ତେବେ ଆମେ ଜାଣିଛୁ ବନ୍ଧୁଗଣ ସ୍ୱାସ୍ଥ୍ୟ ହିଁ ସମ୍ପଦ ଅଟେ | ଆଉ ସେହି ସ୍ୱାସ୍ଥ୍ୟ କୁ ଠିକ ରଖିବା ପାଇଁକି ଆମେ ଅନେକ ସମୟରେ ବିଭିନ୍ନ ପ୍ରକାରର ଖାଇବା ମାନ ଖାଇଥାଉ ଆଉ ଆମର ଖାଦ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଉ | ତେବେ ଆଜି ଆମେ ଜାଣିବା ଲବଙ୍ଗ ର ଉପକାରିତା ବିଷୟରେ, ଲବଙ୍ଗ ରେ କିଛି ଏଭଳି ଚମତ୍କାର ଗୁଣ ରହିଛି ଯାହା ଆମ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ର ସମାଧାନ କରେଇଥାଏ | ଆଉ ଆମ ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଲବଙ୍ଗ ଆମ ର କଣ ସବୁ ରୋଗରୁ ରକ୍ଷା କରିଥାଏ |
ଓଜନ ର ଉପକାରିତା ବିଷୟରେ ଆସନ୍ତୁ ଜାଣିବା :-
1- ତେବେ ବନ୍ଧୁଗଣ ଆମେ ଜାଣି ରଖିବା ନିହାତି ଆବଶ୍ୟକ ଯେ ଲବଙ୍ଗ ରେ ଏମିତି କିଛି ଚମତ୍କାରୀ ଗୁଣ ରହିଛି ଯାହା ଆମକୁ ସବୁ ପ୍ରକାରର ସମସ୍ୟା ରୁ ମୁକ୍ତି ଦେଇ ପାରିବ ବୋଲି କୁହାଯାଉଛି | ତେବେ ଖାଲି ପେଟରେ ଯଦି ଆମେ ଖାଇବା ତାହେଲେ ଲବଙ୍ଗ ଆମର ପାଚନ କ୍ରିୟା ରେ ସାହାଯ୍ୟ କରିବା ସହିତ ପାଚନ ଜଣିତ ସମସ୍ତ ସମସ୍ୟା କୁ ମଧ୍ୟ ଦୂର କରି ଦେଇଥାଏ |
2-ଏହା ବ୍ୟତୀତ ଲବଙ୍ଗ ଆମର ଗ୍ୟାସ ଜନିତ ସମସ୍ୟା ଦୂର କରିବା ସହିତ ଅପଚୟ ରୁ ମଧ୍ୟ ଆମକୁ ରକ୍ଷା କରିଥାଏ ବୋଲି କୁହାଯାଉଛି |
3-ଏହା ବ୍ୟତୀତ ଏହି ଲବଙ୍ଗ ଆମ ଶରୀରରେ ଇମ୍ୟୁନିଟି ଶକ୍ତି କୁ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ | ତାହା ବ୍ୟତୀତ ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଗୁଡିକୁ ମଧ୍ୟ ବାହାର କରିବାରେ ସାହାଯ୍ୟ କରିଥାଏ ବୋଲି କୁହାଯାଉଛି |
4-ଏହା ବ୍ୟତୀତ ଲବଙ୍ଗ ଆମର ରକ୍ତ କୁ ବିଶୁଦ୍ଧ କରିବା ସହିତ ଶ୍ୱେତ ରକ୍ତ କଣିକା ତିଆରିରେ ମଧ୍ୟ ଆମକୁ ସାହାଯ୍ୟ କରିଥାଏ |
5-ଏହା ବ୍ୟତୀତ ଲବଙ୍ଗ ରେ ଆଣ୍ଟି ଅକ୍ସିଡେଣ୍ଟ ର ଗୁଣ ରହିଥାଏ ତାହା ବ୍ୟତୀତ ଭିଟାମିନ -C ମଧ୍ୟ ରହିଥାଏ, ଯାହା ଆମର ଇଉମିନିଟି ପାୱାର କୁ ବଢ଼ାଇବାରେ ସାହାଯ୍ୟ କରିଥାଏ |
6-ଏହା ବ୍ୟତୀତ ଦାନ୍ତ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁକି ଆମେ ଲବଙ୍ଗ କୁ ବ୍ୟବହାର କରିଥାଉ |ତାହା ସହିତ ଲବଙ୍ଗ ତେଲ କୁ ମଧ୍ୟ ଆମେ ବ୍ୟବହାର କରିଥାଉ |
7-ଏହା ବ୍ୟତୀତ ଆମର ଓଜନ କୁ ହ୍ରାସ କରିବାରେ ଆମକୁ ଲବଙ୍ଗ ସାହାଯ୍ୟ କରିଥାଏ ବୋଲି କୁହାଯାଉଛି |
8-ତାହା ସହିତ ଲବଙ୍ଗ ଆମ ଶରୀରରେ ମେଟାବୋଲିଯିମ କୁ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ବୋଲି କୁହାଯାଉଛି |
9- ଏହା ବ୍ୟତୀତ ଲବଙ୍ଗ କୁ ଖାଇବା ପରେ ଗରମ ପାଣି ର ସେବନ କରିବା ତାହେଲେ ଅଧିକ ଲାଭ ପାଇପାରିବା |
ତେବେ ଏହା ଥିଲା ଲବଙ୍ଗ ର ଉପକାରିତା ଗୁଣ ବିଷୟରେ ସମସ୍ତ ସୂଚନା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।