ବହୁତ ଦିନ ପରେ ଅସୀମା ପଣ୍ଡା ( Aseema Panda ) ହଠାତ Live ଆସି କହିଲେ ଏମିତି… ଦେଖନ୍ତୁ Video

ବନ୍ଧୁଗଣ ଆମେ ଆମର ପ୍ରିୟ ଅଭିନେତା ଓ ଅଭିନେତ୍ରୀ, ଗାୟକ ଗାୟିକା ତଥା କଳାକାର ମାନଙ୍କ ସହ ପ୍ରତ୍ୟକ୍ଷ ବା ପରକ୍ଷ ଭାବରେ ଜଡିତ ହୋଇ ରହିଥାଉ। ତାଙ୍କର ପ୍ରତ୍ୟେକ ଫିଲ୍ମ, ପାରିବାରିକ ଘଟଣା ଏମିତି କି ତାଙ୍କ ଜୀବନ ର ସମସ୍ତ ଘଟଣା ସହ ଆମେ ଜଡିତ ଅଟୁ।ତେବେ ଯେତେବେଳେ ବି ସେମାନେ ସୋସିଆଲ ମିଡ଼ିଆ ରେ ଲାଇଭ ଆସନ୍ତି କିମ୍ବା କୌଣସି ଭିଡିଓ ଆପଲୋଡ଼ କରିଥାନ୍ତି ସେତେବେଳେ ଆମେ ତାହା ଦେଖୁ ଆଉ ଖୁସି ହେଉ। ଆମକୁ ଭଲ ମଧ୍ୟ ଲାଗେ ତାଙ୍କର ଅଭିନୟ ଦେଖି ମନରଞ୍ଜନ କରିବା ସହ ତାଙ୍କ ବିଷୟରେ ସୁଖ ଦୁଖଃ ଜାଣିବା କୁ।

ଖାଲି ଏତିକି ନୁହେଁ ବରଂ ଏହି କଳାକାର ତଥା ସେଲିବ୍ରେଟି ମାନେ ନିଜର ପ୍ରେମ ସମ୍ପର୍କ ଏବଂ ବୈବାହିକ ସମ୍ପର୍କ ତଥା ପରିବାର କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ।ଆଉ ବେଳେ ବେଳେ ଲାଇଭ ଆସି ସେମାନେ ଦର୍ଶକ ମାନଙ୍କ ସହ ବେଶ ସମୟ ବିତାଇଥାନ୍ତି। ତେବେ ବର୍ତ୍ତମାନ ଆମ ବଲିଉଡ ର ସୁପର ଷ୍ଟାର ସିଙ୍ଗର ଅସୀମା ପଣ୍ଡା ମଧ୍ୟ ଲାଇଭ ଆସିଥିଲେ ଆଉ ସେ ଦର୍ଶକ ମାନଙ୍କ ସହ ବେଶ ମଜା ମସ୍ତି କରିଛନ୍ତି ଯାହା ବିଷୟରେ ଆମେ ଆପଣ ଙ୍କୁ ଜଣେଇବାକୁ ଯାଉଛୁ। ତେବେ ଆପଣ ମାନେ ଅସୀମା ପଣ୍ଡା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ, ସେ ଯେତିକି ସୁନ୍ଦର ତାଙ୍କ କଣ୍ଠସ୍ୱର ସେତିକି ସୁନ୍ଦର ଅଟେ।

ଓଡ଼ିଶାର ଘରେ ଘରେ ସେ ପରିଚିତ ଅଟନ୍ତି ଆଉ ଲୋକ ମାନଙ୍କ ର ପ୍ରିୟ ଗାୟିକା ମଧ୍ୟ ଅଟନ୍ତି। ତେବେ ବର୍ତ୍ତମାନ ସେ ସୋସିଆଲ ମିଡ଼ିଆ ରେ ଲାଇଭ ଆସିଥିଲେ ,ତେବେ ତାଙ୍କର ଲାଇଭ ଆସିବା ପଛ ରେ ଏକ କାରଣ ଥିଲା କି ସେ ତାଙ୍କର ଭାଉଜ ଙ୍କ ଜନ୍ମ ଦିନ ପାଇଁ ତାଙ୍କ ଘରକୁ ଆସିଥିଲେ ଆଉ ସେଠାରେ ସେମାନେ ସମସ୍ତେ ଏକାଠି ମିଶି ଲାଇଭ ଆସି ଦର୍ଶକ ମାନଙ୍କ ସହ ବେଶ ମଜାମସ୍ତି କରୁଥିଲେ। ତେବେ ଦର୍ଶକ ମାନେ ମଧ୍ୟ ତାଙ୍କୁ ଅନେକ ପ୍ରକାରର ପ୍ରଶ୍ନ କରୁଥିଲେ ଯାହାର ଉତ୍ତର ମଧ୍ୟ ସେ ରଖୁଥିଲେ।

ଏହା ପରେ ସେ ଦର୍ଶକ ମାନଙ୍କ କହିବା ଅନୁସାରେ ତିନୋଟି ଗୀତ ମଧ୍ୟ ଗାଇଛନ୍ତି। ଏହା ସହ ନିଜ ଭାଉଜ ଓ ବନ୍ଧୁ ମାନଙ୍କ ସହ ମିଶି ବହୁତ ମଜା ମସ୍ତି କରିଥିଲେ ଏବଂ ସେ ଏକ ନୂଆ ସୂଚନା ମଧ୍ୟ ତାଙ୍କ ଦର୍ଶକ ଓ ଫ୍ୟାନ ମାନ ଙ୍କୁ ଦେଇଛନ୍ତି। ତେବେ ସେ କହିଛନ୍ତି କି ଖୁବ ଶୀଘ୍ର ତାଙ୍କର ଏକ ନୂଆ ଗୀତ ସମସ୍ତ ଙ୍କ ସାମ୍ନା କୁ ଆସିବାକୁ ଯାଉଛି ଯାହାକି ବହୁତ ସୁନ୍ଦର ହୋଇଛି ଏବଂ ଆପଣ ମାନ ଙ୍କୁ ନିଶ୍ଚିତ ଭଲ ଲାଗିବ ବୋଲି ସେ କହିଛନ୍ତି। ତେବେ ଅସୀମା ଙ୍କ ର ଏହି ଲାଇଭ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment