିଷ ର ସବୁଠୁ ବେଶୀ ଶୌକ ଥାଏ ତାହା ହେଉଛି ଆମ ଫେସ, ତେବେ ଆଜି କାଲି ଦାଗ ବ୍ରଣ ଜନିତ ସମସ୍ୟା ଏତେ ବଢ଼ିବାରେ ଲାଗିଛି କି ଯାହା ଯୋଗୁ ଅମର ଫେସ ଯୌବନ ଅବସ୍ଥା ରେଅଧ୍ୟ ବୁଢ଼ୀ ଭଳି ଦେଖା ଯାଉଛି | ତେବେ କେତେକ ସହଜ ଘରେଇ ଉପକରଣ କୁ ବ୍ୟବହାର କରିକି ଆମେ ଫେସ ସମ୍ବଧୀୟ ସମସ୍ୟା କୁ ଦୂର କରି ପାରିବା | ଆସନ୍ତୁ ପ୍ରସ୍ତୁତି ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ମନ୍ଦାର ଫୁଲ, ତୁଲାସୀ ପତ୍ର, ନିମ୍ବ ପତ୍ର, ଏଲୋବେରା ଜେଲ, ଗ୍ଲିସେରିନ

ପ୍ରସ୍ତୁତି ପ୍ରଣାଳୀ :-

ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତି କରିବା ପାଇଁ ହେଲେ ପ୍ରଥମେ ଆପଣ ଙ୍କୁ ଫୁଟି ଯାଇଥିବା ଗରମ ଜଳ କୁ ନେବା ପାଇଁ ପଡିବ, ତାହା ପରେ ସେହି ପାଣିରେ ମନ୍ଦାର ଫୁଲ ର ପାଖୁଡା କୁ ଛିଣ୍ଡିକି ପକାଇବା | ତାହା ପରେ ଆମେ ସେଥିରେ ତୁଳସୀ ପତ୍ର ଓ ନିମ୍ବ ପତ୍ର କୁ ଅଳ୍ପ ପରିମାଣରେ ଭଲ ଭାବରେ ଧୋଇକି ପକାଇବା | ତେବେ 10 ମିନିଟ ତାକୁ ଘୋଡଣି ଦେଇକି ଛାଡ଼ି ଦେବା | ତାହା ପରେ ସେହି ସବୁ ଉପାଦାନ ପାଣି ରେ ଭଲ ଭାବରେ ବତୁରି ଯିବା ପରେ ସେଗୁଡିକୁ ଭଲ ଭାବରେ ଛାଣି ଏକ ମିଶ୍ରଣ ପ୍ରସ୍ତୁତ କରିବା |

ବ୍ୟବହାର :-

ତେବେ ଏହି ମିଶ୍ରଣ କୁ ଏକ ସ୍ପ୍ରେ ବୋତଲ ରେ ଭରି ଦେବା ଓ ତାହା ପରେ ତାହାକୁ ନେଇକି ଆମେ ମୁହଁରେ ସ୍ପ୍ରେ କରି ପାରିବା ତାହା ବ୍ୟତୀତ ତୁଳା ସାହାଯ୍ୟରେ ମଧ୍ୟ ମୁହଁରେ ବ୍ୟବହାର କରି ପାରିବା | ମୁହଁକୁ ଧୋଇକି ପରେ ଏହାକୁ ବ୍ୟବହାର କରିବା ଆବଶ୍ୟକ ହୋଇଥାଏ |ତେବେ ଏହି ଭଳି ଉପାୟରେ ଆମେ ତ୍ୱଚା ରେ ଚମକ ଆଣି ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment